Browsing Tag

highcourt

ମଧୁବାବୁଙ୍କୁ ଭାରତ ରତ୍ନ ,ଘୋଷଣା କରିବାକୁ ହାଇକୋର୍ଟର ପୂର୍ବତନ ବାର୍ ସଭାପତିଙ୍କ ଦାବି

ସାଲେପୁର : ମଧୁବାବୁଙ୍କୁ ଭାରତ ରତ୍ନ ସହ ଜନ୍ମସ୍ଥାନକୁ ଜାତୀୟ ସ୍ମାରକୀ ଘୋଷଣା କରିବାକୁ ଦାବି ।  ସାଲେପୁରରେ ରାଜ୍ୟ ସ୍ତରୀୟ ମଧୁବାବୁ ଜୟନ୍ତୀ ଅବସରରେ ଏହି ଦାବି କରିଛନ୍ତି ହାଇକୋର୍ଟ ବାର୍ ସଭାପତି ।   ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତି ପାଇଁ ଯାହା କରି କରିଯାଇଛନ୍ତି…

ଆଇଆରବି ବାଟାଲିୟନ କନଷ୍ଟେବଳ ସିପାହୀ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ, ୧୭ ତାରିଖରୁ ନିଯୁକ୍ତି…

ଭୁବନେଶ୍ୱର : ଆଇଆରବି ବାଟାଲିୟନ କନଷ୍ଟେବଳ ସିପାହୀ ନିଯୁକ୍ତି ପ୍ରକ୍ରିୟା ଉପରେ ଆଜି ରୋକ ଲଗାଇଛନ୍ତି ଓଡିଶା ହାଇକୋର୍ଟ । ଆସନ୍ତା ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା, କିନ୍ତୁ ଅନ୍ୟାଦେଶ ନଆସିବା ଯାଏଁ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିବା ଲାଗି ଆଜି ହାଇକୋର୍ଟ…

ରାଜାଚକ୍ରଙ୍କ ଅଡୁଆ, ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

କଟକ : ବଢ଼ିଲା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କ ଅଡୁଆ ।  ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ ।  ରାଜା ଚକ୍ର ସହ ତାର ସହଯୋଗୀ ସୁଶାନ୍ତ କୁମାର ସାମଲ, ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା ଓ ସଦାଶିବ ସାମଲଙ୍କ ଆଗୁଆ ଜାମିନକୁ ଖାରଜ ହୋଇଛି ।  ଜଷ୍ଟିସ ଭି ନରସିଂହ ଆଗୁଆ…

କେନ୍ଦ୍ରପଡା ଯିବେ ସାରଥି କିନ୍ତୁ ବାରିମୂଳ ଆଶ୍ରମ ମନା : ହାଇକୋର୍ଟ

କଟକ :  କେନ୍ଦ୍ରପଡା ଯିବେ ସାରଥି ଓରଫ ସନ୍ତୋଷ ରାଉଳ ।  କେନ୍ଦ୍ରାପଡା ଯିବାକୁ ହାଇକୋର୍ଟଙ୍କ ପକ୍ଷରୁ ଆଜି ସର୍ତ୍ତମୂଳକ ଅନୁମତି ମିଳିଛି ।  ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଯାଇପାରିବେ ସାରଥୀ ।  କେବଳ ୨ ମାସରେ ଥରେ ଯାଇପାରିବେ କେନ୍ଦ୍ରାପଡ଼ା । ହେଲେ କେନ୍ଦ୍ରାପଡ଼ାରେ ରାତ୍ରୀ…

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ୬ ମାସରେ ଗର୍ଭପାତ ସଂପର୍କିତ ଏସଓପି ପ୍ରସ୍ତୁତ କରିବାକୁ ସ୍ବାସ୍ଥ୍ୟ…

ଭୁବନେଶ୍ୱର : ଗର୍ଭପାତ ସଂପର୍କରେ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଗର୍ଭଧାରଣର ୨୪ ସପ୍ତାହ ଅତିକ୍ରମ କରିଥିଲେ ମଧ୍ୟ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି। ଦୁଷ୍କର୍ମପୀଡ଼ିତା ଜଣେ ୧୩ ବର୍ଷିଆ ଗର୍ଭବତୀ ନାବାଳିକାର ବାପାଙ୍କ ଆବେଦନର ଶୁଣାଣି କରି ଏନେଇ ଅନୁମତି ଦେଇଛନ୍ତି…

ବିଷ୍ଣୁପଦଙ୍କୁ ମିଳିଲା ସାମୟିକ ଆଶ୍ୱସ୍ତି, ପରବର୍ତ୍ତୀ ଶୁଣାଣି ଯାଏଁ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ୱସ୍ତି । ବ୍ରିଜ ଆଣ୍ଡ ରୁଫ ଲାଞ୍ଚ କାରବାର ମାମଲାରେ ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା । ଆସନ୍ତା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ । ଏହା ଭିତରେ…

ହାଇକୋର୍ଟରେ ହଂସିତା ଅଭିଲିପ୍ସା ଜାମିନ ମାମଲା, ହାଇକୋର୍ଟରୁ ନିରାଶ ହେଲେ ହଂସିତା

କଟକ : ହାଇକୋର୍ଟରେ ହଂସିତା ଅଭିଲିପ୍ସା ଜାମିନ ମାମଲା।  ହାଇକୋର୍ଟରୁ ନିରାଶ ହେଲେ ହଂସିତା  ।  ସ୍ୱାମୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ କରିଥିଲେ ଅନ୍ତରୀଣ ଜାମିନ ଆବେଦନ। ଏହି ଆବେଦନକୁ ପ୍ରତ୍ୟାହାର କରି ନେଇଥିବା ହଂସିତାଙ୍କ ଓକିଲ ଧନଞ୍ଜୟ ମୁଣ୍ଡଙ୍କ ସୂଚନା ।  ତେବେ ନିୟମିତ ଜାମିନ…

ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ, ହାଜର ହେଲେ ଆବେଦନକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର

କଟକ : ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ହାଇକୋର୍ଟରେ ହାଜର ହେଲେ ଆବେଦନକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର । ଆବେଦନକାରୀ ନିଜର କୃତୀ ହାଇକୋର୍ଟଙ୍କୁ ଦର୍ଶାଇଛନ୍ତି । ୨୯ ଟି ପୁସ୍ତକ ବିଚାରପତିଙ୍କୁ ଦେଖାଇଲେ। ହେଲେ ପ୍ରତିପକ୍ଷ ପଣ୍ଡିତ…

ଜଷ୍ଟିସ ଅରିନ୍ଦମ ସିହ୍ନା ହେଲେ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି

କଟକ : ଜଷ୍ଟିସ ଅରିନ୍ଦମ ସିହ୍ନା ହେଲେ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ।  ଓଡିଶା ହାଇକୋର୍ଟରେ ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ଅରିନ୍ଦମ ସିହ୍ନା। ଆସନ୍ତା ୧୯ ତାରିଖରେ ଅଵସର ନେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ୨୦ ତାରିଖରୁ…

ଜଷ୍ଟିସ ବିଶ୍ବନାଥ ରଥ ହେଲେ ଓଡ଼ିଶା ଆଇନ କମିଶନର ଅଧ୍ୟକ୍ଷ

କଟକ : ରାଜ୍ୟର ନୂଆ ଆଇନ କମିଶନ ଗଠନ ।  ନବଗଠିତ ଲ କମିସନର ଅଧ୍ୟକ୍ଷ ରହିଛନ୍ତି  ଜଷ୍ଟିସ  ବିଶ୍ବନାଥ ରଥ ।  ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କୁ ଓଡ଼ିଶା ଆଇନ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି ରାଜ୍ୟ ଆଇନ ବିଭାଗ । ଏଥିରେ ଆଡଭୋକେଟ ଜେନେରାଲ ପୀତାମ୍ବର…

ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ମାମଲା : ଚିଠି ଯଦି ନକଲି ତେବେ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର : ହାଇକୋର୍ଟରେ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ମାମଲା ।  ଆଶ୍ରମକୁ ଯୋଗ ସ୍କୁଲ କରିବା ପାଇଁ ମିଳିଥିବା ଅନୁମତି ପତ୍ର ନକଲି ବୋଲି କୋର୍ଟଙ୍କୁ ଜଣାଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଚିଠି ଯଦି ନକଲି ତେବେ ସତ୍ୟପାଠ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଉଚ୍ଛେଦ ରୋକିବା…

ଧୋନିଙ୍କୁ ନୋଟିସ ଜାରି କଲେ ଝାଡ଼ଖଣ୍ଡ ହାଇକୋର୍ଟ, ହାଜର ଦେବାକୁ ନିର୍ଦ୍ଦେଶ

ବଢ଼ିଲା ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅଡୁଆ । ଝାଡ଼ଖଣ୍ଡ ହାଇକୋର୍ଟ ଧୋନିଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଅଦାଲତରେ ହାଜର ହେବାକୁ ଧୋନିଙ୍କୁ କୋର୍ଟ ନୋଟିସ ପଠାଇଛନ୍ତି । ତାଙ୍କ ପୂର୍ବତନ ସହଯୋଗୀ ମିହିର ଦିବାକର ଏବଂ ସୌମ୍ୟା ଦାସଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ…