Browsing Tag

highway lootera

ରାତିରେ ଅଟୋ ଚାଳକଠୁ ଲୁଟ ଉଦ୍ୟମ କରୁଥିଲେ ୩ ରାଜପଥ ଲୁଟେରା, ଗିରଫ କଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପୋଲିସ ଦ୍ୱାରା ୩ ରାଜପଥ ଲୁଟେରା ଗିରଫ । ରାତିରେ ଅଟୋ ଚାଳକଠୁ ଲୁଟ ଉଦ୍ୟମ ଅଭିଯୋଗରେ ଗିରଫ କରିଛି ପୋଲିସ । ପାଣିକୋଇଲି ଅଞ୍ଚଳର ଅଟୋ ଚାଳକ ପ୍ରତାପ କୁମାର ଦଳେଇଙ୍କ ଠାରୁ ଡକାୟତି କରିଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା ।…

ଡକାୟତ ଗ୍ୟାଙ୍ଗକୁ ଧରିଲା ଚାଉଳିଆଗଞ୍ଜ ପୋଲିସ୍‌, ହାଇେଓ୍ଵରୁ ଲୁଟୁଥିଲେ ଯାତ୍ରୀଙ୍କୁ

କଟକ : ପୋଲିସ କବ୍ଜା ରେ ଡକାୟତ ଗ୍ୟାଙ୍ଗ। ତିନି ଅଭିଯୁକ୍ତଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ। ଏମାନେ ଜାତୀୟ ରାଜପଥରୁ ଯାତ୍ରୀମାନଙ୍କଠାରୁ ଡକାୟତି ଓ ଲୁଟ କରୁଥିଲେ । ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଅଫୁଟା ଗୁଳି, ଏକ ଛୁରୀ, ଦୁଇଟି ମୋବାଇଲ ଫୋନ ଓ ଏକ ସ୍କୁଟି ଜବତ…