Browsing Tag

himachal pradesh

କଙ୍ଗନା ରାଣାଓ୍ଵତ୍‌ଙ୍କୁ ସୁରକ୍ଷା ଦେବେ ହିମାଚଳ ପ୍ରଦେଶ ସରକାର, ଅଭିନେତ୍ରୀଙ୍କ ପିତା କରିଥିଲେ ଅନୁରୋଧ

ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ୍‌ର ରାଜ୍‌ ଖୋଲିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌। ମୁମ୍ବାଇକୁ ପିଓକେ ସହ ତୁଳନା କରିବା ପରେ କଙ୍ଗନା ଓ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍‌ବିତଣ୍ଡା ଜାରି ରହିଛି। କଙ୍ଗନା ଏବେ ନିଜ ହୋମ୍‌ଟାଉନ୍‌ରେ ଅଛନ୍ତି ଓ…

ରାତିରେ ହିମାଚଳ ପାହାଡ଼ରେ ଉଡ଼ୁଛି ରାଫେଲ, ଶତ୍ରୁଙ୍କ ସବୁ ଗତିବିଧି ଉପରେ ରଖିଛି କଡ଼ା ନଜର

ନିକଟରେ ଭାରତକୁ ଆସିଛି ରାଫେଲ୍‌। ଏହି ଯୁଦ୍ଧ ବିମାନ ଆସିବା ପରେ ଭାରତ ସେନାର ଶକ୍ତି ଆହୁରି ବଢ଼ିଯାଇଛି। ରାଫେଲରେ ବହୁ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଏଣୁ ରାଫେଲରେ ଯୁଦ୍ଧ କରିବା ଖୁବ୍‌ ସହଜ ହୋଇଛି। ତେବେ ଫ୍ରାନ୍ସର ଏହି ଲଢ଼ୁଆ ବିମାନ ଏବେ ଭାରତ ଆକାଶରେ ଉଡ଼ିବା ଆରମ୍ଭ…

ପୁଅ ପାଇଁ ଆଶା କରିଥିଲେ, କିନ୍ତୁ ଜନ୍ମ ହେଲା ଝିଅ : ତା’ ପରେ ରାଗରେ ବାପା କଲା ଏମିତି କାମ

ଆଜିର ସମୟରେ ପୁଅ ଓ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଲିଙ୍ଗଗତ ବୈଷମ୍ୟତା ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ବେଟୀ ବଚାଓ, ବେଟୀ ପଢାଓ ଅଭିଯାନ କରାଯାଉଥିବା ବେଳେ ଝିଅମାନଙ୍କ ପାଇଁ ବହୁ କ୍ଷେତ୍ରରେ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । କିନ୍ତୁ ଆଜିର ସମାଜରେ ବି…

ପୁଅର ଅନଲାଇନ ପାଠପଢା ପାଇଁ ନିଜର ଏକମାତ୍ର ସମ୍ବଳକୁ ବିକିଦେଲେ ବାପା, କିଣିଲେ ସ୍ମାର୍ଟଫୋନ

ଦୁନିଆରେ ସବୁ ମିଛ ଗୋଟିଏ ସତ, ବାପା ମାଆ । ଏମାନଙ୍କ ଭଳି କେହି ହେବେନି । ପିଲାଙ୍କ ଅନଲାଇନକ୍ଲାସ ପାଇଁ ମୋବାଇଲ କିଣିବାକୁ ନିଜର ଏକମାତ୍ର ରୋଜଗାର ପନ୍ଥା ଗାଈଟିକୁ ବିକ୍ରି କରିଦେଲେ ମାତା ପିତା । ୟା ଠୁ ବଡ଼ ଉଦାହରଣ କଣ ହେଇପାରେ? ଯିଏ ଖଟୁଛି , ଯିଏ ଦରିଦ୍ର ଅବସ୍ଥା ଭୋଗୁଛି ସିଏ…

ଲକଡାଉନର ସଦୁପଯୋଗ: ଏହି ଉପାୟରେ ହିମାଚଳ ପ୍ରଦେଶର ଚାଷୀ ଘର କାନ୍ଥରେ ହିଁ କଲେ ପନିପରିବା ଚାଷ, ଲୋକଙ୍କୁ କଲେ ଅପିଲ

ଦେଶରେ 26 ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଲକଡାଉନକୁ ସମସ୍ତେ ନିଜ ନିଜ ଉପାୟରେ ସଦୁପଯୋଗ କରୁଛନ୍ତି। ହିମାଚଳ ପ୍ରଦେଶର ଉନା ଜିଲ୍ଲାର ଜଣେ ଚାଷୀ ୟୁସୁଫ ଖାନ ଲକଡାଉନର ସଦୁପଯୋଗ କରିବାକୁ ଯାଇ Hydroponic ଉପାୟ ଆପଣାଇଛନ୍ତି। ଏହି ଉପାୟରେ ୟୁସୁଫ ଫୁଲକୋବି, ବ୍ରୋକଲି ଆଦି ଚାଷ କରିଛନ୍ତି।…

ଜାଣନ୍ତୁ କେଉଁଠାରେ ଭଗବାନ ଶଙ୍କରଙ୍କ ଉପରେ ପାଦ ରଖିଥିଲେ ମା କାଳୀ

କାଳୀ ମାତା ଦାନବଙ୍କ ଠାରୁ ଆରମ୍ଭ କରି ଦେବତାଙ୍କୁ ଅନେକ ଥର ରକ୍ଷା କରିଥିଲେ। ରୁଗ ବେଦ ଅନୁଯାୟୀ ଥରେ ଦାନବଙ୍କ ଅନ୍ତ କଲା ପରେ ମଧ୍ୟ ମା କାଳୀଙ୍କ କ୍ରୋଧ ଶାନ୍ତ ହୋଇନଥିବା ପରେ ଭଗବାନ ଭୋଳାନାଥଙ୍କୁ ମାଙ୍କ କ୍ରୋଧ ଶାନ୍ତ କରିବା ପାଇଁ ଆସିବାକୁ ପଡିଥିଲା। ଏହି ବିଷୟରେ ତ ଆପଣମାନେ…

ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା, ଚାଲିଗଲା ୫ ଜୀବନ, ହସ୍ପିଟାଲ ବେଡ୍‌ରେ ଚାଲିଛି ଆହତଙ୍କ ଚିକିତ୍ସା

ହିମାଚଳ ପ୍ରଦେଶରେ ହୋଲି ଦିନ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ହିମାଚଳର ଚମ୍ବା ଜିଲାରେ ମଙ୍ଗଳବାର ସକାଳ ପାଖାପାଖି ସାଢ଼େ ୬ଟାରେ ଏହି ଦୁର୍ଘଟଣା ଘଟିଥିଲା।…

ଏଠାରେ ପତି-ପତ୍ନୀ ଏକାଠି ପୂଜା କରିବା ଅନୁଚିତ, ଜାଣନ୍ତୁ ଏହାର କାରଣ

ଭାରତର ଉତ୍ତରାଖଣ୍ଡରେ ଅବସ୍ଥିତ ମନ୍ଦିରରେ ଦମ୍ପତି ପୂଜା କରିବା ଶୁଭ ହୋଇଥାଏ କିନ୍ତୁ ଦେବଭୂମି ହିମାଞ୍ଚଳ ପ୍ରଦେଶର ସିମଲାରେ ମାଁ ଦୁର୍ଗାଙ୍କ ଏଭଳି ଏକ ମନ୍ଦିର ରହିଛି, ଯେଉଁଠାରେ ପତି-ପତ୍ନୀ ଏକାଠି ପୂଜା କରିପାରିବେ ନାହିଁ। ମାନ୍ୟତା ରହିଛି ଯଦି କୌଣସି ଦମ୍ପତି ମନ୍ଦିରକୁ ଯାଇ ପ୍ରତିମା…

ପିଲାଙ୍କଠାରୁ ମୋବାଇଲ୍‌ ଛଡ଼ାଇବା ପାଇଁ ଏହି ଅଭିନବ ଉପାୟ ଅବଲମ୍ବନ କରିବେ ହିମାଚଳ ସରକାର

ହିମାଚଳ ପ୍ରଦେଶ: ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଏବେ ମୋବାଇଲ୍‌ ଦେଖିବାକୁ ମିଳୁଛି। ସ୍କୁଲ ପିଲାମାନେ ଏବେ ପାଠପଢ଼ା ଛାଡ଼ି ଘଣ୍ଟା ଘଣ୍ଟା ମୋବାଇଲ୍‌ରେ ଅତିବାହିତ କରୁଛନ୍ତି। ପିଲାଙ୍କର ଏହି ବଦଭ୍ୟାସ ଛଡ଼ାଇବା ପାଇଁ ଅଭିଭାବକ ଚିନ୍ତାରେ ପଡ଼ିଥିବା ବେଳେ ହିମାଚଳ ପ୍ରଦେଶ…

ହିମାଚଳ ପ୍ରଦେଶର ମା’ ଚିନ୍ତାପୂର୍ଣ୍ଣିଙ୍କ  ମନ୍ଦିର, ଯେଉଁଠାରେ ଦେବୀ ଦର୍ଶନ ଦିଅନ୍ତି ନିଆଁ ରୂପରେ

ହିମାଳୟ ପର୍ବତର ପଶ୍ଚିମ ପାର୍ଶ୍ୱରେ ହିମାଚଳ ପ୍ରଦେଶ ଅବସ୍ଥିତ । ପାହାଡିଆ ଅଂଚଳରେ ବସବାସ କରୁଥିବାରୁ ଏଠାକାର ଲୋକ ଯେତିକି ସରଳ ସେତିକି ଈଶ୍ବର ବିଶ୍ୱାସୀ ମଧ୍ୟ । ଏହି ରାଜ୍ୟରେ ବହୁ ଦେବା ଦେବୀଙ୍କ ମନ୍ଦିର ଥିଲେ ମଧ୍ୟ ମା' ଚିନ୍ତାପୂର୍ଣ୍ଣିଙ୍କ ମନ୍ଦିର ବେଶ ପ୍ରସିଦ୍ଧ।ପାହାଡ ପର୍ବତର…

‘ମୃତ୍ୟୁ ମନ୍ଦିର’: ଯେଉଁଠି ପୂଜା କରିବା ଦ୍ୱାରା ଦୂର ହୁଏ ଅକାଳ ମୃତ୍ୟୁର ଭୟ

ମୃତ୍ୟୁ ମଣିଷ ଜୀବନର ଅନ୍ତିମ ସତ୍ୟ। ଯିଏ ଜନ୍ମ ହୋଇଛି ନିଶ୍ଚିତ ଭାବେ ଦିନେ ନା ଦିନେ ମରିବ। ମୃତ୍ୟୁ ପରେ ସମସ୍ତଙ୍କୁ ଗୋଟେ ସ୍ଥାନକୁ ଯିବାକୁ ପଡିଥାଏ। ସମଗ୍ର ଦୁନିଆରେ ଯେଉଁଠାରେ ମନ୍ଦିର ରହିଛି, ସେଠାରେ ସୁଖ ଓ ସମୃଦ୍ଧି ଦେବ ଦେବତାଙ୍କ ସମର୍ପିତ ରହିଛି। କିନ୍ତୁ ଭାରତର ହିମାଚଳ…