ଭାଲେଣ୍ଟାଇନ ଡେରେ ଖୋଲିବ କଙ୍ଗନାଙ୍କ ରେଷ୍ଟୁରାଣ୍ଟ, ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ
ବଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କଙ୍ଗନା ରଣାୟତ । ନିକଟରେ ସେ ଏକ କାଫେ ଖୋଲିବାକୁ ଯାଉଛନ୍ତି । ଯାହାକି ଚଳିତମାସ ୧୪ ତାରିଖ ଅର୍ଥାତ ଭାଲେଣ୍ଟାଇନଡେ ରେ ଖୋଲିବାକୁ ଯାଉଛି ଯାଉଛି । ଏହାକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି କଙ୍ଗନା ରଣାୟତ । ଇନଷ୍ଟାଗ୍ରାମରେ…