Browsing Tag

hina khan

ହିନା ଖାନ୍‌ଙ୍କ ନୂଆ ଅବତାର, ଏବେ ଏହି ୱେବସିରିଜ୍‌ରେ କରିବେ ଡିଜିଟାଲ୍‌ ଡେବ୍ୟୁ

ଟେଲିଭିଜନ୍ ଅଭିନେତ୍ରୀ ହିନା ଖାନ୍ ଏବେ ଏକାଧିକ ପ୍ରୋଜେକ୍ଟରେ କାମ କରୁଛନ୍ତି। ଧାରାବାହିକ ‘କସୌଟି ଜିନ୍ଦେଗୀ କୀ-୨’ ଛାଡ଼ିବା ପରେ ସେ ତାଙ୍କ ଫିଲ୍ମ କ୍ୟାରିଅରକୁ ନେଇ ବ୍ୟସ୍ତ ଅଛନ୍ତି।  ସେ ଫିଲ୍ମ ‘ଲାଇନ୍ସ’, ‘ୱିଶ୍ ଲିଷ୍ଟ’ ଓ ‘ଦ କଣ୍ଟ୍ରି ଅଫ୍ ୱାଇଲ୍ଡ’ର ସୁଟିଂ ଶେଷ କରି ସାରିଲେଣି।…

ବଡ଼ ପରଦାରେ ଡେବ୍ୟୁ କରୁଛନ୍ତି ହିନା ଖାନ୍, ସୋସିଆଲ ମିଡିଆରେ ଆସିଲା ପ୍ରଥମ ଝଲକ

ମୁମ୍ବାଇ : ଟେଲିଭିଜିନ ଅଭିନେତ୍ରୀ ହିନା ଖାନ ତାଙ୍କ ଅଭିନୟ ନେଇ ଲୋକଙ୍କ ମଧ୍ୟରେ ଖୁବ ଚର୍ଚ୍ଚିତ। ତେବେ ଟେଲିଭିଜନ ପରେ ଏବେ ବଡ଼ ପରଦାରେ ଖୁବ ଶୀଘ୍ର ନଜର ଆସିବାକୁ ଯାଉଛନ୍ତି ହିନା ଖାନ। ଆଜ୍ଞା ହଁ, ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିନେତ୍ରୀ ହିନା ଖାନ। ଏନେଇ ଏବେ ନିଜ ଫିଲ୍ମର…

ସୁଟିଂ ସମୟରେ ଜଳିଲା ହିନା ଖାନଙ୍କ ହାତ, ଜାଣନ୍ତୁ କାହିଁକି

ମୁମ୍ବାଇ : ଷ୍ଟାରପ୍ଳସରେ ପ୍ରସାରିତ ହେଉଥିବା କସୋଟି ଜିନ୍ଦେଗୀ ଧାରାବାହିକରେ କମୋଲିକା ଚରିତ୍ରରେ ଅଭିନୟ କରୁଥିବା ହିନା ଖାନ ନିଜର ଦମଦାର ଅଭିନୟ ପାଇଁ ଖୁବ ଲୋକପ୍ରିୟତା ସାଉଁଟୁଛନ୍ତି। ହିନା ଯେକୌଣସି ଚରିତ୍ରରେ ଅଭିନୟ କରନ୍ତି ସେଥିରେ ମଧ୍ୟ ନିଜର ଶତପ୍ରତିଶତ ଦେଇଥାନ୍ତି।…

କୋମଲିକାଙ୍କ ସହ ବାଜିରାଓ : ଡ୍ରେସ ସମ୍ଭାଳି ନପାରିବାରୁ ହିନାଙ୍କ ହାତ ଧରିଲେ ରଣବୀର

ମୁମ୍ବାଇ : ଟେଲିଭିଜନ ଅଭିନେତ୍ରୀ ହିନା ଖାନା ନିକଟରେ ଏକ ଇଭେଣ୍ଟରେ ସାମିଲ ହେବା ପାଇଁ ପହଞ୍ଚିଥିଲେ। ଏହି ଇଭେଣ୍ଟରେ ହିନାଙ୍କୁ ଆଓ୍ବାର୍ଡ଼ ମଧ୍ୟ ମିଳିଥିଲା। ତେବେ ଏହି ସମୟର କିଛି ଫଟୋ ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଖାଲି ତାହା ନୁହଁ ଏଠାରେ ତାଙ୍କ ସହ ଘଟିଥିବା…