Browsing Tag

Hindon Air Base

ସାରା ବିଶ୍ୱ ଦେଖିଲା ଭାରତର ଶକ୍ତି, ବାୟୁସେନା ଦିବସରେ ପ୍ରଥମ ଥର ପରାକ୍ରମ ଦେଖାଇଲେ ଚିନୁକ୍‌ ଓ ଆପାଚେ ହେଲିକପ୍ଟର

ଗାଜିଆବାଦ: ବାୟୁସେନାର ଏୟାର ସୋ’ । ଦୁନିଆ ଦେଖିଲା ଭାରତର ଶକ୍ତି । ପ୍ରଥମ ଥର ପରାକ୍ରମ ଦେଖାଇଲେ ଚିନୁକ୍ ଓ ଆପାଚେ ହେଲିକପ୍ଟର । ସ୍ୱଦେଶୀ ଯୁଦ୍ଧ ବିମାନ ତେଜସ୍ ମଧ୍ୟ ନିଜର ପରାକ୍ରମ ଦେଖାଇଛି । ଗୋଟିଏ ପରେ ଗୋଟିଏ ଯୁଦ୍ଧ ବିମାନ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ବାଲାକୋଟ୍ ହିରୋ…