Browsing Tag

Hindu Doctor Shot Dead In Karachi

ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ଗୁଳି କରି ହତ୍ୟା, କ୍ୟାମେରାରେ ହତ୍ୟାର ରେକର୍ଡ

ଲାହୋର : ପାକିସ୍ତାନରେ ଜଣେ ହିନ୍ତୁ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପାକିସ୍ତାନର ଗଣମାଧ୍ୟମ ସୂଚନା ଅନୁଯାୟୀ, କରାଚି ମ୍ୟୁନିସିପାଲିଟି କର୍ପୋରେସନର ଅବସରପ୍ରାପ୍ତ ନିର୍ଦ୍ଦେଶକ ତଥା ଚକ୍ଷୁ ବିଶେଷଜ୍ଞ ଡାକ୍ତର ବିରବଲ ଗିନାନୀଙ୍କୁ ଲିଆରି ଏକ୍ସପ୍ରେସୱେ ନିକଟରେ ଗୁଳି କରି ହତ୍ୟା…