Browsing Tag

hindu mythology

ଭଗବାନ ଧନ୍ଵନ୍ତରୀଙ୍କ ଏହି ମନ୍ଦିରରେ ହୋଇଥାଏ ସବୁ ରୋଗ ଦୂର,ଆପଣ ବି ଥରେ ଯାଇ ଠାକୁରଙ୍କ କୃପାର ଲାଭ ଉଠାନ୍ତୁ

ଭଗବାନ ଧନ୍ଵନ୍ତରୀଙ୍କ ନାମ ବୋଧ ହୁଏ ଅନେକ ଲୋକ ଶୁଣିନଥିବେ। ଭଗବାନ ଧନ୍ଵନ୍ତରୀ ସେହି ଦେବତା ମାନଙ୍କ ମଧ୍ୟରୁ ଜଣେ ଯାହାଙ୍କର ମନ୍ଦିର ଖୁବ କମ୍‌ ସ୍ଥାନରେ ଦେଖିବାକୁ ମିଳିଥାଏ। କେରଳର ଏର୍ନାକୁଲମ ଜିଲ୍ଲା ଠାରୁ ପାଖାପାଖି ୪୦ କିଲୋମିଟର ଦୂରରେ ଥିବା ଥୋଟ୍ଟୁବା ଗ୍ରାମରେ ଧନ୍ଵନ୍ତରୀ…

ମହର୍ଷି ଦୁର୍ବାସାଙ୍କ ଅଭିଶାପରେ ଦେବରାଜ ଇନ୍ଦ୍ରଙ୍କୁ କରିଥିଲା ଲକ୍ଷ୍ମୀଦ୍ରୋହୀ, ଜାଣନ୍ତୁ ସମ୍ପୂର୍ଣ୍ଣ ପୌରାଣିକ କଥା

ଭାରତୀୟ ଧର୍ମ ଓ ସଂସ୍କୃତିରେ ଫୁଲର ମହତ୍ତ୍ୱ ବିଷୟରେ ବର୍ଣ୍ଣିତ ହୋଇ ରହିଛି। ଫୁଲରେ ଦୈବିକ ଶକ୍ତି ବିଦ୍ୟମାନ ହୋଇ ରହିଥାଏ ଯାହା ଭକ୍ତଙ୍କ ଶକ୍ତିକୁ ଦ୍ୱିଗୁଣୀତ କରିଥାଏ।ଏହି ସବୁ ଶକ୍ତିକୁ ଆମେ ଖାଲି ଆଖିରେ ଦେଖି ପାରିନଥାଉ। ଫୁଲ ଦ୍ୱାରା ଦେବୀ ଦେବତାଙ୍କ ପୂଜା କରିବା ଦ୍ୱାରା ଲକ୍ଷ୍ମୀ,…

ଗରୁଡ ପୁରାଣରେ ବର୍ଣ୍ଣିତ ଥିବା ଏହିସବୁ କଥାକୁ ମାନି ଚଳନ୍ତୁ, ମିଳିବ ଜୀବନରେ ସଫଳତା

ହିନ୍ଦୁ ଧର୍ମରେ ସାମିଲ ରହିଥିବା ୧୮ଟି ପୁରାଣ ମଧ୍ୟରୁ ଗରୁଡ ପୁରାଣର ବିଶେଷ ମହତ୍ତ୍ୱ ରହିଛି।ଏହି ପୁରାଣର ଅଧିଷ୍ଠାତା ଦେବ ଭଗବାନ ବିଷ୍ଣୁ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ରୂପରେ ଭଗବାନ ବିଷ୍ଣୁଙ୍କୁ ସର୍ମପିତ ହୋଇଛି। ଏହି ପୁରାଣର ବିଶେଷତ୍ୱ ହେଉଛି ଏହା ଠିକ୍‌ କିମ୍ବା ଭୁଲ ସମସ୍ତ କର୍ମର ଫଳ…

ମହାଭାରତରେ ତିନି ଜଣ କୃଷ୍ଣ ଥିଲେ, ଯାହାଙ୍କ ବିଷୟରେ ଆପଣ କେବେ ଜାଣି ନଥିବେ

ଆପଣମାନେ ମହାଭାରତର କାହାଣୀ ପଢିଥିବେ କିମ୍ବା ଟିଭିରେ ଦେଖିଥିବେ । ଏହି ମହାଭାରତର ପୌରାଣିକ କାହାଣୀରେ ଏମିତି କିଛି ରହସ୍ୟମୟ ଚରିତ୍ରମାନ ଥିଲେ ଯାହାଙ୍କ ବିଷୟରେ ଅନେକ ଲୋକ ଜାଣିଛନ୍ତି । କିନ୍ତୁ ଆଉ ଏମିତି କିଛି ରହସ୍ୟ ରହିଛି ଯାହା ବିଷୟରେ କେହି ଜାଣି ନାହାନ୍ତି । ତେବେ ଆସନ୍ତୁ…

କେଉଁ ଭୁଲ କାରଣରୁ ଭଗବାନ ବିଷ୍ଣୁଙ୍କ ମୁଣ୍ଡ ଶରୀରରୁ ହୋଇଥିଲା ଅଲଗା , ଜାଣିଛନ୍ତି କି ?

ହିନ୍ଦୁ ଧର୍ମର ପୌରାଣିକ ଗ୍ରନ୍ଥ ଅନୁଯାୟୀ ଭଗବାନ ବିଷ୍ଣୁ ପରମେଶ୍ବର ତିନି ପ୍ରମୁଖ ରୂପ ମଧ୍ୟରେ ଜଣେ। ପୁରାଣରେ ଭଗବାନ ବିଷ୍ଣୁଙ୍କୁ ବିଶ୍ବର ପାଳନ କର୍ତ୍ତା କୁହାଯାଇଛି। ତିନି ପ୍ରମୁଖ ରୂପ ମଧ୍ୟରୁ ଅନଯ ଦୁଇ ରୂପ ହେଉଛି ଭଗବାନ ବ୍ରହ୍ମା ଏବଂ ଶିବ। ସେହିପରି ବ୍ରହ୍ମା ସୃଷ୍ଟିର ନିର୍ମାଣ…

ଆପଣ ଜାଣିଛନ୍ତି କି, ସୀତାଙ୍କ ଦ୍ବାରା ମିଳିଥିବା ଅଭିଶାପର ଦଣ୍ଡ ଆଜି ମଧ୍ୟ ଭୋଗୁଛନ୍ତି ଏହି ମାନେ

ଭାରତୀୟ ପୁରାଣଶାସ୍ତ୍ର ମଧ୍ୟରେ ରାମାୟଣ ଅନ୍ୟତମ। ଏହା ବିଷୟରେ ଆପଣ ସମସ୍ତେ ଜାଣିଥିବେ। ଏହା ହିନ୍ଦୁ ଧର୍ମର ପ୍ରସିଦ୍ଧ ଗ୍ରନ୍ଥ, ଏଥିରେ ବର୍ଣ୍ଣିତ କଥା ସାଧାରଣ ମନୁଷ୍ୟର ଜୀବନ ସମ୍ବନ୍ଧୀୟ ସମସ୍ତ ଘଟଣା ସହ ଜଡିତ। ରାମାୟଣ ଗ୍ରନ୍ଥରେ ଭଗବାନ ଶ୍ରୀରାମଚନ୍ଦ୍ର ଏବଂ ମାତା ସୀତାଙ୍କ ଜୀବନ…

କାହିଁକି ପାଳନ କରାଯାଏ ରାମ ନବମୀ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଆଜି ପାଳନ ହେଉଛି ରାମ ନବମୀ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ଦିନ ନବମୀ ତିଥିର ଆଗମନ ପୁଷ୍ପ ନକ୍ଷତ୍ରରେ ହୋଇଥାଏ। ଏହି କାରଣରୁ ଚଳିତ ବର୍ଷ ରାମ ନବମୀରେ ଶୁଭ ଯୋଗ ରହିଛି। ଶାସ୍ତ୍ର ଅନୁଯାୟୀ ଯଦି ଚୈତ୍ୟ ଶୁକ୍ଳ ନବମୀ ପୁଷ୍ପ ନକ୍ଷତ୍ର ସହ ସଂଯୋଗ ଥାଏ ତେବେ ଏହା ସମସ୍ତ ଅର୍ଥରେ…

ନବରାତ୍ରୀରେ ଭଗବାନଙ୍କୁ କାହିଁକି କରାଯାଇଥାଏ ସିନ୍ଦୂର ଅର୍ପଣ , ଜାଣନ୍ତୁ ଏହାର ବିଶେଷତ୍ବ

ନବରାତ୍ରୀ ସମୟରେ ଦେବୀ ଦୁର୍ଗାଙ୍କ ଉପବାସରେ ସିନ୍ଦୂରର ପ୍ରୟୋଗ କରାଯାଇଥାଏ। ସିନ୍ଦୂର ପ୍ରୟୋଗ କରିବା ପଛର କାରଣ ହେଉଛି ମା’ ପ୍ରସନ୍ନ ହୋଇଥାନ୍ତି। ଏହି କାରଣରୁ ନବରାତ୍ରୀ ସମୟରେ ଅଧିକାଂଶ ଘରେ ଲୋକମାନେ ସିନ୍ଦୂରର ପ୍ରୟୋଗରେ ଦେବୀ ଦୁର୍ଗାଙ୍କୁ ପ୍ରସନ୍ନ କରିଥାନ୍ତି। ନବରାତ୍ରୀ ସମୟରେ…

ଜାଣିଛନ୍ତି କି, କାହିଁକି ପୂଜା କାର୍ଯ୍ୟରେ ବ୍ୟବହାର କରାଯାଇଥାଏ ତମ୍ବା ପାତ୍ର

ହିନ୍ଦୁ ଧର୍ମର ପୂଜା-ପାଠରେ ପ୍ରାୟତଃ ତମ୍ବା ପାତ୍ର ବ୍ୟବହାର କରାଯାଇଥାଏ। ପୂଜା ସମୟରେ ଯେଉଁ ଜିନିଷ ଆମେ ବ୍ୟବହାର କରିଥାଉ ତାହା ତମ୍ବା, ଅଷ୍ଟଧାତୁ ବା କଂସାରେ ହୋଇଥାଏ। ଧାର୍ମିକ ଦୃଷ୍ଟିକୋଣରୁ ମାନ୍ୟତା ରହିଛି ପୂଜା ସମୟରେ ତମ୍ବା ପାତ୍ର ବ୍ୟବହାର କରିବା ଶୁଭ ହୋଇଥାଏ। କିନ୍ତୁ ଆପଣ…

ଦୈନିକ କରନ୍ତୁ ମହାକଳାଙ୍କର ଏହି ମନ୍ତ୍ର ଜାପ, ଦୂର ହେବ ସମସ୍ୟା ଏବଂ ମିଳିବ ଶିବଙ୍କର ବରଦାନ

ଭଗବାନ ଶିବଙ୍କୁ ତାଙ୍କ ଭକ୍ତ ବିଭିନ୍ନ ନାମରେ ଡାକିଥାନ୍ତି। କିଏ ତାଙ୍କୁ ଭୋଲାନାଥ କହିଥାନ୍ତି ତ କିଏ ମାହାଦେବ କୁହନ୍ତି। ଭଗବାନ ଶିବଙ୍କୁ ତାଙ୍କ ଭକ୍ତମାନେ ବିଭିନ୍ନ ରୁପରେ ପୂଜନ୍ତି। ତାଙ୍କର ପୂଜା ପାଇଁ ଅନେକ ମନ୍ତ୍ରର ଜାପ କରାଯାଇଥାଏ। କିନ୍ତୁ ମହାଦେବଙ୍କର ଏପରି କିଛି ମନ୍ତ୍ର ରହିଛି…

ଜୀବନକୁ ସଦମାର୍ଗରେ ନେଇଥାଏ ମହାଭାରତରେ ବର୍ଣ୍ଣିତ ଏହି ବାକ୍ୟ

ଭାରତୀୟ ପୌରାଣିକ ଶାସ୍ତ୍ରରେ ଜୀବନକୁ ସୁମଧୁର କରିବା ପାଇଁ ବିଭିନ୍ନ ପ୍ରକାରର ଜିନିଷ ବର୍ଣ୍ଣନା କରାଯାଇଛି। ମନୁଷ୍ୟ ଜୀବନରେ ଘଟିଥିବା ଅନେକ ଘଟଣା ଏବଂ ଅଘଟଣାର ଏହି ଶାସ୍ତ୍ର ସହ ସାମଞ୍ଜସ୍ୟ ରହିଥାଏ । ବର୍ତ୍ତମାନରେ ସମାଜରେ ଘଟୁଥିବା ବିଭିନ୍ନ ସମସ୍ୟର ପୂର୍ବରୁ ହିଁ ଭାରତୀୟ ପୌରାଣିକ…

କାହିଁକି ସିଂହ ହେଲା ମାଁ ଦୁର୍ଗାଙ୍କ ବାହନ, ଜାଣନ୍ତୁ ଏହା ପଛର ପୌରାଣିକ ତଥ୍ୟ

ହିନ୍ଦୁ ଧର୍ମରେ ସମସ୍ତ ଦେବାଦେବୀଙ୍କ ବାହନ ଭିନ୍ନଭିନ୍ନ ରହିଛନ୍ତି। ସେହିପରି ଲକ୍ଷ୍ମୀଙ୍କ ବାହନ ପେଚା, ଗଣେଶଙ୍କ ବାହନ ମୂଷା ଏବଂ ମାଁ ଦୁର୍ଗାଙ୍କର ବାହନ ସିଂହ ରହିଛି। ତେବେ ସମସ୍ତଙ୍କ ବାହନଙ୍କ ପଛରେ ରହିଛି ଏକ ପୌରାଣିକ କାରଣ । ଆଜି ଆମେ ସେହିପରି ଦୁର୍ଗାଙ୍କ ବାହନ ସିଂହ ହେବା ପଛର…