Browsing Tag

hindu rituals

ପିତୃପୁରୁଷଙ୍କୁ ଖୁସି କରିବାର ଉପାୟ, ଏମିତି କରିଲେ ଆସିବ ସୁଖ ଓ ସମୃଦ୍ଧି

ଆଜିଠାରୁ ପିତୃପକ୍ଷର ଆରମ୍ଭ ହୋଇଛି ଯାହା ୧୪ ଅକ୍ଟୋବର ତଥା ସର୍ବ ପିତୃ ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ । କୁଣ୍ଡଳିରୁ ପିତୃଦୋଷ ଦୂର କରିବା ପାଇଁ ଏହି ସମୟ ସର୍ବୋତ୍ତମ ହୋଇଥାଏ । ଏହି ସମୟରେ ପିତୃପୁରୁଷଙ୍କୁ ଖୁସି କରିବା ପାଇଁ ଅନେକ ଉପାୟ କରାଯାଇଥାଏ ।ଯେଉଁ ଲୋକଙ୍କ ଉପରେ ପିତୃଦୋଷ ଥାଏ…

ପିତୃପକ୍ଷରେ ଜନ୍ମ ନେଇଥିବା ପିଲା ହୋଇଥାନ୍ତି ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କହୁଛି ଧର୍ମ ଶାସ୍ତ୍ର

ହିନ୍ଦୁ ଧର୍ମରେ ପିତୃ ପକ୍ଷ ବହୁତ ଗୁରୁତ୍ୱ ବହନ କରିଥାଏ। କିନ୍ତୁ ଏହି ମାସରେ ଯଦି କୌଣସି ସନ୍ତାନଙ୍କ ଜନ୍ମ ହୋଇଯାଏ ତେବେ ତା ଭାଗ୍ୟ କିପରି ଥାଏ? ସାଧାରଣତଃ ଏହି ମାସକୁ ପିତୃପୁରୁଷଙ୍କ ଦିନ ମନାଯାଉଥିବାରୁ ଏହିଦିନରେ କୌଣସି ଶୁଭ କାମ ମନାହୋଇଥାଏ। ତେବେ କୌଣସି ପିଲାର ଜନ୍ମ ଯଦି ଏହିଦିନ…

ହିନ୍ଦୁଧର୍ମରେ ମହିଳାମାନେ ଭାଙ୍ଗନ୍ତି ନାହିଁ ପୂଜା ନଡିଆ, ଜାଣନ୍ତୁ କାରଣ କ’ଣ

ନଡିଆ ବିନା କୌଣସି ପୂଜା ପାଠ, ଯଜ୍ଞ କିମ୍ବା କୌଣସି ଶୁଭ କାର୍ଯ୍ୟ ପୂରଣ ହୋଇପାରେ ନାହିଁ। କିନ୍ତୁ ପୂଜା ପାଠ କିମ୍ବା ଶୁଭ କାର୍ଯ୍ୟରେ ଲାଗିଥିବା ନଡିଆକୁ ମହିଳାମାନେ ଭାଙ୍ଗିବା ଅଶୁଭ ହୋଇଥାଏ। ଏ ମହିଳାମାନେ ପୂଜାରେ ନଡିଆକୁ ଅର୍ପଣ କରିପାରନ୍ତି କିନ୍ତୁ ଭାଙ୍ଗନ୍ତି ନାହିଁ। ହିନ୍ଦୁ…

ହିନ୍ଦୁ ଧର୍ମଶାସ୍ତ୍ରରେ ପବିତ୍ର ଅକ୍ଷୟ ତୃତୀୟାକୁ ନେଇ ରହିଛି ଏହି ବିଶେଷ ମହତ୍ତ୍ୱ

ପ୍ରତିବର୍ଷ ବୈଶାଖ ମାସର ଶୁକ୍ଳ ପକ୍ଷର ତୃତୀୟା ତିଥିରେ ଅକ୍ଷୟ ତୃତୀୟା ଉତ୍ସବ ପାଳନ କରାଯାଏ। ଚଳିତ ବର୍ଷ ଆଜିର ଦିନରେ ପଡ଼ିଛି ପବିତ୍ର ଅକ୍ଷୟ ତୃତୀୟା ପର୍ବ। ଯାହାକୁ ପ୍ରତ୍ୟେକ ଅତି ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି। ଏହାକୁ ଅନ୍ୟ ସ୍ଥାନରେ ଆଖା ତିଜ୍‌ ମଧ୍ୟ କହିଥାନ୍ତି। ଆଜିର ଦିନରେ…

ଜାଣନ୍ତୁ ସହଦେବୀ ଗଛକୁ ପୂଜା କରିବାର ଉଚିତ୍‌ ତିଥି, ମିଳିବ ଅନେକ ଫାଇଦା

ଧନ ପାଇବା ପାଇଁ ଲୋକ ଅନେକ ଉପାୟ ଆପଣାଇଥାନ୍ତି। କିନ୍ତୁ ଭଗବାନଙ୍କ ନିମିତ୍ତ କିଛି ନିର୍ଦ୍ଦିଷ୍ଟ ଉପାୟ ରହିଛି ଯାହାକୁ କରିବା ଦ୍ୱାରା ଲାଭ ଶୀଘ୍ର ମିଳିଥାଏ। ସହଦେବୀ ଗଛ ଏମିତି ଏକ ଗଛ ଯାହାର ଉପଯୁକ୍ତ ବ୍ୟବହାର ଦ୍ୱାରା ଭଗବାନ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି। ଯଦି ଏହି ଗଛ ସମ୍ପର୍କରେ…

ଏହି ଦାନ କଲେ ମିଳିଥାଏ ସ୍ୱର୍ଗରେ ସ୍ଥାନ, ଜାଣନ୍ତୁ ଦାନ କରିବାର ସମ୍ପୂର୍ଣ୍ଣ ବିଧି

ସନାତନ ଧର୍ମରେ ଦାନ କରିବାକୁ ନେଇ ରହିଛି ଖାସ ମହତ୍ତ୍ୱ। ବିଶ୍ୱାସ ରହିଛି ଯେ, ପ୍ରତ୍ୟେକ ମଣିଷଙ୍କୁ ଦାନ କରିବା ଉଚିତ। ଏହାଦ୍ୱାରା ତାଙ୍କୁ ଜୀବନରେ ଅନେକ ସଫଳତା ମିଳିଥାଏ। ଯେମିତିକି ନିଜ ଜାତକରେ ବୁଧ ଦୁର୍ବଳ ଥିଲେ ତାଙ୍କ ଶକ୍ତି ତଥା ପ୍ରଭାବକୁ ମଜବୁତ କରିବା ପାଇଁ କିନ୍ନର ମାନଙ୍କୁ…

ଗ୍ରହରାଜ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ପାଇଁ ଜାଣନ୍ତୁ ଏହାର ନିର୍ଦ୍ଦିଷ୍ଟ ପୂଜା ବିଧି

ଆଜି ହେଉଛି ଗ୍ରହରାଜ ସୂୂର୍ଯ୍ୟଙ୍କ ବାର ରବିବାର । ଶାସ୍ତ୍ରରେ ପ୍ରତ୍ୟେକ ଦେବଦେବୀଙ୍କ ନିମିତ୍ତ ଭିନ୍ନ ଭିନ୍ନ ନିୟମର ପୂଜା ବିଧି ରହିଛି । ତେବେ ଆଜି ଆମେ ଯାହାଙ୍କ ପୂଜା ବିଧି ସଂପର୍କରେ କହିବାକୁ ଯାଉଛୁ ସେ ଗ୍ରହମାନଙ୍କ ମଧ୍ୟରେ ଶ୍ରେଷ୍ଠ । ସେଥିପାଇଁ ତାଙ୍କୁ ଗ୍ରହରାଜର ଆଖ୍ୟା…

ମାତାଙ୍କ ୯ଟି ସ୍ୱରୂପରେ ଏହି ପ୍ରସାଦକୁ ଭୋଗ ଲାଗି କରାଯାଇ ମନୋସ୍କାମନା ପୂର୍ଣ୍ଣ କରାଯାଏ

ଅପ୍ରେଲ ୧୩ ତାରିଖରୁ ପବିତ୍ର ଚୈତ୍ର ନବରାତ୍ରି ଆରମ୍ଭ ହୋଇସାରିଛି। ଆଜି ମା’ଙ୍କର ୨ୟ ଦିନ। ତେବେ ଏହି ୯ ଦିନ ମାତାଙ୍କ ପର୍ବ ବେଶ ଧୂମଧାମରେ ପାଳନ କରାଯାଏ। ଏହିଦିନ ଗୁଡିକରେ ମା’ ନିଜର ବିଭିନ୍ନ ସ୍ୱରୂପରେ ଭକ୍ତଙ୍କୁ ଦର୍ଶନ ଦେବେ। ମାଆଙ୍କ ଦର୍ଶନ କରି ଭକ୍ତମାନେ ଆଶିର୍ବାଦ ଗ୍ରହଣ…

ଆରମ୍ଭ ହେବାକୁ ଯାଉଛି ଚୈତ୍ର ନବରାତ୍ରୀ ପର୍ବ, ଜାଣନ୍ତୁ ଏହି ଦିନର ବିଶେଷତ୍ୱ

କିଛି ଦିନ ମଧ୍ୟରେ ଚୈତ୍ର ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ରମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ନବରାତ୍ରୀ ପର୍ବ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ନବରାତ୍ରୀ ଅପେଲ ୧୩ ରୁ ଆରମ୍ଭ ହେବ। ନବମୀ ତିଥି ୨୧ ଅପ୍ରେଲରେ ପଡିବ। ନବରାତ୍ରୀର ଦଶମୀ ତିଥି ୨୨ ତାରିଖରେ…

ଭଗବାନ ଶିବ କାହିଁକି ବସନ୍ତି ବାଘଛାଲ ଉପରେ, ଜାଣନ୍ତୁ ଏହା ପଛରେ ଥିବା ମାହାତ୍ମ୍ୟ ସମ୍ପର୍କରେ

ହିନ୍ଦୁ ପରମ୍ପରାରେ ଥିବା ତ୍ରିଦେବଙ୍କ ମଧ୍ୟରୁ ମହାଦେବଙ୍କ ସ୍ଥାନ ଖୁବ ସ୍ୱତନ୍ତ୍ର। ବ୍ରହ୍ମା ସୃଷ୍ଟି କର୍ତ୍ତା ହେଲେ ବିଷ୍ଣୁ ପାଳନ କର୍ତ୍ତା ଓ ସ୍ୱୟଂ ମହଦେବ ସୃଷ୍ଟିର ସଂହାର କର୍ତ୍ତା। ସହସ୍ରନାମରେ ମହାଦେବ ଏ ଧରାପୃଷ୍ଠରେ ପୂଜା ପାଆନ୍ତି। ତନ୍ତ୍ର ସାଧନାରେ ଭୋଳାନାଥ ଭୈରବ ରୂପରେ ପୂଜା…

ଘରେ କଳହ ଆଦି ସମସ୍ୟାକୁ ଦୂର କରିବାକୁ ଚାହୁଁଥିଲେ ଲଗାନ୍ତୁ ଏହି ଗଛ, ପାଆନ୍ତୁ ଭଗବାନଙ୍କ ଆଶିର୍ବାଦ

                         ‘ମୁଁ ବିଶ୍ୱାସ କରେ ଭଗବାନଙ୍କୁ ଏବଂ ଅନୁଭବ କରେ ତାଙ୍କୁ, ପ୍ରକୃତି ତଥା ପରିବେଶରେ’ ପ୍ରକୃତିକୁ ସ୍ୱୟଂ ଇଶ୍ୱରଙ୍କ ସହ ତୁଳନା କରାଯାଇଛି। ପ୍ରକୃତିରେ ଜଡିତ ସବୁକିଛି ଇଶ୍ୱରଙ୍କ ପ୍ରଦତ୍ତ। ଇଶ୍ୱରଙ୍କ ଦ୍ୱାରା ଏହା ବିଭିନ୍ନ ସ୍ୱରୂପରେ ପ୍ରଦର୍ଶିତ ହେଉଛି। ଯାହା…

ଚୈତ୍ରମାସରେ ରହିଛି ଅନେକ ବିଶେଷତ୍ୱ, ଏହି ଦିନ ଗୁଡିକରେ ଅର୍ଜନ କରନ୍ତୁ ଭଗବାନଙ୍କ ଆଶିଷ

ସାଧାରଣତଃ ଆମେ ସମସ୍ତେ ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ନୂଆବର୍ଷ ପାଳନ କରିଥାଉ। ମାତ୍ର ଆମ ହିନ୍ଦୁ କ୍ୟାଲେଣ୍ଡରରେ ନୂଆବର୍ଷ ଆରମ୍ଭ ଚୈତ୍ରମାସ ଠାରୁ ହୋଇଥାଏ। ଏହା ମାର୍ଚ୍ଚ ଓ ଏପ୍ରିଲ ମାସର ମଧ୍ୟଭାଗରେ ପଡିଥାଏ। ଏହାର ପ୍ରଥମ ଦିନକୁ ନୂଆବର୍ଷ ରୂପେ ପାଳନ କରାଯାଏ। ମହାରାଷ୍ଟ୍ରରେ ଏହାକୁ…