ହୀରାକୁଦ ଡ୍ଯାମରୁ ଉଦ୍ଧାର ହେଲେ ଯୁବତୀ, ସେଲଫି ନେବା ବେଳେ ହୀରାକୁଦ ଡ୍ୟାମକୁ ଖସି ପଡିଥିଲେ
ଝାରସୁଗୁଡା : ଯୁବତୀ ପାଇଲେ ନୂଆ ଜୀବନ । ହୀରାକୁଦ ଡ୍ଯାମରୁ ଉଦ୍ଧାର ହେଲେ ଯୁବତୀ। ସେଲଫି ନେଉ ଥିବା ବେଳେ ହୀରାକୁଦ ଡ୍ୟାମକୁ ଖସି ପଡିଥିବା ଯୁବତୀ ଶେଷରେ ଉଦ୍ଧାର ହୋଇଛନ୍ତି। ଝାରସୁଗୁଡା ଓ ସମ୍ବଲପୁରକୁ ସଂଯୋଗ କରୁଥିବା ରମ୍ପେଲା ସେତୁରେ ସେଲଫି ନେଲାବେଳେ ଯୁବତୀ ଜଣକ ଖସିପଡ଼ିଥିଲେ।…