ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା, ୬ ଟି ଗେଟ୍ ଖୋଲିଲା ହୀରାକୁଦ
ସମ୍ବଲପୁର (କେନ୍ୟୁଜ): ପୁଣି ଗେଟ୍ ଖୋଲିଲା ହୀରାକୁଦ୍ । ହୀରାକୁଦର ୬ ଟି ଗେଟ୍ ଖୋଲାଯାଇଛି । ବାମ ପାର୍ଶ୍ୱର ୪, ଡାହଣ ପାର୍ଶ୍ୱର ୨ ଟି ଗେଟ୍ ଖୋଲଯାଇଛି । ପୂର୍ବରୁ ଉପର ମୁଣ୍ଡରେ ବର୍ଷା କମି ଯାଇଥିବା ହେତୁ ସମସ୍ତ ଗେଟ ବନ୍ଦ କରାଯାଇଥିଲା । ଏବେ ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ…