Browsing Tag

hirakud

୬୨୫ ଫୁଟ ଟପିଲା ହୀରାକୁଦ ଜଳସ୍ତର, ମହାନଦୀ ପାଣି ମାଡ଼ି ଯିବାରୁ ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ

ସମ୍ବଲପୁର(କେନ୍ୟୁଜ୍): ୬୨୫ ଫୁଟ ଟପିଲା ହୀରାକୁଦ ଜଳସ୍ତର। ହୀରାକୁଦ ଜଳଭଣ୍ଡାରର ୨୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ। ବାମପ୍ରାଶ୍ୱରେ ୧୮ ଓ ଡାହାଣ ପାର୍ଶ୍ୱରେ ୮ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ପ୍ରତି ସେକେଣ୍ଡରେ ୭ଲକ୍ଷ ୮୫ହଜାର ୨୯୧ ଘନଫୁଟ ବନ୍ୟାଜଳ ପ୍ରବେଶ…

ବନ୍ୟା ନିୟନ୍ତ୍ରଣ ପାଇଁ ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌

ଭୁବନେଶ୍ୱର(କେନ୍ୟୁଜ୍): ବନ୍ୟା ନିୟନ୍ତ୍ରଣ ପାଇଁ ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌। ବର୍ତ୍ତମାନ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଜଳଭଣ୍ଡାରର ୮ଟି ଗେଟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା। ତଳମୁଣ୍ଡରେ ବନ୍ୟା ନିୟନ୍ତ୍ରଣ କରିବାକୁ ଗେଟ…

ସ୍ଥିତି ଦେଖି ହୀରାକୁଦରରେ ଅଧିକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯିବ: ବିଜୟ ମିଶ୍ର

ସମ୍ବଲପୁର(କେନ୍ୟୁଜ୍): ହୀରାକୁଦର ଉପରମୁଣ୍ଡ ଓ ତଳମୁଣ୍ଡରେ ବର୍ଷା ଲାଗି ରହିଛି । ସ୍ଥିତି ଦେଖି ଅଧିକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯିବ । କାଶୀନଗର ନିକଟରେ ବଂଶଧାରା ନଦୀର ଜଳସ୍ତର ବଢିଛି। ଆଖୁଆପଦାଠାରେ ବୈତରଣୀ ବଢିବା ସହ ଜଳକା ନଦୀର ବି ଜଳସ୍ତର ବଢୁଛି। ଉପରମୁଣ୍ଡରେ ପାଣି ଆସିବା…

ଭୋଜି କରିବାକୁ ଯାଇ ଭାସିଗଲେ ତିନି ଯୁବକ, ଜଣେ ଜୀବିତ ଉଦ୍ଧାର ହୋଇଥିବା ବେଳେ ଦୁଇ ଜଣ ନିଖୋଜ

କେନ୍ୟୁଜ୍(ବ୍ୟୁରୋ): ଭୋଜି କରିବାକୁ ଯାଇ ଭାସିଗଲେ । ଜଣେ ଜୀବିତ ଉଦ୍ଧାର ହୋଇଥିବା ବେଳେ ଦୁଇ ଜଣ ନିଖୋଜ । ସମ୍ବଲପୁର ହୀରାକୁଦ ଡ୍ୟାମ ନିକଟସ୍ଥ ଝାଙ୍କରଣୀ ମନ୍ଦିର କୂଳରେ ଭୋଜି କରିବାକୁ ତିନିଜଣ ଯୁବକ ଓ ଜଣେ ଯୁବତୀ ଯାଇଥିଲେ । ଗାଧୋଉଥିବା ସମୟରେ ତିନି ଜଣ ଯୁବକ ନଦୀରେ ଭାସିଯାଇଥିଲେ ।…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍‌

ଭୁବନେଶ୍ୱର(କେନ୍ୟୁଜ୍): ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍‌ । ଏବେ ମୋଟ ୮ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ପରେ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି । ଫଳରେ ବାମ ପଟର ୫ଟି ଗେଟ୍‌ ଏବଂ ଡାହାଣ ପଟର ୩ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି । ଆଜି…

କଟକ ମୁଣ୍ଡଳୀ ଦେଇ ପ୍ରବାହିତ ହେଉଛି ବନ୍ୟା ପାଣି, ବନ୍ୟାର ଆଶଙ୍କା ନଥିବା କହିଲେ କଟକ ଜିଲ୍ଲାପାଳ

କଟକ(କେନ୍ୟୁଜ୍): ହୀରାକୁଦ ଜଳଭଣ୍ଡାରରୁ ୫ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । କଟକ ମୁଣ୍ଡଳୀ ଦେଇ ଏବେ ବନ୍ୟା ପାଣି ପ୍ରବାହିତ ହେଉଛି । ସକାଳ ୮ଟା ସୁଦ୍ଧା ୧ଲକ୍ଷ ୯୦ହଜାର ୧୩୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ନରାଜରେ ନିଷ୍କାସିତ ହେଉଛି ୭୪ ହଜାର ୧୭୭ କ୍ୟୁସେକ ଜଳ ।…

ବଢ଼ିଛି ହୀରାକୁଦ ଡ୍ୟାମର ଜଳସ୍ତର, ଉପରମୁଣ୍ଡରେ ବର୍ଷା ପରେ ଫୁଲୁଛି ମହାନଦୀ

କେନ୍ୟୁଜ୍(ବ୍ୟୁରୋ):  ଉପରମୁଣ୍ଡରେ ବର୍ଷା ପରେ ଫୁଲୁଛି ମହାନଦୀ । ୫ଟି ଗେଟ୍‌ ଦେଇ ବର୍ଷର ପ୍ରଥମ ବନ୍ୟା ପାଣି ନିଷ୍କାସିତ ହେଉଛି । ଉପର ମୁଣ୍ଡରେମ ଆଉ ବର୍ଷା ହେଲେ ଅଧିକ ଗେଟ ଖୋଲାଯିବ । ଜଳସ୍ତର ୬୧୩.୯୩ ଫୁଟରେ ପହଞ୍ଚିଛି । ଜଳଭଣ୍ଡାରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୮ ହଜାର ୫୭୬…

ଆସନ୍ତା ୧୮ରେ ଖୋଲିବ ହୀରାକୁଦ ଗେଟ୍‌, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ଜଳସ୍ତର

କେନ୍ୟୁଜ୍: ୧୮ରେ ଖୋଲିବ ହୀରାକୁଦ ଗେଟ୍‌ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢୁଛି । ଆସନ୍ତା ସୋମବାର ସକାଳ ୧୧ଟା ସମୟରେ ହୀରାକୁଦ ଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ଏଥିଯୋଗୁ ମହାନଦୀ ଓ ତାର ଶାଖା ନଦୀ ଗୁଡିକର…

ହୀରାକୁଦ ଏବେ କେତେ ଗଭୀର, ମାପିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ସମ୍ବଲପୁର(କେନ୍ଯୁଜ୍): ହୀରାକୁଦ ଜଳଭଣ୍ଡାରର ଗଭୀରତା ମାପ ପ୍ରକ୍ରିୟା ଆରମ୍ଭ। ଜଳଭଣ୍ଡାରରୁ ପଟୁମାଟି ପୋତି ହେବା ନେଇ ବିଭିନ୍ନ ସମୟରେ କରାଯାଇଥିବା ସର୍ଭେରୁ ଜଣାପଡିଛି। ଏନେଇ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ପଟୁ ମାଟି ପୋତି ହୋଇଛି ତାହା ଜଳଭଣ୍ଡାରର ଗଭୀରତା ମାପ ଦ୍ୱାରା ସ୍ପଷ୍ଟ…

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର(କେନ୍ଯୁଜ୍): ହୀରାକୁଦର ୧୨ଟି ଗେଟ୍‌ ଖୋଲା। ଜଳଭଣ୍ଡାରରୁ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ବାମରୁ ୮ଟି ଓ ଡାହାଣରୁ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ଲକ୍ଷ ୫୦ହଜାର ୪୧୯ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି…

୧୦ ବର୍ଷର ରେକର୍ଡ ଭାଙ୍ଗିଲା ହୀରାକୁଦ ଜଳସ୍ତର, ପହଞ୍ଚିଲା ସର୍ବୋଚ୍ଚସ୍ତରରେ

ସମ୍ବଲପୁର(କେନ୍ଯୁଜ୍): ୧୦ ବର୍ଷର ରେକର୍ଡ ଭାଙ୍ଗିଲା ହୀରାକୁଦ ଜଳସ୍ତର। ୧୦ ବର୍ଷ ପରେ ସର୍ବୋଚ୍ଚସ୍ତରରେ ପହଞ୍ଚିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୯.୫୨ ଫୁଟ୍‌ ରହିଛି। ଏବେ ମୋଟ ୮ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଆଗକୁ ଜଳଭଣ୍ଡାର…

ଲଘୁଚାପ ଦେଖାଉଛି ବନ୍ୟା ଡର: ବିପଦ ସଙ୍କେତ ନିକଟତର ହେଉଛି ହୀରାକୁଦ

ସମ୍ବଲପୁର(କେନ୍ଯୁଜ୍): ଲଘୁଚାପ ଦେଖାଉଛି ବନ୍ୟା ଡର। ସେପ୍‌ଟେମ୍ବରରେ ଗୋଟିଏ ଲଘୁଚାପ ଓ ଲଗାଣ ବର୍ଷା ନଯାଉଣୁ ପୁଣି ୨୫ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୬ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ…