‘ସଞ୍ଜୁ’ ନିର୍ଦ୍ଦେଶକ ରାଜକୁମାର ହିରାନିଙ୍କ ବିରୋଧରେ ‘ମି ଠୁ’ ଅଭିଯୋଗ
ମୁମ୍ବାଇ : କିଛି ଦିନ ବ୍ୟବଧାନରେ ପୁଣି ଫେରିଛି ‘ମି ଠୁ’ ଅଭିଯୋଗ । ଏଥର ଫସିଛନ୍ତି ଜଣାଶୁଣା ବଲିଉଡ୍ ନିର୍ଦ୍ଦେଶକ ରାଜକୁମାର ହାରାନି । ତାଙ୍କ ବିରୋଧରେ ତାଙ୍କର ଜଣେ ମହିଳା ସହକାରୀ ଏଭଳି ଅଭିଯୋଗ ଆଣିଛନ୍ତି ।
ମୁନ୍ନାଭାଇ ସିରିଜ୍, ପିକେ, ସଞ୍ଜୁ ଭଳି ସୁପରହିଟ୍ ଫିଲ୍ମର…