Browsing Tag

historic bull festival

ଚଳିତ ବର୍ଷ କରୋନା କଟକଣା ପାଇଁ ଫିକା ପଡିଲା ଭୁବନର ଐତିହାସିକ ବଳଦଯାତ୍ରା, ଜାଣନ୍ତୁ ଏହାକୁ ପାଳନ କରିବା ପଛରେ କଣ…

କାମାକ୍ଷାନଗର: ପାର୍ବଣରେ ଚଳଞ୍ଚଚଳ ହୋଇଉଠେ ଗାଁଠୁ ସହର। କିନ୍ତୁ ଏଥର କରୋନା କଟକଣା ପାଇଁ ସବୁକିଛି ଯେମିତି ଫିକା ପଡିଯାଇଛି। ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଭୁବନରେ ପ୍ରତିବର୍ଷ ବିଜୟା ଦଶମୀ ଓ ଏକାଦଶୀରେ ଅନୁଷ୍ଠିତ ହୋଇଥାଏ ପାରମ୍ପାରିକ ବଳଦ ଯାତ୍ରା। ପ୍ରାୟ ୫୦ଟି ବଳଦକୁ ସୁସଜ୍ଜିତ…