ଟ୍ରାକ୍ ପାର ହେଉଥିବା ବେଳେ ଧକ୍କା ଦେଲା ଟ୍ରେନ: ୨ ମୃତ, ୨ଗୁରୁତର
ରାଉରକେଲା : ମାଡ଼ିଗଲା ଟ୍ରେନ୍ । ଦୁଇ ମୃତ ଓ ଦୁଇ ଗୁରୁତର । ରାଉରକେଲା କୁଲଙ୍ଗା ରେଲୱେ ଗେଟ୍ ନିକଟରେ ଟ୍ରେନ୍ ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ହୋଇଛନ୍ତି । ସିକନ୍ଦରାବାଦ-ଦରଭଙ୍ଗା ଏକ୍ସପ୍ରେସ ଆସୁଥିବାରୁ ରେଳ ଫାଟକ ପଡିଥିଲା । ଫାଟକ ପଡିବା ସତ୍ତ୍ବେ ବି ୩ଟି ବାଇକରେ…