ଆଜି ବିଶ୍ୱ ଏଡ୍ସ ଦିବସ: ଜାଣନ୍ତୁ କ’ଣ ରହିଛି ଚଳିତ ବର୍ଷର ଥିମ୍
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଡିସେମ୍ବର ୧ ରେ ପାଳନ ହେଉଛି ବିଶ୍ୱ ଏଡସ୍ ଦିବସ । ଏହି ଦିନ ଏଡସ୍ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଏ । ଏଡସ୍ ଏକ ବିପଜ୍ଜନକ ରୋଗ, ଏହାର ଏକମାତ୍ର ଉପଶମ ହେଉଛି ପ୍ରତିରୋଧ । ଏହି ରୋଗରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି…