କଥା ହେବା ସମୟରେ ମର୍ଜ କରୁଛନ୍ତି କି କଲ୍, ତେବେ ଜାଣନ୍ତୁ ମିନିଟରେ ଖାଲି ହୋଇଯାଇପାରେ ଆପଣଙ୍କ ବ୍ୟାଙ୍କ ଖାତା
କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟଙ୍କ ପକ୍ଷରୁ ଟ୍ୱିଟର ହ୍ୟାଣ୍ଡେଲ 'ସାଇବର ଦୋସ୍ତ' ଜରିଆରେ ଓଟିପିକୁ ନେଇ ସତର୍କ ସୂଚନା ଜାରି କରାଯାଇଛି। ମନ୍ତ୍ରାଳୟ ଜଣାଇଛି ଯେ ସାଇବର ଠକେଇର ଶିକାର ହେବା ଦ୍ୱାରା ହେଲ୍ପ ଲାଇନ ନମ୍ବର ୧୫୫୨୬୦ କୁ ତୁରନ୍ତ ଅଭିଯୋଗ କରନ୍ତୁ।
ମୋବାଇଲ ଫୋନରେ କୌଣସି ଅଜଣା…