Browsing Tag

hmpv virus

ଛତିଶଗଡ଼ରେ ପ୍ରଥମ HMPV ରୋଗୀ, ୩ ବର୍ଷର ଶିଶୁ ସଂକ୍ରମିତ, ଆଇସିୟୁରେ ଭର୍ତ୍ତି

ଛତିଶଗଡ଼ରେ ପ୍ରଥମ HMPV ମାମଲା ସାମ୍ନାକୁ ଆସିଛି । କୋରବା ଜିଲ୍ଲାରେ ତିନି ବର୍ଷର ଏକ ଶିଶୁଠାରେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (HMPV) ଚିହ୍ନଟ ହୋଇଛି । ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ଏହା ହେଉଛି ପ୍ରଥମ ଏଚଏମପିଭି ମାମଲା । ଏ ନେଇ ସତର୍କ ସୂଚନା ଜାରି…

ଭାରତରେ ବଢ଼ୁଛି HMPV ଭାଇରସ୍, ଏବେ ପୁଡୁଚେରୀରେ ୫ ବର୍ଷର ଝିଅ ସଂକ୍ରମିତ

ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍ ବା HMPVର ଆଉ ଏକ ମାମଲା ସାମ୍ନାକୁ ଆସିଛି । ଏବେ ପୁଡୁଚେରୀରେ ଜଣେ ୫ ବର୍ଷର ଝିଅ ସଂକ୍ରମିତ ହୋଇଛି । ଜ୍ୱର, କାଶ ଓ ସର୍ଦ୍ଦି ଭଳି ଲକ୍ଷଣ ଦେଖାଯିବା ପରେ ପୁଡୁଚେରୀର JIPMERରେ ଝିଅର ନମୁନା ପରୀକ୍ଷା କରାଯାଇଥିଲା । ଯାଞ୍ଚରୁ ଝିଅଟି HMPVରେ ସଂକ୍ରମିତ…

ଆସାମରେ ପ୍ରଥମ HMPV କେସ୍ ଚିହ୍ନଟ, ୧୦ ମାସର ଶିଶୁ ସଂକ୍ରମିତ

ଭାରତରେ ବଢୁଛି HMPV ସଂକ୍ରମିତଙ୍କ ସଂଖ୍ୟା ।  ଆସାମରେ ଚିହ୍ନଟ ହୋଇଛି ସଂକ୍ରମିତ ।  ଏହାକୁ ମିଶାଇ ଦେଶରେ HMPV ସଂକ୍ରମିତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି । ଜଣେ ୧୦ ମାସର ଶିଶୁଠାରେ ଏହି ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।  ଆସାମରେ HMPVରେ କେହି ସଂକ୍ରମିତ ହେବା ଚଳିତ ଋତୁରେ ଏହା…

HMPV  ଭାଇରସକୁ ନେଇ ଆଲର୍ଟରେ ରାଜ୍ୟ, ଭୟଭୀତ ନ ହେବାକୁ ପରାମର୍ଶ ଦେଲେ ଜନସ୍ବାସ୍ଥ୍ୟ ବିଭାଗ

HMPV  ଭାଇରସକୁ ନେଇ ଆଲର୍ଟରେ ରାଜ୍ୟ ।   ପ୍ରସ୍ତୁତ ରହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।  ମୁକାବିଲା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଆଜି ବୈଠକ ଡାକିଛନ୍ତି । ଲୋସସେବା ଭବନରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ବୈଠକରେ ସ୍ବାସ୍ଥ୍ୟ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ…

ବଢୁଛି HMPV ସଂକ୍ରମଣ, ମହାରାଷ୍ଟ୍ର ନାଗପୁରରେ ପୁଣି ୨ ସଂକ୍ରମିତ ଚିହ୍ନଟ

ଭାରତରେ ମାଡିଚାଲିଛି ଚୀନ ଭାଇରସ HMPV । ବଢୁଛି ସଂକ୍ରମଣ । ଦେଶରେ ଆଉ ଦୁଇ ଜଣ HMPV ଆକ୍ରାନ୍ତ ଚିହ୍ନଟ । କର୍ଣ୍ଣାଟକ ପରେ ମହାରାଷ୍ଟ୍ର ନାଗପୁରରୁ ୨ ସଂକ୍ରମିତ ଚିହ୍ନଟ । ୭ ବର୍ଷ ଓ ୧୩ ବର୍ଷ ବୟସର ୨ ଶିଶୁ HMPV ଆକ୍ରାନ୍ତ ରହିଛନ୍ତି । ବେଙ୍ଗାଳୁରୁରୁ ଚିହ୍ନଟ ହୋଇଥିଲା ପ୍ରଥମ ଓ…

ଭାରତର ୪ଟି ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ, ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି

ଦୀର୍ଘ୨ ବର୍ଷ କାଳ ସାରା ବିଶ୍ୱକୁ ଗ୍ରାସ କରିଥିଲା ଭୟଙ୍କର ମହାମାରୀ । ଯାହାର ନାଁ ଥିଲା କୋଭିଡ୍-୧୯ ବା କରୋନା ଭାଇରସ୍ । କରୋନାର କରାଳ ରୂପ ସାରା ବିଶ୍ୱ ଦେଖିବା ପରେ ଏହାକୁ ନିୟନ୍ତ୍ରୟ କରିବା ପାଇଁ ସବୁଠାରୁ ବଡ ଭୂମିକା ଗ୍ରହଣ କରିଥିଲା ଭ୍ୟାକସିନ । ଧିରେ ଧିରେ ସମୟ ସହିତ…