ହକି ଇଣ୍ଡିଆ ଆଓ୍ଵାର୍ଡ ୨୦୨୨: ହାର୍ଦ୍ଦିକ ଏବଂ ସବିତା ପ୍ଲେୟାର ଅଫ ଦ ଇଅର
ହକି ଇଣ୍ଡିଆ ଆଓ୍ଵାର୍ଡ ୨୦୨୨ ଘୋଷଣା କରାଯାଇଛି। ମିଡଫିଲ୍ଡର ହାର୍ଦ୍ଦିକ ସିଂ ଏବଂ ଗୋଲକିପର ସବିତା ପୁନିୟାଙ୍କୁ ପୁରୁଷ ଓ ମହିଳା ବର୍ଗରେ ଫ୍ଲେୟାର ଅଫ ଦ ଇଅର ୨୦୨୨ ପାଇଁ ବଲବୀର ସିଂ ସିନିଅର ପୁରସ୍କାର ପ୍ରଦାନ କରାଯାଇଛି ।
ହାର୍ଦ୍ଦିକ ଏବଂ ସବିତାଙ୍କୁ ଟ୍ରଫି ସହିତ ୨୫-୨୫ ଲକ୍ଷ…