Browsing Tag

Hockey Mahakumbh

ଓଡ଼ିଶାରେ ପୁଣି ହକି ମହାକୁମ୍ଭ: ୨୮ରୁ ଝଲସିବ ବିର୍ସା ମୁଣ୍ଡା ଷ୍ଟାଡିୟମ

ରାଉରକେଲା: ହକି ଗଡକୁ ଫେରିଲା ହକି । ହକି ଇଣ୍ଡିଆ ଲିଗ୍ ମ୍ୟାଚର ଚମକରେ ଚମକିବ ରାଉରକେଲା ସମେତ ସୁନ୍ଦରଗଡ଼ । ଖୁବଶୀଘ୍ର ମୈଦାନକୁ ଓହ୍ଲାଇବେ ୮ଟି ଭାରତୀୟ ପୁରୁଷ ହକି ଦଳର ଖେଳାଳି ସାଙ୍ଗକୁ ବିଦେଶୀ ଖେଳାଳୀ । ବଲିଉଡ ତାରକାଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ ମହୋତ୍ସବ ସହିତ ଶୁଭାରମ୍ଭ…