ଆଉ ନାହାନ୍ତି ପ୍ରସିଦ୍ଧ ହକି ଖେଳାଳି ବଲବୀର ସିଂହ, ଯିଏ ଭାରତକୁ ଅଲମ୍ପିକରେ ଦେଇଥିଲେ ତିନିଟି ସ୍ୱର୍ଣ୍ଣ
ଭାରତୀୟ ହକି ଟିମ୍କୁ ତିନିଟି ସ୍ୱର୍ଣ୍ଣ ଜିତାଇଥିବା ଜଣାଶୁଣା ଲୋକପ୍ରିୟ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି। ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଗତ ମେ ମେ ୮…