Browsing Tag

Hockey World Cup 2023

ହକି ବିଶ୍ୱକପ ପାଇଁ କମିଶନରେଟ୍ ପୋଲିସର ବ୍ୟାପକ ପ୍ରସ୍ତୁତି : କଟକରୁ ଭୁବନେଶ୍ୱର ଭିତରେ ବଡ଼ ଗାଡ଼ି ଚଳାଚଳା ବନ୍ଦ

ଭୁବନେଶ୍ୱର (କେନ୍ୟୁଜ): ବିଶ୍ୱକପ ହକି ପ୍ରସ୍ତୁତିକୁ ନେଇ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି। ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାରେ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ନିରୀକ୍ଷଣ ପାଇଁ ବିଭିନ୍ନ ପଏଣ୍ଟରେ ୮ଶହ ସିସିଟିଭି କ୍ୟାମେରା ଲଗାଯାଇଛି। ସୁରକ୍ଷା ପରିଚାଳନା ଦାୟିତ୍ୱରେ…

କମ୍ପିବ ବାରବାଟୀ ଷ୍ଟାଡିୟମ: କ୍ରିକେଟ ଗଡ଼ରେ ଆଜି ହେବ ହକି ମହାକୁମ୍ଭର ଉଦ୍‌ଘାଟନୀ ଉତ୍ସବ

କଟକ (କେନ୍ୟୁଜ): ବାରବାଟୀରେ ନୂଆ ଫର୍ଦ୍ଦ। କ୍ରିକେଟ ଗଡ଼ରେ ଆଜି ହକି ମହାକୁମ୍ଭର ଉଦ୍‌ଘାଟନ। ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ପାଇଁ ମୈଦାନ ପ୍ରସ୍ତୁତ। ଉଲ୍ଲାସ, ଉତ୍ସାହ ଓ ଉତ୍ସବର ମହାପର୍ବରେ କମ୍ପିବ ବାରବାଟୀ ଷ୍ଟାଡିୟମ। ନାମୀଦାମୀ ବଲିଉଡ କଳାକାରଙ୍କ ପରିବେଷଣରେ ଦୁଲୁକିବ ମଞ୍ଚ ।…

ହକି ପାଇଁ ଦୁଲୁକିବ ବାରବାଟୀ, ଆସନ୍ତାକାଲି ହେବ ଭବ୍ୟ ଉଦ୍‌ଘାଟନ

କଟକ (କେନ୍ୟୁଜ): ମୈଦାନ ପ୍ରସ୍ତୁତ। ପହଞ୍ଚି ସାରିଛନ୍ତି ସବୁ ଦେଶର ଖେଳାଳି। ୧୩ ତାରିଖରୁ ଆରମ୍ଭ ହେବ ହକି ମହାକୁମ୍ଭ। ଆସନ୍ତା କାଲି ରହିଛି ଉଦ୍‌ଘାଟନୀ ଉତ୍ସବ। ଦୁଲୁକିବ ବାରବାଟୀ। ମଞ୍ଚରେ ଜଲଓ୍ଵା ଦେଖାଇବେ ରଣବୀର ସିଂ, ଦିଶା ପଟ୍ଟାନୀ। ଦେଖିବାକୁ ମିଳିବ ଅତ୍ୟାଧୁନିକ ଡ୍ରୋନ୍‌ ସୋ।…

ହକି ମହାକୁମ୍ଭକୁ ନେଇ ସବୁଠି କ୍ରେଜ: ରାଉରକେଲାରେ ପହଞ୍ଚିଲେ ୱେଲ୍‌ସ ଓ ସ୍ପେନ୍‌ ଟିମ

ଭୁବନେଶ୍ୱର (କେନ୍ୟୁଜ): ବିଶ୍ୱକପ୍‌ ହକି ଟୁର୍ଣ୍ଣାମେଣ୍ଟକୁ ଆଉ ୫ଦିନ ବାକି। ଗୋଟିଏ ପରେ ଗୋଟିଏ ଦଳ ଆସି ଭୁବନେଶ୍ୱରର ଓ ରାଉରକେଲାରେ ପହଞ୍ଚୁଛନ୍ତି। ୱେଲ୍‌ସ ଟିମ୍‌ ଏବଂ ସ୍ପେନ ହକି ଟିମ୍‌ ଆଜି ରାଉରକେଲାରେ ପହଞ୍ଚିଛନ୍ତି। ସ୍ୱତନ୍ତ୍ର ହକି ଟିମ୍‌ ବିମାନବନ୍ଦରରେ ପହଞ୍ଚିବା ସେମାନଙ୍କୁ…

ଆଜିଠୁ ହକି ବିଶ୍ୱକପ ପାଇଁ ଅଫଲାଇନ ଟିକଟ ବିକ୍ରି ଆରମ୍ଭ

କେନ୍ୟୁଜ୍: ଆଜିଠୁ ହକି ବିଶ୍ୱକପ ପାଇଁ ଅଫଲାଇନ ଟିକଟ ବିକ୍ରି ଆରମ୍ଭ ହେବ । ଜାନୁଆରୀ ୧୩ରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ହିକ ଷ୍ଟାଡିୟମରେ ହେବ ହକି ବିଶ୍ୱକପ । କଳିଙ୍ଗ ଷ୍ଟାଡିୟମ ଗେଟ୍‌ -୮ରେ ଥିବା ବକସ ଅଫିସରେ ଅଫ ଲାଇନ୍‌ ଟିକଟ ବିକ୍ରି କରାଯିବ ।…

ରାଉରକେଲାରେ ଆୟୋଜିତ ହେବ ୨୦୨୩ ହକି ଓ୍ଵାର୍ଲଡ କପ୍‌, ଆଜି ସମୀକ୍ଷା ବୈଠକ

ରାଉରକେଲା: ରାଉରକେଲାରେ ଆୟୋଜିତ ହେବ ୨୦୨୩ ହକି ଓ୍ଵାର୍ଲଡ କପ୍‌ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସ୍ଥିତି ଅନୁଧ୍ୟାନ ପାଇଁ ରାଉରକେଲାରେ ପହଁଚିଛନ୍ତି ଅର୍ନ୍ତଜାତୀୟ ହକି ଫେଡରେସନ ଅଧ୍ୟକ୍ଷ ନରିନ୍ଦର ବାତ୍ରା । ହକି ଇଣ୍ଡିଆ ଟିମ୍‌ ସଦସ୍ୟ ମଧ୍ୟ ରାଉରକେଲାରେ ପହଁଚିଛନ୍ତି । ଆଜି…