Browsing Tag

hockey-world-cup-inaugurated

ଇତିହାସ ସୃଷ୍ଟି, କଳିଙ୍ଗରେ ଉଦ୍‌ଘାଟିତ ହେଲା ହକି ମହାକୁମ୍ଭ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ କିଙ୍ଗ ଖାନ୍‌ ଶାହାରୁଖଙ୍କ ପ୍ରେରଣାଦାୟୀ ଡାଇଲଗ୍‌, ମାଧୁରୀଙ୍କ ଶାସ୍ତ୍ରୀୟ ନୃତ୍ୟ କଳା ଏବଂ ଏ.ଆର. ରେହମାନଙ୍କ ସଂଗୀତର ଯାଦୁ ଖେଳିଗଲା ସାରା ବିଶ୍ୱକୁ । ତାରି ଭିତରେ ଉଦ୍‌ଘାଟିତ ହୋଇଛି ଚତୁର୍ଦ୍ଦଶ ହକି ବିଶ୍ୱ କପ୍‌ ।…