ଏସୀୟ କ୍ରୀଡ଼ା ୨୦୨୩: ହକିରେ ଭାରତୀୟ ଟିମ୍ ଜିତିଲା ସ୍ୱର୍ଣ୍ଣ; ଗତ ଥରର ଚାମ୍ପିୟନ୍ ଜାପାନକୁ ଦେଲା ମାତ୍
ହକିରେ ଭାରତକୁ ସ୍ୱର୍ଣ୍ଣ। ଏସୀୟ କ୍ରୀଡ଼ା ୨୦୨୩ରେ ଭାରତୀୟ ହକି ଟିମ୍ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଫାଇନାଲ୍ରେ ଟିମ୍ ଇଣ୍ଡିଆ ଗତ ଥରର ଚାମ୍ପିୟନ୍ ଜାପାନକୁ ୫-୧ରେ ହରାଇ ଦେଇଛି। ଏହା ପୂର୍ବରୁ ପୁଲ୍ ରାଉଣ୍ଡ୍ରେ ମଧ୍ୟ ଭାରତ ଏବଂ ଜାପାନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା,…