Browsing Tag

holi celebration

ରଙ୍ଗ ଲଗାଇଲା ବୋଲି ୪ ବର୍ଷର ନାତି ଉପରେ ଗରମ ପାଣି ପକାଇଲା ଜେଜେ ମା, ପିଲା ଗୁରୁତର

ନାଗପୁର : ବୁଧବାର ଦିନ ସାରା ଦେଶରେ ଧୁମଧାମରେ ହୋଲି ପାଳନ ହେଉଥିବା ବେଳେ ମହାରାଷ୍ଟ୍ର ନାଗପୁରର କୋରାଡିରେ ଅଘଟଣ ଘଟିଛି । ହୋଲି ଯୋଗୁଁ ଲୋକ ପରସ୍ପରକୁ ରଙ୍ଗ ବୋଳି ଖୁସି ମନାଉଥିବା ବେଳେ ଏକ ଚାରି ବର୍ଷର ଶିଶୁ ରଙ୍ଗ ବୋଳିକା ମହଙ୍ଗା ପଡିଛି । ଜେଜେ ମାଆକୁ ରଙ୍ଗ ମାରିଥିବାରୁ ନାତି ଉପରେ…

କଟକରେ ହୋଲି ପାଇଁ ମଦ ବିକ୍ରି ବ୍ୟାନ୍ : କମିଶନରେଟ୍ ପୋଲିସ

କଟକ : କଟକରେ ହୋଲି ପାଇଁ କମିଶନରେଟ୍ ପୋଲିସର ବଡ଼ ପ୍ରସ୍ତୁତି । ହୋଲିରେ ମଦ ବିକ୍ରି ବ୍ୟାନ୍। ମଦ ବିକ୍ରି ପାଇଁ ଦିଆଯିବନି ଅନୁମତି। ସୂଚନା ଦେଇଛନ୍ତି କଟକ ଡିସିପି। ସୁରକ୍ଷା ଦୃଷ୍ଟି କୋଣରୁ ସହରରେ ମୋଟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୨୦୦ ହୋମ ଗାର୍ଡ ମଧ୍ୟ ରହିବେ। ଅନ୍ୟ…

ହୋଲି ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି, ମିଳିବ ନାହିଁ ମଦ

ଭୁବନେଶ୍ବର : ଆସନ୍ତାକାଲି ରଙ୍ଗର ପର୍ବ ହୋଲି ।  ହୋଲି ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ।  ପ୍ରସ୍ତୁତି ନେଇ କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ।  ମିଳିବ ନାହିଁ ମଦ ।  ଆସନ୍ତାକାଲି ଡ୍ରାଏ ଡେ ।  ସୁରକ୍ଷା ଦୃଷ୍ଟି କୋଣରୁ ସହରରେ ମୋଟ 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।…

ଦୋଳ ପୂର୍ଣ୍ଣିମାରେ ଗୋପାଳ ସମ୍ପ୍ରଦାୟ ଲୋକଙ୍କ ଖାସ୍ ପୂଜା, ଗୋଠପୂଜାରେ ଜମିଲା ଅଞ୍ଚଳ

ଓଡିଆ ପରମ୍ପରାରେ ବାର ମାସରେ ପାଳନ କରାଯାଏ ତେର ପର୍ବ । ବିଭିନ୍ନ ସଂପ୍ରଦାୟ ଏବଂ ପରମ୍ପରାକୁ ନେଇ ଓଡ଼ିଶାରେ ରହିଛି ଅନେକ ପୂଜା ଏବଂ ମହୋତ୍ସବ । ସମାନ ଭାବେ  ଗୋପାଳ ସମ୍ପ୍ରଦାୟର ଲୋକମାନଙ୍କ ମୁଖ୍ୟ ପର୍ବ ହେଉଛି ଦୋଳ ପୂର୍ଣ୍ଣିମା ପର୍ବ । ଏହି ପର୍ବକୁ ଗୋପାଳ ଭାଇମାନେ ବେଶ ଧୁମଧାମରେ ପାଳନ…

୬୦୦ ବର୍ଷ ଧରି ପାଳିତ ହେଉଛି କନିକା ରାଜମେଳଣ, ଉଠୁଛି ପଡୁଛି ଗାଁ ଦାଣ୍ଡ

କେନ୍ଦ୍ରାପଡା ଜିଲ୍ଲାରେ ପାଳିତ ହେଉଛି କନିକା ରାଜମେଳଣ । ୫ଦିନ ଧରି ଚାଲିଥିବା ଏହି ମେଳଣ ଉତ୍ସବରେ ୫୦ରୁ ଉର୍ଦ୍ଧ୍ବ ରାଧାକୃଷ୍ଣଙ୍କ ବିଭାନକୁ କାନ୍ଧୁଆମାନେ ମେଳଣ ସ୍ଥଳକୁ ଆଣିଥାନ୍ତି । ସେଠାରେ ଠାକୁରଙ୍କ ନିକଟରେ ଭୋଗଲାଗି କରାଯାଇଥାଏ । କଥାବସ୍ତୁ ଅନୁଯାୟୀ ତତ୍କାଳୀନ କନିକା ରାଣୀ ପାଟ…

ଆଜି ରଙ୍ଗର ପର୍ବ ହୋଲି, ଗାଁଠୁ ସହର ସବୁଠି ଦେଖାଦେଇଛି ଉତ୍ସବର ପରିବେଶ

ଭୁବନେଶ୍ୱର : ଆଜି ରଙ୍ଗର ପର୍ବ ହୋଲି । ସାରା ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇ ଭଲପାଇବା ପରିପ୍ରକାଶ କରୁଛି । ପରିବାର, ବନ୍ଧୁ, ପ୍ରିୟଜନକୁ ନେଇ ରଙ୍ଗ ଖେଳରେ ସମସ୍ତେ…

ହୋଲି ରଙ୍ଗରେ ବୁଡ଼ିଲେ ଭାରତୀୟ ଏବଂ ବିଦେଶୀ ଖେଳାଳି, ପରସ୍ପରକୁ ଲଗାଇଲେ ରଙ୍ଗ

ଆଇପିଏଲ ୧୮ ତମ ସିଜିନ ୨୨ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି । ଆଇପିଏଲ ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ସମସ୍ତ ଟିମର ଖେଳାଳି ନିଜ ନିଜ ହୋମ ଗ୍ରାଉଣ୍ଡରେ ଅଭ୍ୟାସ କରୁଛନ୍ତି । ଆଉ ହୋଲିରେ ଭରପୂର ମସ୍ତି କରିଛନ୍ତି । ଭାରତୀୟ ଖେଳାଳି ହୁଅନ୍ତୁ ଅବା ବିଦେଶୀ ଖେଳାଳି ସମସ୍ତେ ହୋଲି ରଙ୍ଗରେ…

ଭକ୍ତଙ୍କ ଗହଣରେ ରଙ୍ଗ ଖେଳିଲେ ମହାପ୍ରଭୁ, ପୁରୀରେ ଜମିଛି ପର୍ଯ୍ୟଟକଙ୍କ ଭିଡ଼

ରଙ୍ଗର ପର୍ବ ହୋଲି ପାଇଁ ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ଆସନ୍ତା କାଲି ହୋଲି ପାଇଁ ପୁରୀରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ହୋଲି ଖେଳି ସମୁଦ୍ରରେ ସ୍ନାନ କରିଥାନ୍ତି ହଜାର ହଜାର ସଂଖ୍ୟକ ଲୋକେ । ଭାଇଚାରା ଓ ରଙ୍ଗର ପର୍ବ ହୋଲିକୁ ପାଳନ…

ଦିନ ୧ଟା ସୁଦ୍ଧା ସରିବ ହୋଲି ଖେଳ, ମଦ ପିଇ ଖେଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ: ଡିସିପି

କଟକ/ ଭୁବନେଶ୍ୱର : ରାତି ପାହିଲେ ହୋଲି ମହୋତ୍ସବ । ଏବେଠୁ ଚାରିଆଡେ ଉଡିଲାଣି ଫଗୁ । ଏଥିପାଇଁ ରାଜ୍ୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏବେ ସଜାଗ ରହିଛି ପୋଲିସ୍ ବାହିନୀ । ଯେଉଁଭଳି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ, ତାହା ଉପରେ ନଜର ରଖିବା ପାଇଁ ଠାବେ ଠାବେ ଜଗିବେ…

ହୋଲି ପାଇଁ ସଜାଗ ଅଗ୍ନିଶମ ବିଭାଗ, ଗାଧୁଆ ତୁଠ ଜଗିବ ସ୍ୱତନ୍ତ୍ର ଟିମ୍

ଭୁବନେଶ୍ୱର : ରାତି ପାହିଲେ ରଙ୍ଗର ପର୍ବ । ସୁରକ୍ଷିତ ହୋଲି ପାଳନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହୋଲି ପାଇଁ ସଜାଗ ରହିଛି ଅଗ୍ନିଶମ ବିଭାଗ । ହୋଲି ଦିନ ଯେପରି କୌଣସି ଅଘଟଣ ନ ଘଟେ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟିମ । ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ…

ବିରଜା ପାଞ୍ଜି ଅନୁଯାୟୀ ଆଜି ହୋଲି, ଫଗୁ ରଙ୍ଗରେ ରଙ୍ଗୀନ ହେଲେ ଯାଜପୁରବାସୀ

ଯାଜପୁର: ପରସ୍ପରକୁ ହୋଲି ରଙ୍ଗରେ ରଙ୍ଗେଇ ଦେଉଛନ୍ତି ସାଙ୍ଗ ସାଥି । ଜମାଣିଆ ନାଚ ବି ଚାଲିଛି । ଏପଟେ ପିଲାମାନେ ସେଲ୍ଫି ନେବାରେ ବ୍ୟସ୍ତ । ଅନ୍ୟପଟେ ଚାରିଆଡେ ଲାଗିଛି ରଙ୍ଗ ବେରଙ୍ଗି ହୋଲି ଦୋକାନ । ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ମସଗୁଲ ହୋଲି ପାଳନ କରିବାରେ । ଏଭଳି…

ଆସନ୍ତାକାଲି ରଙ୍ଗର ପର୍ବ ହୋଲି, ରେଢାଖୋଲରେ ଜମୁଛି ରଙ୍ଗର ବଜାର

ରେଢାଖୋଲ: ଆଉ ଗୋଟିଏ ଦିନ ପରେ ରଙ୍ଗର ପର୍ବ ହୋଲି । ସାତରଙ୍ଗରେ ରଙ୍ଗିନ ହେବାକୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ରେଢାଖୋଲରେ ଖୋଲିଛି ରଙ୍ଗର ବଜାର । ହୋଲି ରଙ୍ଗକୁ ନେଇ ଦୋକାନୀମାନଙ୍କର ବେପାର ମଧ୍ୟ ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ଡିମାଣ୍ଡରେ ରହିଛି ହର୍ବାଲ ରଙ୍ଗ । ବିଭିନ୍ନ…