Browsing Tag

holi celebration

ହୋଲିର ଅଜବ ପରମ୍ପରା…ଏଠି କୁଆଁରୀ ଝିଅକୁ ରଙ୍ଗ ଲଗାଇଲେ ବାହା ହେବାକୁ ବାଧ୍ୟ! ନ ମାନିଲେ ମିଳିଥାଏ ଏମିତି ଦଣ୍ଡ

ଦେଶର କୋଣ ଅନୁକୋଣରେ ରଙ୍ଗର ପର୍ବ ହୋଲି ବଡ଼ ଧୁମ୍‌ଧାମରେ ପାଳିତ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି, ଝାଡ଼ଖଣ୍ଡର ସାନ୍ତାଳୀ ଆଦିବାସୀ ସମାଜ ୧୫ ଦିନ ପୂର୍ବରୁ ହିଁ ଏହି ଉତ୍ସବ ପାଳନ କରିବାକୁ ଲାଗି ଥାଆନ୍ତି। ଏହି ସମାଜ ପାଣି ଓ ଫୁଲରେ ହୋଲି ଖେଳନ୍ତି। ସେମାନେ ଏହାକୁ ‘ବାହା ପର୍ବ’ ରୂପେ…

ହୋଲି ଖେଳ ହେଲା କାଳ ; ଭାରସାମ୍ୟ ହରାଇ ୭୦ ମିଟର ତଳକୁ ଖସିଲା ଟ୍ୟାକ୍ସି ୪ ମୃତ, ୧୦ ଗୁରୁତର…

ନୂଆଦିଲ୍ଲୀ : ହୋଲି ଅବସରରେ ଉତ୍ତରାଖଣ୍ଡରୁ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଯେଉଁଥିରେ ୪ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣା ରାଜ୍ୟର ଚାମୋଲି ଜିଲ୍ଲାରେ ଘଟିଛି ବୋଲି କୁହାଯାଉଛି। ଯେ ଏକ ମ୍ୟାକ୍ସ ଗାଡି ଅନିୟନ୍ତ୍ରିତ ଭାବରେ ଖାଲରେ ଖସିପଡିବା…

ଅଜବ ପରମ୍ପରା : ଏହି ଗାଁରେ ହୋଲି ଦିନ ରଙ୍ଗ ଖେଳି ଗଧରେ ବୁଲନ୍ତି ଜ୍ୱାଇଁ

ରଙ୍ଗର ପର୍ବ ହୋଲି । ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଏହା ଅନ୍ୟତମ। ବସନ୍ତ ଋତୁର ଏହି ପର୍ବକୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରନ୍ତି । ଗାଁଠୁ ସହର ସବୁଆଡେ ଉଡେ ଅବିର । ପରିବେଶ ହୋଇଯାଏ ରଙ୍ଗୀନ। ହସ ଦୁଃଖ ଭରା ଜୀବନର…

ହୋଲିକା ଦହନ ପାଇଁ ନିଜେ ଗୋବର ଘଷି ତିଆରି କଲେ ବିଧାୟକ; ଦେଖନ୍ତୁ ଫଟୋ

ରଙ୍ଗ ଓ ଉତ୍ସାହର ପର୍ବ ହୋଲି। ଏହି ପର୍ବକୁ ଖାସ୍‌ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ତରିକାରେ ପ୍ରସ୍ତୁତି କରି ଥାଆନ୍ତି। ଏବେ ଠିକ୍‌ ଏମିତି ହିଁ ପ୍ରସ୍ତୁତି କରିଛନ୍ତି ଜଣେ ବିଧାୟକ। ମଧ୍ୟ ପ୍ରଦେଶ ଦେବାସ୍‌ ଜିଲ୍ଲାର ଖାତେଗାଁ ବିଜେପି ବିଧାୟକ ହୋଲି ପାଇଁ ଯେଉଁ ପ୍ରସ୍ତୁତି…

ଗଧ ପିଠିରେ ବସି ପୂରା ଗାଁ ବୁଲନ୍ତି ଜ୍ୱାଇଁ! ହୋଲିର ସବୁଠୁ ନିଆରା ପରମ୍ପରା

ରଙ୍ଗର ପର୍ବ ହୋଲି। ହୋଲିରେ ରଙ୍ଗ ଖେଳ ସାଙ୍ଗକୁ ଥଟ୍ଟାମଜା ବି ବହୁତ ଚର୍ଚ୍ଚାରେ ରହିଥାଏ। ଲୋକେ ହୋଲିରେ ଖୁବ୍‌ ଏନଞ୍ଜୟ କରନ୍ତି। ଅନେକ ସ୍ଥାନରେ ନାଚ, ଗୀତର ପସରା ଜମେ। କିନ୍ତୁ ଆଜି ଆମେ ଆପଣଙ୍କୁ ହୋଲିର ଏକ ବିଚିତ୍ର ପରମ୍ପରା ବିଷୟରେ କହିବୁ, ଯେଉଁଠି ଘରର ଜ୍ୱାଇଁଙ୍କୁ ଗଧ ପିଠିରେ ବସାଇ…

୩୫୦ ବର୍ଷର ପରମ୍ପରା, ରଙ୍ଗରେ ନୁହେଁ ଏଠାରେ ଭୂତ ପ୍ରେତଙ୍କ ସହିତ ଚିତାଭସ୍ମରେ ଖେଳାଯାଏ ହୋଲି

ଭାରତରେ ହୋଲି ଉତ୍ସବକୁ ଧୁମଧାମରେ ପାଳନ କରାଯାଏ। ଭାରତରେ କେତେକ ସ୍ଥାନରେ ହୋଲି ବିଶ୍ୱ ପ୍ରସିଦ୍ଧ ରହିଛି। ମଥୁରା, ବୃନ୍ଦାବନରେ ଜବରଦସ୍ତ ହୋଲି ପାଳନ କରାଯାଏ। ଏହିସବୁ ସହରରେ ହୋଲି ଉତ୍ସବ କିଛିଦିନ ପୂର୍ବରୁ ଆରମ୍ଭ ହୋଇଥାଏ। କିନ୍ତୁ କାଶୀ ଏମିତି ଏକ ସହର, ଯେଉଁଠାରେ ହୋଲି ଉତ୍ସବ…

ମାର୍ଚ୍ଚ ୧୦ରୁ ଆରମ୍ଭ ହେଉଛି ହୋଲାଷ୍ଟକ; ବର୍ଜନ କରନ୍ତୁ ୧୬ ସଂସ୍କାର; ଏହି ୮ ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ କୌଣସି…

ଫାଲ୍‌ଗୁନ ମାସର ପୂର୍ଣ୍ଣିମା ତିଥି ପରଦିନକୁ ହୋଲି ଉତ୍ସବ ରୂପେ ପାଳନ କରାଯାଇଥାଏ। ହୋଲିର ୮ ଦିନ ପୂର୍ବରୁ ହୋଲାଷ୍ଟକ ଲାଗିଥାଏ। ହୋଲାଷ୍ଟକ ସମୟରେ କୌଣସି ବି ଶୁଭ ବା ମାଙ୍ଗଳିକ କାର୍ଯ୍ୟ କରାଯାଇ ନ ଥାଏ। ଧାର୍ମିକ ମାନ୍ୟତା ରହିଛି ଯେ ଏହି ୮ ଦିନ ହିରଣ୍ୟକଶ୍ୟପ ନିଜ ପୁତ୍ର ପ୍ରହଲ୍ଲାଦକୁ…

ହୋଲି ଦିନ ଘରର ମୁଖ୍ୟଦ୍ୱାରରେ ଲଗାନ୍ତୁ ସୂର୍ଯ୍ୟଦେବଙ୍କ ଫଟୋ, ପରିବାର ସଦସ୍ୟଙ୍କର ହେବ ଉନ୍ନତି

ହିନ୍ଦୁ ଧର୍ମରେ ହୋଲି ପର୍ବର ବିଶେଷ ମହତ୍ତ୍ୱ ରହିଥାଏ। ଏହି ଦିନରେ ଅଧର୍ମ ଉପରେ ଧର୍ମର ଜୟର ପ୍ରତୀକ ବୋଲି କୁହାଯାଏ। ଫାଲଗୁନ ମାସର ପୂର୍ଣ୍ଣିମା ଦିନ ହୋଲିକା ଦହନ କରାଯାଏ। ଚୈତ୍ର ମାସ ପ୍ରତିପଦା ତିଥିରେ ହୋଲି ପାଳନ କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନରେ କିଛି କଥା ଧ୍ୟାନ…

ହୋଲିରେ ଖାସ୍‌ କରି ଝିଅମାନେ ରଖନ୍ତୁ ଏସବୁ ବିଷୟ ପ୍ରତି ନଜର, ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି

ହୋଲି ଏକ ଏମିତି ପର୍ବ, ଯେଉଁଥିରେ ଲୋକମାନେ ସବୁ ଜିନିଷକୁ ଭୁଲି ମସ୍ତି କରିଥାନ୍ତି ଓ ରଙ୍ଗ ଖେଳିଥାନ୍ତି। ଏହି ଉତ୍ସବ ମନରେ ଖୁସି ଭରିଦିଏ। କିନ୍ତୁ ହୋଲି ଦିନ ଖାସ୍‌ କରି ଝିଅମାନେ କେତେକ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। ଏହା ଦ୍ୱାରା ନିଜକୁ ସୁରକ୍ଷିତ ରଖିପାରିବେ ଓ ବିନା…

ହୋଲି ପାର୍ଟିରେ ସାମିଲ କରନ୍ତୁ ଏହି ଚଟପଟା ଖାଦ୍ୟ, ଯାହା ଆପଣଙ୍କ ଇମ୍ୟୁନିଟିକୁ କରିବ ଷ୍ଟ୍ରଙ୍ଗ

ରଙ୍ଗର ପର୍ବ ହୋଲିର ମଜା ହିଁ ଥାଏ କିଛି ନିଆରା। ଏହି ପର୍ବକୁ ପାଳନ କରିବା ପାଇଁ ପିଲାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ଏଥିପାଇଁ ଘରେ କିଛି ଅଲଗା ମାହୋଲ ରହିଥାଏ। ରଙ୍ଗ ଖେଳିବା ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ସ୍ନାକ୍ସ ଖାଇବାର ମଜା ଉଠାନ୍ତି ଲୋକେ।…

ଏଥର ହୋଲିରେ ଲାଗିପାରେ କଟକଣା! ବୈଷୟିକ କମିଟିର ପ୍ରସ୍ତାବ, ବିପଜ୍ଜନକ ହୋଇପାରେ ରଙ୍ଗଖେଳ

କେନ୍ଯୁଜ୍: ମାତ୍ର ତିନି ସପ୍ତାହରେ ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାରରୁ ୩୯ ହଜାରରେ ପହଁଚିଲାଣି । ଏକାଧିକ ରାଜ୍ୟରେ କରୋନା ଯୋଗୁଁ ନାଇଟ କର୍ଫ୍ୟୁ ଓ ଲକଡାଉନ ଲାଗୁ ହେଲାଣି । ଏଭଳି ସ୍ଥିତିରେ ଚଳିତବର୍ଷ ହୋଲି ପାଳନ ବିପଜ୍ଜନକ ହୋଇପାରେ । ଏପରିକି ହୋଲି ଖେଳ ଯୋଗୁଁ…

ଭଉଣୀ ଇନାୟା ସହ ମନ ଭରି ହୋଲି ଖେଳିଲେ କୁନି ତୈମୁର, ଫଟୋ ଦେଖିଲେ ମନେ ପଡ଼ିଯିବ ପିଲାବେଳ

କରୀନା କପୁର ସ୍ୱାମୀ ସୈଫ ଅଲ୍ଲୀ ଖାନ୍‌ ଓ ପୁଅ ତୈମୁର ସହ ହୋଲି ସେଲିବ୍ରେଟ୍‌ କରିଛନ୍ତି। କରୀନା ଗାଲ୍‌ରେ ହାଲ୍‌କା ରଙ୍ଗ ଲଗାଇଥିବା ନଜର ଆସିଥିବା ବେଳେ ତୈମୁର କିନ୍ତୁ ବେଶ୍‌ ମନ ଭରି ଉପଭୋଗ କରଛନ୍ତି ରଙ୍ଗର ପର୍ବ ହୋଲିକୁ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…