Browsing Tag

holi color

ହୋଲି ବାହାନାରେ ଜାପାନୀ ଯୁବତୀଙ୍କୁ ଅସଦାଚରଣ କରିଥିବା ମାମଲା: ମୁହଁ ଖୋଲିଲେ ଯୁବତୀ, କହିଲେ ଗୋଟେ ଘଟଣା ପାଇଁ ଭାରତକୁ…

ଦିଲ୍ଲୀର ପାହାଡଗଞ୍ଜରେ ହୋଲି ବାହାନାରେ ଜାପାନୀ ମହିଳାଙ୍କୁ ଅସଦାଚରଣ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା । ସୋସିଆଲ ମିଡିଆରେ ଭିଡିଓ ଭାଇରଲ ହେବା ପରେ ଲୋକେ ଅଭଦ୍ରତା କରିଥିବା ଲୋକଙ୍କୁ ଗିରଫ ପାଇଁ ଦାବି କରିଥିଲେ । ଦିଲ୍ଲୀ ମହିଳା କମିଶନ ସ୍ୱାତୀ ମାଲିଓ୍ଵାଲ ଏହି ମାମଲାରେ…

ମିନିଟ୍‌ରେ ଦୂର ହେବ ଚଟାଣ ଏବଂ କାନ୍ଥରେ ଲାଗିଥିବା ହୋଲି ଦାଗ, ଜାଣନ୍ତୁ କିପରି ?

ରଙ୍ଗର ପର୍ବ ହୋଲିକୁସମସ୍ତେ ଚାହିଁବସିଚନ୍ତି। ଏହି ଉତ୍ସବରେ ସମସ୍ତେ ପ୍ରାୟତଃ ରଙ୍ଗରେ ବୁଡି ରହିଥାନ୍ତି। କିନ୍ତୁ ଏହି ରଙ୍ଗ ଆପଣଙ୍କ ଘରର ଚଟାଣ ଏବଂ କାନ୍ଥରେ ଲାଗିଥିବା ଜିଦ ଦାଗକୁ ଛଡାଇବାକୁ ବହୁତ କଷ୍ଟ କରିବାକୁ ପଡିଥାଏ। ହୋଲି ସିନା ସରିଯାଏ କିନ୍ତୁ ଏହାର ରଙ୍ଗ ଛଡାଇବାକୁ ବହୁତ କଷ୍ଟ…

ରଙ୍ଗ ଦାଗରୁ ଏପରି ଦିଅନ୍ତୁ ନିଜ କାରକୁ ସୁରକ୍ଷା, ଏହି ଉପାୟ କଲେ ଆଦୌ ଲାଗିବନି ହୋଲି କଲର

ରଙ୍ଗର ପର୍ବ ହୋଲିରେ ସମସ୍ତେ ରଙ୍ଗରେ ରଙ୍ଗେଇ ହେବାକୁ ଚାହାଁନ୍ତି ଆଉ ଏଥିପାଇଁ ସାରା ଦେଶରେ ଲୋକେ ଏହି ପର୍ବକୁ ସେଲିବ୍ରେଟ କରନ୍ତି । ଜଣେ ଜଣଙ୍କୁ ରଙ୍ଗ ଲଗାଇ ସମସ୍ତେ ପାଳନ କରନ୍ତି ହୋଲିରେ ପର୍ବ । ତେବେ ଏହାରି ଭିତରେ ଆପଣ ହୋଲିରେ ନିଜ କାରକୁ ବାହାରକୁ ବାହାର କରିବାକୁ ଭୟ କରୁଛନ୍ତି?…

ପାକିସ୍ତାନରେ ହୋଲି ପାଳୁଥିବା ହିନ୍ଦୁ ଛାତ୍ରଙ୍କ ଉପରେ ଆକ୍ରମଣ, ୧୫ରୁ ଅଧିକ ଛାତ୍ର ଆହତ

କାଙ୍ଗାଳ ପାକିସ୍ତାନ ନିଜର ପ୍ରକୃତି ଛାଡ଼ୁନି । ହିନ୍ଦୁଙ୍କ ଉପରେ ବାରମ୍ବାର ଆକ୍ରମଣ କରିବାରେ ଲାଗିଛି । ଆଉ ଏବେ ହୋଲି ଖେଳକୁ ନେଇ ବିବାଦ ଆରମ୍ଭ ହୋଇଛି । ପଞ୍ଜାବ ୟୁନିର୍ଭସିଟିର ଲ’ କଲେଜରେ ହୋଲି ଖେଳିବାକୁ ପ୍ରାୟ ୩୦ ଜଣ ହିନ୍ଦୁ ଛାତ୍ର ଏକାଠି ହୋଇଥିଲେ। ତେବେ ଇସ୍‌ଲାମିକ୍ ଜାମିଆ…

ଦିନକ ପରେ ସାରା ରାଜ୍ୟରେ ପାଳିତ ହେବ ପବିତ୍ର ହୋଲି ପର୍ବ, ଅଘଟଣ ଏଡ଼ାଇବା ପାଇଁ ୩୪୨ ଟି ଅଗ୍ନିଶମ କେନ୍ଦ୍ରକୁ…

କଟକ(କେନ୍ୟୁଜ): ଦିନକ ପରେ ସାରା ରାଜ୍ୟରେ ପାଳିତ ହେବ ପବିତ୍ର ହୋଲି ପର୍ବ। କୋଭିଡ କଟକଣା ପାଇଁ ଗତ ତିନି ବର୍ଷ ହେବ ସେଭଳି ହୋଲି ଖେଳ ହୋଇ ପାରି ନାହିଁ। ତେଣୁ ଚଳିତ ବର୍ଷ ବେଶ ଧୁମଧାମରେ ହୋଲିଖେଳ ହେବ ବୋଲି ଆଶା କରାଯାଉଛି। ହୋଲି ଖେଳି ସାରିବା ପରେ ବିଭିନ୍ନ ନଦୀ ପୋଖରୀରେ ଲୋକମାନେ…

ହୋଲିର ଦିନକ ପୂର୍ବରୁ କୁମ୍ଭ ରାଶିରେ ପ୍ରବେଶ କରିବେ ଶନି, ଏହି ୫ଟି ରାଶିର ବଢ଼ିପାରେ ସମସ୍ୟା

ନ୍ୟାୟର ଦେବତା ଶନି ହୋଲିର ଦିନକ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୬ ରାତି ପାଖାପାଖି ୧୧ଟା ୩୬ ମିନିଟ୍‌ରେ କୁମ୍ଭ ରାଶିରେ ପ୍ରବେଶ କରିବେ। ଜ୍ୟୋତିଷଙ୍କ କହିବା ଅନୁସାରେ, ଶନି ପ୍ରବେଶ କରିବା ପରେ ୫ଟି ରାଶି ପାଇଁ ସମସ୍ୟା ସୃଷ୍ଟି କରିବେ। ଏଥିପାଇଁ ଏହି ରାଶିର ଲୋକମାନଙ୍କୁ ମାର୍ଚ୍ଚ ୬ ପରେ…

ବଜାର ନୁହେଁ ଘରେ ଏପରି ବନାନ୍ତୁ ହୋଲି ରଙ୍ଗ, ବିନ୍ଦାସ୍ ବେଫିକର ହୋଇ ଖେଳନ୍ତୁ ହୋଲି

କରୋନାର ଏହି ନୂଆ ଷ୍ଟ୍ରେନରେ ଆପଣ ଯଥେଷ୍ଟ ସଚେତନ ଆଉ ସତର୍କ ରୁହନ୍ତୁ। ରଙ୍ଗ ଖେଳିବାକୁ ଚାହୁଁଥିଲେ ଆପଣ ବଜାରରୁ ରଙ୍ଗ କିଣିବା ଅପେକ୍ଷା ହୋଲିରେ ଆପଣ ଘରେ ହର୍ବାଲ ଏବଂ ନ୍ୟାଚୁରାଲ ରଙ୍ଗ ବନାଇପାରିବେ। ଏହି ରଙ୍ଗ ଆପଣଙ୍କ ତ୍ୱଚାକୁ କୌଣସି ପ୍ରକାର କ୍ଷତି ପହଁଚାଇ ନଥାଏ। ଖାଲି ଏତିକି ନୁହେଁ…

ଆଉ ୩ଦିନ ହୋଲି: ଦୁଇ ବର୍ଷ ପରେ ଏଥର ଜମିବ ରଙ୍ଗ ଖେଳ, ଉତ୍ସାହିତ ଲୋକେ

ଭୁବନେଶ୍ବର(କେନ୍ଯୁଜ୍): ଆଉ ୩ଦିନ ପରେ ରଙ୍ଗର ପର୍ବ ହୋଲି । ଦୁଇ ବର୍ଷ ପରେ ଏଥର ଜମିବ ରଙ୍ଗ ଖେଳ । କୋଭିଡ୍‌ ଭୟ ପ୍ରାୟତଃ ନାହିଁ । କଟକଣା ବି ନାହିଁ । ଦୁଇ ବର୍ଷ ପରେ ବାହାରେ ହୋଲି ଖେଳିବା ପାଇଁ ସୁଯୋଗ ମିଳିଛି। ଲୋକେ ଏହାକୁ ନେଇ ବେଶ୍‌ ଉତ୍ସାହିତ । ବଜାରରେ ବି ରଙ୍ଗ ପସରା ମେଲିଛି…

ହୋଲିରେ କାହିଁକି ପିନ୍ଧାଯାଏ ଧଳା ରଙ୍ଗର କପଡ଼ା? ଜାଣନ୍ତୁ ଏହାର କାରଣ

ରଙ୍ଗ ଏବଂ ଖୁସି ବାଣ୍ଟିବାର ପର୍ବ ହେଉଛି ହୋଲି। ଏହି ଦିନ ଲୋକେ ପରସ୍ପରକୁ ରଙ୍ଗ ଲଗାଇ ଥାଆନ୍ତି। ହୋଲିରେ ଅନେକ ଲୋକ ଧଳା ରଙ୍ଗର କପଡ଼ା ପିନ୍ଧିଥାଆନ୍ତି। କ’ଣ କେବେ ଆପଣ ଭାବିଛନ୍ତି କି, ଲୋକେ ଏହି ଦିନ ଧଳା ରଙ୍ଗର କପଡ଼ା କାହିଁକି ପିନ୍ଧନ୍ତି? ଏହା ପଛରେ କ’ଣ ରହିଛି ପରମ୍ପରା? ଆଜି ଆମେ…

ଏହି ଚାରିଟି ରାଶିର ଲୋକଙ୍କ ଜାତକରେ ରହିଛି ହୋଲିର ଶୁଭ ଯୋଗ, ଜାଣନ୍ତୁ କେଉଁ କେଉଁ ରାଶି

ହୋଲି ପର୍ବକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଲାଗି ରହିଥାଏ। ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ବିଶେଷତା ଆଣିଦେଇଥାଏ। କିନ୍ତୁ ହୋଲିରେ କିଛି ରାଶି ଉପରେ ବିଶେଷ ଶୁଭ ଯୋଗ ରହିଛି , ଅର୍ଥାତ ମାତା ଲକ୍ଷ୍ମୀଙ୍କର କୃପା ଏହି ରାଶି ଗୁଡିକର ଲୋକେ ପାଇପାରିବେ I - ଜ୍ୟୋତିଷ ଗଣନା ଅନୁସାରେ…

ହୋଲି ରଙ୍ଗ ଶରୀର ଏବଂ ମସ୍ତିଷ୍କକୁ ସନ୍ତୁଳିତ ରଖିଥାଏ, ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

ରଙ୍ଗର ପର୍ବ ହୋଲି। ଏହିଦିନକୁ ସମସ୍ତେ ରଙ୍ଗ ଖେଳି ମନଭରି ଉପଭୋଗ କରନ୍ତି। ବଜାରରେ ମିଳୁଥିବା ରସାୟନିକଯୁକ୍ତ ରଙ୍ଗ ଶରୀରକୁ କ୍ଷତି ପହଞ୍ଚାଇଥାଏ। କିନ୍ତୁ ଅଭିର ବା ପ୍ରାକୃତିକ ରଙ୍ଗ ଶରୀରକୁ କ୍ଷତି ପହଞ୍ଚାଇବା ପରିବର୍ତ୍ତେ ଲାଭ ଦେଇଥାଏ। କିନ୍ତୁ ରଙ୍ଗ ଶରୀରକୁ କ୍ଷତି ପହଞ୍ଚାଇଥାଏ ବୋଲି…