Browsing Tag

holiday

ଜାନୁୟାରୀ ୨୨ ପାଇଁ ହିମାଚଳ ପ୍ରଦେଶରେ ପୂରା ଦିନ ଛୁଟି ଘୋଷଣା; ମୁଖ୍ୟମନ୍ତ୍ରୀ କହିଲେ, ‘ଘରେ ଘରେ ଜଳାଅ ଦୀପ’

ଜାନୁୟାରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ରାଜ୍ୟମାନଙ୍କରେ ଛୁଟି ଘୋଷଣା କରାଯାଉଛି । କିଛି ରାଜ୍ୟରେ ପୂରା ଦିନ ଅବକାଶ ଘୋଷଣା କରାଯାଇଥିବା ବେଳେ ଆଉ କିଛି ରାଜ୍ୟରେ ଅଧା ଦିନ ପାଇଁ ସରକାର ଛୁଟି ଘୋଷଣା କରିଛନ୍ତି । ବର୍ତ୍ତମାନ ହିମାଚଳ ପ୍ରଦେଶରେ…

ରାଜ୍ୟ ସରକାରଙ୍କ ବଡ ଘୋଷଣା: ନୂଆଁଖାଇ ପାଇଁ ସମ୍ୱଲପୁର ଏବଂ ବରଗଡ଼ରେ ୨ଦିନ ଲେଖାଏଁ ଛୁଟି

ଭୁବନେଶ୍ୱର (କେନ୍ୟୁଜ): ଆଗକୁ ନୂଆଁଖାଇ ପର୍ବ । ଏହା ପଶ୍ଚିମ ଓଡିଶାରେ ବଡ ପର୍ବ ହୋଇଥିବାରୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ଦୁଇଦିନ ଛୁଟି ଘୋଷଣା କରିଛନ୍ତି । ସେପ୍ଟେମ୍ବର ୧ ଓ ୨ ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି କେବଳ ସମ୍ବଲପୁର ଓ ବରଗଡ ଜିଲ୍ଲାପାଇଁ ଲାଗୁ…

ଧ୍ୟାନ ଦିଅନ୍ତୁ! ଆଜିଠୁ ୭ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ, କରିପାରିବେନି କୌଣସି କାମ

ବ୍ୟାଙ୍କରେ ଟଙ୍କା ନେଣ ଦେଣ କରୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର। ସବୁ ବେଳେ ବ୍ୟାଙ୍କରେ ଟ୍ରାଞ୍ଜାକ୍ସନ୍‌ କରୁଥିବା ଉପଭୋକ୍ତାଙ୍କୁ ଚଳିତ ମାସରେ ୭ ଦିନ ହଇରାଣ ହେବାକୁ ପଡ଼ିବ। କାରଣ ମାର୍ଚ୍ଚ ୧୭ରୁ ୨୯ ତାରିଖ ପର୍ଯ୍ୟନ୍ତ ମୋଟ୍‌ ୭ ଦିନ ଧରି ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଫଳରେ ବ୍ୟାଙ୍କ…

ମାର୍ଚ୍ଚ ମାସରେ ବ୍ୟାଙ୍କରେ ଲମ୍ବା ଛୁଟି, ମୋଟ୍‌ ୧୫ ଦିନ ବନ୍ଦ ରହିବ; ଦେଖନ୍ତୁ ପୂରା ତାଲିକା

ମାର୍ଚ୍ଚ ମାସ ହେଉଛି ଉତ୍ସବର ମାସ। ଏହି ମାସରେ ମହାଶିବରାତ୍ରି, ହୋଲି ଭଳି ବଡ଼ ବଡ଼ ଉତ୍ସବ ପଡ଼ୁଛି। ସେହିଭଳି କେତେକ ସ୍ଥାନୀୟ ପର୍ବ ପର୍ବାଣୀ ମଧ୍ୟ ଏହି ମାସରେ ପଡ଼ୁଛି। ଏହି କାରଣରୁ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବ୍ୟାଙ୍କ ମଧ୍ୟ ଛୁଟି ରହିବ। ଏବେ ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବଢ଼ୁଥିବାରୁ…

୬୮ ବର୍ଷ ବୟସରେ ସାଇବେରିଆରେ ଏମିତି ଛୁଟି କାଟୁଛନ୍ତି ଋଷ ରାଷ୍ଟ୍ରପତି ପୁଟିନ, ଫଟୋ ହେଉଛି ଭାଇରାଲ

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଫିଟନେସ ଏବଂ ଛୁଟି କାଟିବାକୁ ନେଇ ଅନେକ ସମୟରେ ହେଡଲାଇନରେ ରହିଥାନ୍ତି । ବର୍ତ୍ତମାନ ଋଷରୁ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଠାରେ ୬୮ ବର୍ଷ ବୟସରେ ଭ୍ଲାଦିମିର ପୁଟିନ ସାଇବେରିଆରେ ଛୁଟି କାଟୁଛନ୍ତି ଏବଂ ଏହି ସମୟରେ ମାଛ ମଧ୍ୟ ଧରୁଛନ୍ତି । ଏକ…

ଆସନ୍ତା କାଲି ବନ୍ଦ ରହିବ ରାଜ୍ୟର ସବୁ କଲେଜ ଓ ୟୁନିଭର୍ସିଟି

ଭୁବନେଶ୍ୱର : ଆସନ୍ତା କାଲି ବନ୍ଦ ରହିବ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ। ପଞ୍ଚାୟତିରାଜ ଦିବସ ଅବସରରେ ଛୁଟି ଘୋଷଣା କଲା ଉଚ୍ଚ ଶିକ୍ଷା ବିଭାଗ। ଏ ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

କରୋନା ଛୁଟିରେ କିଛି ଦିନ ପାଇଁ କାମକୁ ଦିଅନ୍ତୁ ବ୍ରେକ, ଦୂର ହେବ ଅନେକ ରୋଗ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ପ୍ରାୟ ସମସ୍ତେ ବିଷାଦଗ୍ରସ୍ତ ରହୁଛନ୍ତି। ପିଲାମାନେ ପଢାକୁ ନେଇ ଚିନ୍ତାରେ ରହୁଥିବା ବେଳେ ବଡ଼ ମାନେ ଚାକିରି ଓ ମହିଳାମାନେ ଉଭୟ ଚାକିରି ଏବଂ ଘରକାମକୁ ନେଇ ଚିନ୍ତିତ ରହୁଛନ୍ତି। ପ୍ରତିଦିନ ଆମେ ଏକ ରୁଟିନ୍ ଜୀବନ ଜୀଉଁଛେ। ଫଳରେ ଅଧିକ ଚିଡିଚିଡା…

ସପ୍ତାହ ଯାକ ନିଜକୁ ଫୂର୍ତ୍ତି ରଖିବା ପାଇଁ ଛୁଟି ଦିନରେ କରନ୍ତୁ ଏହି କାମ

କର୍ମ ବ୍ୟସ୍ତ ଜୀବନରେ କାହା କାହାକୁ ସପ୍ତାହକୁ ୨ ଦିନ ଛୁଟି ମିଳୁଥିବା ବେଳେ କାହାକୁ କେବଳ ଗୋଟିଏ ଦିନ ହିଁ ମିଳିଥାଏ । ଏହି ଛୁଟି ଦିନ ଟିକୁ ସମସ୍ତେ ସାଧାରଣତଃ ନିଜ ପସନ୍ଦ ଅନୁସାରେ କଟାଇବାକୁ ଚାହାନ୍ତି । ବେଳେ ବେଳେ ଆମେ ନିଜ କର୍ମମୟ ଜୀବନରେ ଏତେ ମାତ୍ରାରେ ଅଭ୍ୟସ୍ତ ହୋଇଯାନ୍ତି ଯେ…