୨୦୨୦ରେ ପଡ଼ୁଛି କେତୋଟି ଛୁଟି ଜାଣନ୍ତୁ ଓ ବୁଲିବା ପାଇଁ ଏବେ ଠାରୁ ବନାନ୍ତୁ ପ୍ଲାନ୍
ଆଉ ମାତ୍ର ଦିନ କେଇଟା ପରେ ବିଦାୟ ନେବ ୨୦୧୯ ଓ ଆରମ୍ଭ ହେବ ନବବର୍ଷ ୨୦୨୦। ନୂଆବର୍ଷ ପାଇଁ ଏବେଠୁ ଲୋକମାନେ ବିଭିନ୍ନ ପ୍ଲାନ୍ କରୁଥିବା ଦେଖିବାକୁ ମିଳିଛି। ଯଦି ଆପଣ ବି ୨୦୨୦ରେ ମିଳୁଥିବା ଛୁଟିକୁ ନେଇ ଉତ୍ସାହିତ ଅଛନ୍ତି, ତେବେ ଆସନ୍ତୁ ଜାଣିବା ଆସନ୍ତାବର୍ଷ କେଉଁ କେଉଁ ଦିନ ଛୁଟି…