ହୋଲିକା ଦହନର ବିଶେଷ ମହତ୍ତ୍ବ, ଅଗ୍ନିରେ ଦାହ କରୁଥିବା ଜିନିଷର କ’ଣ ପଡେ ଶୁଭ ଓ ଅଶୁଭ ପ୍ରଭାବ
ହିନ୍ଦୁ ଧର୍ମ ଅନୁସାରେ ହୋଲି ପରି ହୋଲିକା ଦହନର ବିଶେଷ ମହତ୍ତ୍ବ ରହିଛି । ହୋଲି ରଙ୍ଗ, ପ୍ରେମ ଏବଂ ଖୁସିର ପ୍ରତୀକ । ହୋଲିକା ଦହନ ସମୟରେ ଅଗ୍ନିରେ କିଛି ଅର୍ପଣ କରିବା ଦ୍ବାରା ସକରାତ୍ମକ ଉର୍ଜା ସୃଷ୍ଟିର ବିଶ୍ବାସ ରହିଛି । ପ୍ରତ୍ୟେକ ବର୍ଷ ଫାଲଗୁନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀରେ…