ଇଲୋଜିଙ୍କ ପ୍ରେମରେ ପାଗଳି ଥିଲେ ହୋଲିକା, ଧର୍ମସଙ୍କଟରେ ପଡି ପ୍ରେମ ପାଇଁ ଦେଇଥିଲେ ବଳିଦାନ
ହୋଲି ପର୍ବ ଆସିବା ମାତ୍ରେ ଆପଣଙ୍କ ମନରେ ଅନେକ ପ୍ରକାରର କାହାଣୀ ଆସିଥାଏ। ଆଉ ଏହିସବୁ କାହାଣୀରେ ହୋଲିକା ନାମ ଆଗ ଆସିଥାଏ। କିଭଳି ହୋଲିରେ ମିଥ୍ୟା ଉପରେ ସତ୍ୟ ଜୟ ହୋଇଥିଲା । ହୋଲିକା ଦହନ ଫାଲଗୁନ ପୂର୍ଣ୍ଣିମା ଦିନ କରାଯାଇଥାଏ। ଚଳିତ ବର୍ଷ ଏହି ପୂର୍ଣ୍ଣିମା ଆସନ୍ତା ୯ ମାର୍ଚ୍ଚରେ ପାଳନ…