Browsing Tag

hollywood

ଭାରତ ଗସ୍ତରେ ହଲିଉଡ୍‌ ଷ୍ଟାର ଓ୍ଵିଲ୍‌ ସ୍ମିଥ୍‌, ଓସ୍କାରରେ ‘ଚାପୁଡ଼ା କାଣ୍ଡ’ ପରେ ମୁମ୍ବାଇରେ ଆସିଲେ ନଜର

ଭାରତ ଗସ୍ତରେ ହଲିଉଡ୍‌ ଅଭିନେତା ଓ୍ଵିଲ୍‌ ସ୍ମିଥ୍‌। ଓସ୍କାର ଆଓ୍ଵାର୍ଡ ଶୋ’ରେ କମେଡିଆନ୍‌ କ୍ରିସ୍‌ ରକ୍‌ଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାରେ ଥିବା ହଲିଉଡ୍‌ ଷ୍ଟାର ଓ୍ଵିଲ୍‌ ସ୍ମିଥ୍‌ ପୁଣିଥରେ ଭାରତ ଆସିଛନ୍ତି। ୨୦୧୯ ମସିହାରେ ସେ ନିଜ ରିଆଲିଟି ଶୋ’ ଓ୍ଵିଲ୍‌ ସ୍ମିଥ୍‌ ବକେଟ୍‌ ଲିଷ୍ଟର…

୨୦୨୧ରେ ଚର୍ଚ୍ଚିତ ଷ୍ଟାରଙ୍କ ବ୍ରେକ ଅପ,ବିଲ ଗେଟ୍ସ ଓ ଏଲନ୍‌ ମସ୍କଙ୍କ ପରି ବିଶ୍ୱର ଧନୀ ମଧ୍ୟ ହୋଇପାରିଲେନି ପ୍ରେମରେ…

ନୂଆ ବର୍ଷର ଆରମ୍ଭ ହୋଇଛି ପୁଣି ୨୦୨୨ ମସିହା ଆସିସାରିଛି କିନ୍ତୁ ୨୦୨୧ ରେ ଅନେକ ଘଟଣା ଘଟିଛି ଯାହାକି ଆପଣଙ୍କୁ ଚିନ୍ତାରେ ପକାଇଥିବ । ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଯାଇଥିଲା ୨୦୨୧ ମସିହାରେ । ପୁଣି ସେଥି ମଧ୍ୟରୁ ସବୁଠାରୁ ବଡ କଥା ହେଲା ସେଲିବ୍ରିଟିମାନଙ୍କର…

ସିଙ୍ଗର୍‌ଙ୍କ ଅଦ୍ଭୁତ କାରନାମା! ଷ୍ଟେଜ୍‌ରେ ଉତ୍ସାହିତ ହୋଇ ଫ୍ୟାନଙ୍କ ମୁହଁରେ କରି ଦେଲେ ପରିସ୍ରା, କ୍ଷମା ମାଗିବା…

ନିଜ ପସନ୍ଦର ଲୋକଙ୍କୁ ଦେଖିବା ପାଇଁ ଲୋକେ ବ୍ୟାକୁଳ ଥାଆନ୍ତି। ବହୁ ସଂଘର୍ଷକୁ ସାମ୍ନା କରି ଲୋକେ ସେମାନଙ୍କୁ ଦେଖିବା ପାଇଁ ପହଞ୍ଚି ଯାଇ ଥାଆନ୍ତି, କିନ୍ତୁ ଅନେକ ବାର ସେମାନଙ୍କୁ ନିରାଶ ହେବାକୁ ପଡ଼ିଥାଏ। ଆମେରିକାରୁ ଏମିତି ହିଁ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଜଣେ ପ୍ରସିଦ୍ଧ…

Met Gala 2021: ମୁଣ୍ଡଠୁ ଗୋଡ଼…ପୂରା ଶରୀରକୁ କଳା କଭରରେ ଢାଙ୍କି ରଖିଥିଲେ କିମ୍‌ କାର୍ଦସିୟନ, ତଥାପି ରେଡ୍‌…

ହଲିଉଡ୍‌ର ରିୟାଲିଟି ଟିଭି ଷ୍ଟାର୍‌ କିମ୍‌ କାର୍ଦସିୟନ ନିଜର ବୋଲ୍ଡ ଫ୍ୟାଶନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ କିମ୍‌ ନିଜର ଏକ ନୂଆ ଅବତାରରେ ମେଟ୍‌ ଗାଲା ୨୦୨୧ରେ ପହଞ୍ଚିଥିଲେ। ଏହି ସମୟରେ ସେ ବ୍ଲାକ୍‌ ଡ୍ରେସ୍‌ରେ ନିଜର ପୂରା ଶରୀରକୁ ଢାଙ୍କି ରଖିଥିଲେ। ଏପରିକି, ସେ…

ବ୍ରିଟନୀ ସ୍ପୀୟର୍ସ ବୟଫ୍ରେଣ୍ଡଙ୍କ ସହ କରି ନେଲେ ନିର୍ବନ୍ଧ, ସୋସିଆଲ ମିଡିଆରେ ଦେଖାଇଲେ ଏନ୍‌ଗେଜମେଣ୍ଟ ରିଙ୍ଗ୍‌

ଆମେରିକାନ୍‌ ସିଙ୍ଗର ବ୍ରିଟନୀ ସ୍ପୀୟର୍ସ ନିଜ ଲଙ୍ଗ୍‌ ଟାଇମ୍‌ ବୟଫ୍ରେଣ୍ଡ ସ୍ୟାମ୍‌ ଅସଗରୀଙ୍କ ସହିତ ନିର୍ବନ୍ଧ କରି ନେଇଛନ୍ତି। ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଏ ନେଇ ସୂଚନା ଦେଇଛନ୍ତି। ଭିଡିଓରେ ସେ ନିଜ ଏନ୍‌ଗେଜମେଣ୍ଟ ରିଙ୍ଗ୍‌ ଦେଖାଉଥିବାର ନଜର ଆସୁଛନ୍ତି। ତାଙ୍କ ମଙ୍ଗେତର ୨୭…

ର‍୍ୟାପର କାର୍ଡି ବି କରାଇଲେ ନ୍ୟୁଡ୍‌ ଫଟୋଶୁଟ, ସ୍ୱାମୀ ଅଫ୍‌ସେଟଙ୍କ ସହିତ ଦେଖାଇଲେ ବେବି ବମ୍ପ୍‌

BET ଆଓ୍ଵାର୍ଡସ୍‌ରେ ର‍୍ୟାପର କାର୍ଡି ବି ଓ ତାଙ୍କ ସ୍ୱାମୀ ଅଫ୍‌ସେଟ ଘୋଷଣା କରିଥିଲେ କି, ଜଲ୍‌ଦି ହିଁ ସେମାନେ ନିଜ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ କପଲ୍‌ ଏକ ସାଥୀରେ ପରଫର୍ମ କରିବାକୁ ବି ଘୋଷଣା କରିଥିଲେ। କାର୍ଡି ଓ ଅଫ୍‌ସେଟ…

ହଲିଉଡରେ କାମ କରିବାକୁ ଚାହୁଁଛନ୍ତି ଆଲିଆ ଭଟ୍ଟ

ବଲିଉଡ ନୁହେଁ ବରଂ ହଲିଉଡରେ ଏବେ କାମ କରିବାକୁ ଚାହଁଛନ୍ତି ମିସ୍ କ୍ୟୁଟି ଆଲିଆ ଭଟ୍ଟ । ବଲିଉଡରେ ନିଜ ଅଭିନୟର ଯାଦୁ ଦେଖାଇବା ପରେ ଏବେ ହଲିଉଡରେ କାମ କରିବାକୁ ମନବଳାଇଛନ୍ତି ଏହି କ୍ୟୁଟି ନାୟିକା । ନିଜର ନଟଖଟି କ୍ୟୁଟି ଅନ୍ଦାଜରେ ଦର୍ଶକଙ୍କୁ ଘାଇଲା କରିଥିବା ଆଲିଆଙ୍କ ଏବେ ବଲିଉଡ ଛାଡି…

୫ମ ବିବାହ ପରେ ଏବେ ଘର ବିକ୍ରି କରିବାକୁ ଚାହୁଁଛନ୍ତି ପାମେଲା ଏଣ୍ଡରସନ, ୧୦୦ କୋଟିରୁ ଅଧିକ ରହିଛି ଦାମ୍‌

‘ବିଗ୍‌ ବସ୍‌ ୪’ ଫେମ୍‌ ତଥା ହଲିଉଡ୍‌ ଷ୍ଟାର୍‌ ପାମେଲା ଏଣ୍ଡରସନ ଚଳିତବର୍ଷ ଜାନୁଆରୀରେ ଖୁବ୍‌ ଚର୍ଚ୍ଚା ସାଉଁଟିଥିଲେ। ସେ ବର୍ଷ ଆରମ୍ଭରେ ୫ମ ଥର ପାଇଁ ବିବାହ କରିଥିଲେ। ଏକ ଇଣ୍ଟରଭ୍ୟୁରେ ପାମେଲା ଖୁଲାସା କରିଥିଲେ କି, ସେ ନିଜ ବଡିଗାର୍ଡ ଡ୍ୟାନ୍‌ ହେୟହର୍ଷ୍ଟଙ୍କୁ କ୍ରିସ୍‌ମସ ଇଭ୍‌ରେ…

ପାରିସ୍‌‌ ହିଲଟନଙ୍କର ହେଲା ନିର୍ବନ୍ଧ, ପୁରୁଷ ବନ୍ଧୁ ୨ ମିଲିୟନ ଡଲାରର ମୁଦି ପିନ୍ଧାଇ କଲେ ପ୍ରପୋଜ, ଫଟୋ ଭାଇରାଲ

ହଲିଉଡ୍‌ ଅଭିନେତ୍ରୀ ତଥା ବିଜ୍‌ନେସ୍‌ ଓ୍ଵିମେନ ପାରିସ୍‌‌ ହିଲଟନ ନିକଟରେ ନିଜ ଭେଞ୍ଚର କ୍ୟାପିଟାଲିଷ୍ଟ ବୟଫ୍ରେଣ୍ଡ କାର୍ଟର ରିୟମ୍‌ଙ୍କ ସହିତ ଏନ୍‌ଗେଜମେଣ୍ଟ କରିଛନ୍ତି। ଦୁଇଜଣଙ୍କ ନିର୍ବନ୍ଧ ୧୩ ଫେବୃଆରୀରେ ପାରିସ୍‌ଙ୍କ ୪୦ତମ ଜନ୍ମଦିନ ଅବସରରେ ହୋଇଥିଲା। ଏହି ମଉକାରେ ଦୁହେଁ ଏକ…

ପ୍ରିୟଙ୍କା ଚୋପ୍ରାଙ୍କ ହାତକୁ ଆସିଲା ଆଉ ଏକ ହଲିଉଡ଼ ଫିଲ୍ମ, ଏବେ ସେଲିନ ଡିୟୋନଙ୍କ ସହିତ ଆସିବେ ନଜର

ବଲିଉଡରୁ ଓଲିଉଡ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଜୋନାସ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ପ୍ରିୟଙ୍କା ଖୁବ୍ ଶୀଘ୍ର ଏକ ଫିଲ୍ମରେ ନଜର ଆସିବେ, କିନ୍ତୁ ଏହା ଏକ ହଲିଉଡ୍ ଫିଲ୍ମ । ଏହି ଚଳଚ୍ଚିତ୍ରରେ ସେ 5 ଥର ଗ୍ରାମି ପୁରସ୍କାର ଜିତିଥିବା ସେଲିନ୍ ଡିଅନ୍ଙ୍କ ସହ…

ସପ୍ତମ କ୍ଲାସରେ ଏମିତି ଦେଖାଯାଉଥିଲେ ଏହି ଅଭିନେତ୍ରୀ, ଆଜି ସାରା ବିଶ୍ୱରେ ସୃଷ୍ଟି କରିଛନ୍ତି ନିଜର ପରିଚୟ, ଆପଣ ବି…

କରୋନା ଲକଡାଉନ ଯୋଗୁ ଏବେ ବଲିଉଡ ଏବଂ ହଲିଉଡ ଅଭିନେତା, ଅଭିନେତ୍ରୀମାନେ ଘରେ ରହି ସମୟ କାଟୁଛନ୍ତି। କେହି କେହି ନିଜ ଫିଟନେସ ଉପରେ ଧ୍ୟାନ ଦେଉଛନ୍ତି ତ ଆଉ କିଏ ନିଜ ହବି ଉପରେ। ସେହିପରି କିଛି ସେଲିବ୍ରିଟି ଅଛନ୍ତି, ଯେଉଁମାନେ ନିଜ ପିଲାବେଳର ସ୍ମୃତିକୁ ତାଜା କରୁଛନ୍ତି। ନିକଟରେ…

କରୋନାରେ ଚାଲିଗଲେ ବାପା, ଲୁହଭରା କଣ୍ଠରେ ଅଭିନେତ୍ରୀ କହିଲେ, ବାପାଙ୍କ ମୃତ୍ୟୁକୁ ଦେଖିବା ପାଇଁ ମୁଁ ପ୍ରସ୍ତୁତ ଥିଲି

କରୋନା ଭାଇରସରେ ହଲିଉଡ ଅଭିନେତ୍ରୀ ସୋଫିଆ ମାଇଲସଙ୍କ ବାପା ପିଟର ମାଇଲସଙ୍କ ମୃତ୍ୟୁ ଘଟିଛି । ଏ ନେଇ ସୋଫିଆ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହା ହେଉଛି କରୋନା ଭାଇରସର ନିରାଟ ସତ କାହାଣୀ । ଅଭିନେତ୍ରୀ ଜଣକ ଆହୁରି କହିଥିଲେ ଯେ ସେ ନିଜ ବାପାଙ୍କ ମୃତ୍ୟୁକୁ ଦେଖିବା…