ଏବେ ମାତ୍ର ୫୯ ମିନିଟରେ ଆପଣଙ୍କୁ ମିଳିବ ହୋମ ଏବଂ କାର ଲୋନ…ବ୍ୟାଙ୍କର ବଡ ପ୍ରସ୍ତୁତି
ସାଧାରଣତଃ ଲୋକ ମାନଙ୍କୁ ଘର କିମ୍ବା କାର କିଣିବା ପାଇଁ ହୋମଲୋନ ଅଥବା ଅଟୋଲୋନ ନେବାକୁ ପଡିଥାଏ ଏବଂ ଏହି ଲୋନ ମିଳିବା ଏତେବି ସହଜ ହୋଇନଥାଏ । ସେଥିପାଇଁ ଲୋକମାନଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ବ୍ୟାଙ୍କର ଚକ୍କର କାଟିବାକୁ ପଡିଥାଏ କିନ୍ତୁ ବର୍ତ୍ତମାନ କେବଳ ଏକ ଘଂଟାରେ ଆପଣଙ୍କୁ ହୋମ ଓ ଅଟୋ…