ସ୍ୱାମୀ ଯାଇଥିଲେ କିନ୍ତୁ ଝିଅ ମୁହଁକୁ ଚାହିଁ ଜୀବନ ଜିଇଁବାକୁ ଚେଷ୍ଟା କରୁଥିଲି, ହେଲେ ଭଗବାନ ଆଜି ତାକୁ ଛଡାଇ ନେଲେ
ଆଉ ଶୁଭିବ ନାହିଁ ବୋଉ ଡ଼ାକ । ସୁବ ଦିନ ପାଇଁ ଲିଭିଗଲା ଏହି ଡ଼ାକଟି । ବୁକୁ ଫଟା କାନ୍ଦରେ ଫାଟି ପଡ଼ୁଛି ଘର ଅଗଣା । ସମସ୍ତଙ୍କ ଆଖିରେ ଲୁହ । ମନେ ପଡ଼ୁଛି ସେ ଅଲିଅଳିର କଥା । ଖାଇବା ପିଇବା ଠାରୁ ଆରମ୍ଭ କରି ସବୁକିଛି କରିବାକୁ ପଡ଼ୁଥିଲା ତାପାଇଁ । ଆଜି ଆଉ ସିଏ ନାହିଁ । ଏ ହେଉଛି ଜଣେ ମା'ର…