ଘର ଭଡ଼ା / ହୋମ ଲୋନ EMI , କେଉଁଟା ବେଷ୍ଟ ?
ନୂଆ ଘର କିଣିବାକୁ ଓ ତିଆରି କରିବାକୁ ଅନେକ ଲୋକଙ୍କ ସ୍ବପ୍ନ। କିନ୍ତୁ କିଛି ଲୋକଙ୍କ ଆର୍ଥିକ ସ୍ଥିତି ମଧ୍ୟ ଠିକ୍ ନଥାଏ, ଯାହା ପାଇଁ ହୋମ୍ ଲୋନ୍ ନେବାକୁ ପଡ଼େ। ଅନେକ ଲୋକ ହୋମ ଲୋନ୍ ନେବା ପାଇଁ ଚିନ୍ତା କରନ୍ତି। ଏମିତିକି କେଉଁ ବ୍ୟାଙ୍କରୁ ଲୋନ୍ ନେବା ଦ୍ଵାରା କମ୍ ସୁଧ ବା ଇଣ୍ଟେରେଷ୍ଟ…