ଏଚଡିଏଫସି ସହିତ ଏହି ବ୍ୟାଙ୍କ୍ ହ୍ରାସ କଲେ ସୁଧ ଦର, ଏବେ ଶସ୍ତା ହେବ ଘର କିଣିବା
ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ଦ୍ବାରା ଫେବୃଆରୀ ମାସରେ ରେପୋ ରେଟ ଉପରେ ରିହାତି କରିବା ପରେ ଅନେକ ବ୍ୟାଙ୍କ୍ ନିଜର ସୁଧ ଦରକୁ କମ୍ କରିଦେଇଛନ୍ତି। ଏଚଡିଏଫସି ବ୍ୟାଙ୍କରେ ସୁଧର ରିହାତି ପରେ ଫେବୃଆରୀ ୫ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଟି ବ୍ୟାଙ୍କ୍ (ଏସବିଆଇ, ବ୍ୟାଙ୍କ୍ ଅଫ୍…