ପାକିସ୍ତାନ ସହ ଉତ୍ତେଜନା ପରେ କେନ୍ଦ୍ର ଗୃହମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ
ପାକିସ୍ତାନ ସହ ଉତ୍ତେଜନା ପରେ କେନ୍ଦ୍ର ଗୃହମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସମସ୍ତ ଅର୍ଦ୍ଧସାମରିକ ବାହିନୀର ବୈଠକ ଚାଲିଛି। ଏଥିରେ ସିଆର୍ପିଏଫ୍, ବିଏସ୍ଏଫ ଓ ସିଆଇଏସ୍ଏଫର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି।