Browsing Tag

home quarantine

ହୋମ କ୍ୱାରେଣ୍ଟାଇନରେ ରହି ବିରୁଷ୍କା ଆପଣାଇଲେ ଏହି ଉପାୟ, ଯାହା ଦେଖିଲେ ଆପଣ ହୋଇଯିବେ ତାଜୁବ୍‌

ଆପଣ କଥାଟି ଶୁଣି ହୁଏତ ଆଶ୍ଚର୍ଯ୍ୟ ହେଉଥିବେ। ଅନୁଷ୍କାଙ୍କୁ କ’ଣ ଅଭାବ ପଡିଲା ଯେ, ଏ ସମୟରେ ସେଲୁନ ଖୋଲିଲେ। କିନ୍ତୁ କଥାଟି ସଂପୂର୍ଣ୍ଣ ଭିନ୍ନ। ଦିନକୁ ଦିନ କରୋନା କାୟା ଭାରତରେ ବଢି ବଢି ଚାଲିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ଭାରତକୁ ୨୧ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ…

ହୋମ୍ କ୍ୱାରେଣ୍ଟାଇନରେ ରହିଲେ ପୁରୀ ଗୋବର୍ଦ୍ଧନ ମଠର ମଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ…

କେନ୍ୟୁଜ୍(ବ୍ୟୁରୋ):  ହୋମ୍ କ୍ୱାରେଣ୍ଟାଇନରେ ରହିଲେ ପୁରୀ ଗୋବର୍ଦ୍ଧନ ମଠର ମଠାଧିସ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ । ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ଶଙ୍କରାଚାର୍ଯ୍ୟ ଦିଲ୍ଲୀରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି କାର ଯୋଗେ ମଠକୁ…

ହୋମ୍‌ କ୍ୱାରେଣ୍ଟାଇନ୍‌ ଉଲ୍ଲଂଘନ, ଭୁବନେଶ୍ୱରରେ ୨ ଜଣ ଓ କଟକରେ ଜଣଙ୍କ ନାଁରେ ମାମଲା ରୁଜୁକଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ):ହୋମ୍‌ କ୍ୱାରେଣ୍ଟାଇନ୍‌ ଉଲ୍ଲଂଘନ ଅଭିଯୋଗରେ ୩ ଜଣଙ୍କ ବିରୋଧରେ ମାମଲା । ଭୁବନେଶ୍ୱରରେ ୨ ଜଣ ଓ କଟକରେ ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ କରାଯାଇଛି । କଟକରେ ଜଣେ ଆମେରିକା ଫେରନ୍ତା ହୋମ୍‌ କ୍ୱାରେଣ୍ଟାଇନ ଗାଇଡଲାଇନ୍‌ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ବାହାରେ…

କୋରୋନା ଭାଇରସ : ଜାଣନ୍ତୁ କଣ ଏହି ‘କ୍ୱେରେଣ୍ଟିନ’ ଶବ୍ଦର ଇତିହାସ, ଏହାର ଉତ୍ପତ୍ତି ଓ ବ୍ୟବହାର

କରୋନା ଭାଇରସର ପ୍ରଭାବ ଏବେ ବିଶ୍ୱକୁ ନିଜ ଅକ୍ତିଆରକୁ ନେବାକୁ ବସିଲାଣି । ଭାରତ ବି ଏଥିରୁ ତ୍ରାହି ପାଇନି । କରୋନା ସହ ଆଉ ଏକ ଶବ୍ଦ କ୍ଵାରିଣ୍ଟିଂନ ଶବ୍ଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆପଣ ସିନା ଏହି ଶବ୍ଦଟିକୁ କେବଳ ଶୁଣିଛନ୍ତି କିନ୍ତୁ ଏହା ପଚାର ଇତିହାସ ବିଷୟରେ ହୁଏତ ଜାଣିନଥିବେ ।…

କରୋନା ମୁକାବିଲା ପାଇଁ ସହରାଞ୍ଚଳରେ ନିର୍ମାଣ ହେବ କ୍ବାରେଣ୍ଟାଇନ ସେଣ୍ଟର, ସମସ୍ତ ମହାନଗର ନିଗମକୁ ଗୃହ ଓ ନଗର ଉନ୍ନୟନ…

କେନ୍ୟୁଜ୍(ବ୍ୟୁରୋ):  କରୋନା ମୁକାବିଲା ଲାଗି ସହରାଞ୍ଚଳରେ କ୍ବାରେଣ୍ଟାଇନ ସେଣ୍ଟର ଖୋଲିବା ପାଇଁ ପୌର ପ୍ରଶାସକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥି ଭାଥନନ୍ ଆଜି ଏ ନେଇ ସମସ୍ତ ମହାନଗର ନିଗମର କମିଶନର ଏବଂ ପୌର ନିର୍ବାହୀ ଅଧିକାରୀମାନଙ୍କୁ…

ଗୋଟିଏ କ୍ଲିକରେ ଜାଣନ୍ତୁ ଘରେ କେମିତି ରହିବେ ଆଇସୋଲେଟ୍‌, ଥରେ ନିଶ୍ଚୟ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ ସଂକ୍ରମଣକୁ ନେଇ ଘରେ ଆଇସୋଲେଟ୍‌ ରହିବା ସର୍ମ୍ପକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦିଶାନିର୍ଦ୍ଦେଶକୁ ଟ୍ଵିଟରରେ ସେୟାର କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ କହିବାନୁଯାୟୀ ଘରେ ଆଇସୋଲେଟ୍‌ ହୋଇ ରହିବାର ଅର୍ଥ ହେଉଛି ଆପଣ ଏବଂ ଆପଣଙ୍କର ପରିଜନଙ୍କର…