ବାଲକୋନୀକୁ ଅସନା କରୁଛନ୍ତି କି ପାରା ? ଜାଣନ୍ତୁ ସହଜ ଉପାୟ
ଆପଣ ପ୍ରାୟତଃ ଘର ବାଲକୋନୀକୁ ସୁନ୍ଦର ଭାବେ ସଜାଉଥିବେ । ସୁନ୍ଦର ସୁନ୍ଦର ଗଛ ଲଗାଇବା ସହିତ ବାଲକୋନୀକୁ ଏନଜଏ କରିବା ପାଇଁ ବସିବାକୁ କିଛି ବ୍ୟବସ୍ଥା କରିଥିବେ ନିଶ୍ଚୟ । ଏବେ ଦିଲ୍ଲୀ ଭଳି ସହରରେ ପାରାମାନଙ୍କ ଆତଙ୍କ ଦେଖିବାକୁ ମିଳୁଛି । ଯାହା ସବୁଠାରୁ ବଡ଼ ସମସ୍ୟା ପାଲଟିଛି । ପାରା ଆମର…