Browsing Tag

home remedies

ଘିମିରି ଯୋଗୁ ଦେହ କୁଣ୍ଡାଇ ହେଉଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ତୁରନ୍ତ ମିଳିବ ଆରାମ

ଖରାଦିନେ ଦେହରେ ଘିମିରି ହେବା ଏକ ସାଧାରଣ ସମସ୍ୟା। ମାତ୍ର ବେଳେବେଳେ ଘିମିରି କୁଣ୍ଡାଇ ହୋଇ ନାଲି ନାଲି ହୋଇ ଫଳିଯିବା ସହ ରକ୍ତ ବି ବାହାରେ। ଏହା ଯନ୍ତ୍ରଣାଦାୟକ ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା ଘରୋଇ ଉପାୟରେ ଘିମିରି ଦୂର କରିବେ କେମିତି... କିଛି କାକୁଡିକୁ ଖଣ୍ଡ ଖଣ୍ଡ କରି…

ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ, ଯାହା ଆପଣଙ୍କ ଆଖି ସମସ୍ୟାକୁ କରିବ ଦୂର

ଶରୀରର ପ୍ରତ୍ୟେକ ଅଙ୍ଗ ଖୁବ ମହତ୍ତ୍ୱ ପୂର୍ଣ୍ଣ ହୋଇଥାଏ । ସେହିପରି ଆଖି ମଧ୍ୟ ଶରୀରର ଏକ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଯାହା ବିନା ସବୁ କାମ ଅସମ୍ଭବ । କିନ୍ତୁ ନୀତିଦିନ କାମରେ ଆମେ ଆଖି ଉପରେ ଏତେ ଧ୍ୟାନ ଦେଇନଥାଉ । କଷ୍ଟ ହେଲାପରେ କେତେଜଣ ଚଷମା ବ୍ୟବହାର କରନ୍ତି ତ ଅନ୍ୟ…

କରୋନା କାଳରେ ଗଳା ଓ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏସବୁ ଘରୋଇ ଉପାୟ

କରୋନା ମହାମାରୀ ମଧ୍ୟରେ ସୁସ୍ଥ ରହିବା ପାଇଁ ସମସ୍ତେ ଉଦ୍ୟମ କରୁଛନ୍ତି। ଆଗକୁ ବର୍ଷା ଦିନ ଆସିବାକୁ ଯାଉଛି। ଋତୁ ବଦଳିଲେ ତଣ୍ଟି ଓ ଫୁସଫୁସ ସଂକ୍ରମଣର ଅଧିକ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଏବେଠୁ ହିଁ ସଜାଗ ରହିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ତଣ୍ଟି ଓ ଫୁସଫୁସକୁ ସଂକ୍ରମଣମୁକ୍ତ…

ଫଟା ଗୋଇଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ସହଜ ଘରୋଇ ଉପାୟ

ମହିଳା ହୁଅନ୍ତୁ ଅବା ପୁରୁଷ ସମସ୍ତେ ନିଜ ଚେହେରା ପ୍ରତି ଯଥେଷ୍ଟ ଧ୍ୟାନ ଦେଇଥାନ୍ତି । କିନ୍ତୁ ଏହାରି ମଧ୍ୟରେ ପାଦ ପ୍ରତି ଅଣଦେଖା ହୋଇଯାଏ । ପାଦ ତଥା ଗୋଇଠି ଫାଟିବା ସମସ୍ୟା ସମସ୍ତଙ୍କ ମଧ୍ୟରେ ଦେଖାଯାଏ । କିନ୍ତୁ ଏହାପ୍ରତି ଅବହେଳା ହେଉଥିବା କାରଣରୁ ଅନେକ ସମସ୍ୟା ଦେଖାଯାଏ । କାମ…

ଘରୁ ଏମିତି ଭଗାନ୍ତୁ ଅସରପା, ଏହି ୫ଟି ଉପାୟ ଆପଣଙ୍କୁ କରିବ ସାହାଯ୍ୟ

ପ୍ରାୟ ସମସ୍ତଙ୍କ ଘରେ ଅସରପା ଥାଆନ୍ତି। ଅନେକଙ୍କ ଘରେ ଅସରପାଗୁଡ଼ିକ ଏଣେତେଣେ ବୁଲି ପରିଷ୍କାର ସୃଷ୍ଟି କରନ୍ତି। ଖାଦ୍ୟ ପଦାର୍ଥ ଉପରେ ଚଢ଼ି ସେଗୁଡ଼ିକୁ ନଷ୍ଟ କରି ଦିଅନ୍ତି। ଏମାନଙ୍କ ଦ୍ୱାରା ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ଯଦି ଘରେ ଅସରପାକୁ ନେଇ ଆପଣ ଚିନ୍ତିତ, ତ ଆଜି ଆମେ ଆପଣଙ୍କୁ…

କରୋନା ପାଇଁ ଭାଇରାଲ ହେଉଥିବା ଘରୋଇ ଉପାୟର ଜାଣନ୍ତୁ ସତ୍ୟତା

କରୋନାର ୨ୟ ଲହର ସମସ୍ତଙ୍କୁ ଡରାଇ ରଖିଛି । ଏଥିରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅନେକ ମାତ୍ରାରେ ଜାଗୃତ ହୋଇପଡିଛି । ରୋଗୀଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି । ପ୍ରାୟ ଲୋକ ଏହାର ନିରାକରଣ ପାଇଁ ଅନେକ ଘରୋଇ ଉପାୟ ଆପଣାଉଛନ୍ତି । କିଛି ଉପାୟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ…

ଖରାଦିନେ କେଶମୂଳ ଝାଳଉଛି କି! ଆଦୌ ଟେନ୍‌ସନ୍‌ ନ ନେଇ ଆପଣାନ୍ତୁ ଏସବୁ ଘରୋଇ ଉପାୟ

ଖରାଦିନରେ ଗରମ ଓ ଝାଳ ଯୋଗୁ କେବଳ ଦେହ ନୁହେଁ, ଚୁଟି ମଧ୍ୟ ଚିପ୍‌ଚିପା ଲାଗେ। ଫଳରେ ଝଡ଼ିବାକୁ ଲାଗିଥାଏ। ଏଥିସହ ଝାଳ ଯୋଗୁ ଦୁର୍ଗନ୍ଧ ବି ହୁଏ। ଏଭଳି ସ୍ଥିତିରେ ଖରାଦିନେ କେଶର ବିଶେଷ ଯତ୍ନ ନେବା ଉଚିତ୍‌। କିନ୍ତୁ ବେଳେବେଳେ ମହିଳାମାନେ ବିଭିନ୍ନ କାମ କରିବା ପରେ ବି ଏହି ସମସ୍ୟାରୁ…

ଖରାଦିନେ ଅଂଶୁଘାତରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏସବୁ ଘରୋଇ ଉପାୟ

ଖରାଦିନ ଆରମ୍ଭ ହୋଇସାରିଲାଣି। ଆଗାମୀ ୨-୩ ମାସ ଏବେ ପାରଦ ଉପରମୁହାଁ ରହିବ ଓ ଲୁ ବା ଅଂଶୁଘାତ ଆରମ୍ଭ ହୋଇଯିବ। ପ୍ରଚଣ୍ଡ ଖରା ଗରମ ଯୋଗୁ ଘରୁ ବାହାରିବା ବି ମୁସ୍କିଲ ହୋଇଯିବ। ଏଭଳି ସ୍ଥିତିରେ ଯଦି ସାବଧାନ ନ ରହିବେ ତେବେ ବେମାର ପଡ଼ିପାରନ୍ତି। ତେବେ ଆସନ୍ତୁ ଜାଣିବା କେତେକ ଘରୋଇ ଉପାୟ…

ନଡ଼ିଆ ତେଲ ଲଗାଇଲେ ଦୂର ହୋଇଯାଇଥାଏ ରୂପି, ଜାଣନ୍ତୁ ଏମିତି ହିଁ ୫ଟି ପ୍ରଭାବଶାଳୀ ଘରୋଇ ଉପାୟ

ମୁଣ୍ଡରେ ରୂପି ହେବା ଏକ ସାଧାରଣ ସମସ୍ୟା। କିନ୍ତୁ ଯଦି ଏହାକୁ ରୋକା ନ ଯାଏ, ତା’ହେଲେ ଏହା ଆପଣଙ୍କ କେଶ ସହିତ ସ୍କିନ୍‌କୁ ବି ବହୁତ କ୍ଷତି ପହଞ୍ଚାଇ ପାରେ। କେଶରେ ରୂପି ହେବା କାରଣରୁ ଚେହେରାରେ ବ୍ରଣ ସମସ୍ୟା ବି ବଢ଼ିଯାଇଥାଏ। ଆଜି ଆମେ ଆପଣଙ୍କୁ ରୂପି ହଟାଇବାର ୫ଟି ପ୍ରାକୃତିକ ଉପାୟ…

ଇନଷ୍ଟାଣ୍ଟ ଗ୍ଲୋ ପାଇଁ ଫଲୋ କରନ୍ତୁ ଏହି ଘରୋଇ ଉପାୟ

ଆଜିକାଲି ମୁହଁରେ ଦାଗ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହି ଦାଗ କେବଳ ମୁହଁର ସୁନ୍ଦରତାକୁ ଖରାପ କରିନଥାଏ ବରଂ ଚର୍ମକୁ ମଧ୍ୟ ଖରାପ କରିଦିଏ। ଏଥିରୁ ରକ୍ଷା ପାଇବା ପାଇଁ ପ୍ରାକୃତିକ ସହ ଘରୋଇ ଉପାୟ ଆପଣାନ୍ତୁ । ଯାହା ଆପଣଙ୍କୁ ଏଥିରୁ ରକ୍ଷା କରିବ। ସୁନ୍ଦର ତ୍ୱଚା ସମସ୍ତଙ୍କର…

ମୁହଁରୁ ବାହାରୁଥିବା ଦୁର୍ଗନ୍ଧ ପାଇଁ ଲଜ୍ଜିତ ହେଉଛନ୍ତି କି ? ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଅନେକଙ୍କ ମୁହଁରୁ ଦୁର୍ଗନ୍ଧ ବାହାରିଥାଏ। କଥା କହିବା ବେଳେ ଏହି ଦୁର୍ଗନ୍ଧ ବାହାରିବା ଦ୍ବାରା ସାମ୍ନା ଲୋକଟି କିଛି କହିପାରେ ନାହିଁ ସତ କିନ୍ତୁ ଏଥିପାଇଁ ଆପଣଙ୍କୁ ଅସହଜ ମନେ ହୁଏ। ଏହି ସାଧାରଣ ସମସ୍ଯା ଅନେକ ଅଲଗା ଅଲଗା କାରଣ ଯୋଗୁଁ ହୋଇଥାଏ। ମେଡିକାଲ ଭାଷାରେ ଏହାକୁ ହୋଲିଟୋସିସି…

ଏହିସବୁ କାରଣ ଯୋଗୁଁ ହୋଇଥାଏ କାନ ଯନ୍ତ୍ରଣା, ଜାଣନ୍ତୁ ଘରୋଇ ଉପଚାର

କାନରେ ଯନ୍ତ୍ରଣା ହେବା ଏକ ସାଧାରଣ ସମସ୍ୟା । ଏହି ଯନ୍ତ୍ରଣା ଉଭୟ କାନରେ ହୋଇପାରେ, ହେଲେ ଅଧିକାଂଶ ସମୟରେ ଏହା ଗୋଟିଏ କାନରେ ବି ହୋଇପାରେ । କାନର ଯନ୍ତ୍ରଣା କିଛି ସମୟ ବା ବେଶୀ ସମୟ ଧରି ଲାଗି ରହିପାରେ । ଏହି ଯନ୍ତ୍ରଣା କେତେବେଳେ ହାଲକା, ତ ଆଉ କେତେବେଳେ ଖୁବ୍ ଅଧିକ ହୋଇଥାଏ । କାନ…