Browsing Tag

home remedies

ଶୀତ ଦିନରେ ଦାନ୍ତ ସେନସିଟିଭିଟି ହେଉଛି କି ? ଜାଣନ୍ତୁ କିପରି ଘରୋଇ ଉପାୟରେ ମୁକ୍ତି ପାଇବେ

ଶୀତ ଦିନ ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥାଏ, ହେଲେ ଏହା ସହିତ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଆଣିଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ଦାନ୍ତର ସେନସିଟିଭିଟି । ଏହି ସିଜିନ୍‌ରେ ଯେଉଁମାନଙ୍କର ଦାନ୍ତ ଯନ୍ତ୍ରଣା ହେଉଛି, ସେମାନଙ୍କ ପାଇଁ ଗରମ କିମ୍ବା ଥଣ୍ଡା କିଛି ବି ଖାଇବା ଅତ୍ୟନ୍ତ କଷ୍ଟକର…

ନାକ ବନ୍ଦ ଯୋଗୁ କଷ୍ଟ ପାଉଛନ୍ତି କି? ଏହି ଘରୋଇ ଉପଚାର ତୁରନ୍ତ କରନ୍ତୁ, ଯଥାଶୀଘ୍ର ମିଳିବ ଆରାମ

ଶୀତଦିନ ଆରମ୍ଭ ହୋଇଗଲାଣି। ଏହି ଋତୁରେ ଆମେ ଅନେକ ପ୍ରକାର ରୋଗରେ ପଡ଼ିଥାଉ। ବିଶେଷ କରି ସଂକ୍ରମଣର ବିପଦ ଏହି ଦିନେ ଅଧିକ ରହିଥାଏ। ଶୀତ ଋତୁରେ ଏକ ବଡ଼ ସମସ୍ୟା ହେଉଛି ନାକ ବନ୍ଦ ହୋଇଯିବା, ଯଦ୍ଦ୍ଵାରା ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଆମେ କଷ୍ଟ ଅନୁଭବ କରିଥାଉ। ଯଦିଓ ଏଥିରେ ଡରିବାର କୌଣସି…

ଚିନ୍ତା ବଢ଼ାଉଛି କି ମାଇଗ୍ରେନ ? ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ହଳଦୀ କ୍ଷୀର ସହିତ ଖାଆନ୍ତୁ ଏହି ଜିନିଷ

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ମୁଣ୍ଡବ୍ୟଥା ହେବା ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ ଯଦି ଅଧିକ ସମୟରେ ମୁଣ୍ଡ ବିନ୍ଧା ହେଉଛି ତେବେ ତାହାକୁ ଅଣଦେଖା କରିବା ଉଚିତ୍ ନୁହେଁ । କାରଣ ଏହା ମାଇଗ୍ରେନ ପରି ସମସ୍ୟାର ଲକ୍ଷଣ ହୋଇପାରେ । ତେବେ ମାଇଗ୍ରେନ ହେଉଛି ମୁଣ୍ଡର ଏକ ଭୟଙ୍କର ଯନ୍ତ୍ରଣା ।…

କର୍ପୂରରେ ରହିଛି ଅନେକ ଚମତ୍କାରୀ ଗୁଣ, ଦୂର କରିଥାଏ ଶରୀରର ଅନେକ ସମସ୍ୟା

ସାଧାରଣତଃ କର୍ପୂର ଠାକୁରଙ୍କ ପୂଜାରେ ବ୍ୟବହାର କରାଯାଇଥାଏ। ଏଥିସହ ଘରେ ଏହାର ଧୂଆଁ ଦେବା ଦ୍ୱାରା ସକାରାତ୍ମକ ପ୍ରଭାବ ପଡିଥାଏ। କିନ୍ତୁ ପୋଷକ ତତ୍ତ୍ୱରେ ଭରପୁର ଥିବା କର୍ପୂର ତ୍ୱଚା ଏବଂ କେଶର ସମସ୍ୟା ଦୂର କରିବାରେ ଲାଭକାରୀ ହୋଇଥାଏ, ଯାହା ବିଷୟରେ ଖୁବ୍‌ କମ ଲୋକ ଜାଣିଥିବେ। ଏହାକୁ…

ବିନା ରିମୁଭରରେ ଛଡ଼ାନ୍ତୁ ନିଜ ନେଲପେଣ୍ଟ, ବ୍ୟବହାର କରନ୍ତୁ ଏହି ସବୁ ଜିନିଷ

ହାତର ସୌନ୍ଦର୍ଯ୍ୟ ବଢାଇବା ପାଇଁ ମହିଳା ମାନେ ସାଧାରତଃ ନେଲପେଣ୍ଟ ଲଗାଇଥାନ୍ତି । ଆଉ ନେଲପେଣ୍ଟ ଲଗାଇବା ପରେ ହାତ ତଥା ପାଦ ଖୁବ ସୁନ୍ଦର ଦେଖାଯାଏ । କିନ୍ତୁ ଦୀର୍ଘ ସମୟ ଧରି ନେଲ କଲର ଲଗାଇବା ଦ୍ୱାରା ନଖ ଉପରେ ମଧ୍ୟ ପ୍ରଭାବ ପଡିପାରେ । ବେଶୀ ଦିନ ହେଲେ ନଖ ମଧ୍ୟ ଖରାପ ହୋଇ ଯାଇପାରେ ।…

ମାଇଗ୍ରେନ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ୩ଟି ଘରୋଇ ଉପଚାର

ମାଇଗ୍ରେନ୍ର ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ । ଏହି ଯନ୍ତ୍ରଣାରେ ବାନ୍ତିର ଲକ୍ଷଣ ସାଧାରଣ ଦେଖାଯାଏ । ରିପୋର୍ଟ ଅନୁଯାୟୀ, ମାଇଗ୍ରେନର ଯନ୍ତ୍ରଣା ଚାରି ଘଣ୍ଟାରୁ କିଛି ଦିନ ପର୍ଯ୍ୟନ୍ତ ରହିପାରେ। ତଥାପି ଔଷଧ ଏବଂ କିଛି ଖାଦ୍ୟ ସହିତ ଲକ୍ଷଣଗୁଡ଼ିକରେ ସୁଧାର ହୋଇପାରେ। ଆୟୁର୍ବେଦ ବିଶେଷଜ୍ ଡ.…

ଶିରା ଦବିବା ସମସ୍ୟାରୁ ମିଳିବ ମୁକ୍ତି, ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ମଣିଷ ଜନ୍ମ ହୋଇଛି ମାନେ ବୟସ ବଢିବ ଏବଂ ମୃତ୍ୟୁ ନିଶ୍ଚିତ ହେବ। ଆଉ ଯଦି ଆମର ଜୀବନଶୈଳୀ ସଠିକ୍‌ ନ ହୁଏ, ତେବେ ଶରୀର ଅନେକ ପ୍ରକାର ରୋଗର ଘର ହୋଇଯାଏ। ଡାଇବେଟିଜ୍‌, ରକ୍ତଚାପ ସାଧାରଣ ରୋଗ ହୋଇଗଲାଣି। ସେପରି ଆଜିକାଲି ଶିରା ଦବିବା ମଧ୍ୟ ସାଧାରଣ ହୋଇଗଲାଣି। ବୟସ ବଢିବା ହେଉ ଅବା ରାତିରେ…

ବୁଢିଆଣୀ କାମୁଡିଲେ ଡ଼ରନ୍ତୁ ନାହିଁ, ତୁରନ୍ତ ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ

ବର୍ଷା ଋତୁରେ, କୀଟ ଏବଂ ମଶା ଘରେ ଶୀଘ୍ର ପ୍ରଜନନ କରନ୍ତି। ଏହି ଋତୁରେ ଆପଣ ଅନେକ ବୁଢିଆଣୀ ଜାଲ ମଧ୍ୟ ଦେଖିବାକୁ ପାଇବେ । ଏପରି ଅନେକ ଥର ବୁଢିଆଣୀ ମଧ୍ୟ କାମୁଡ଼ି ଦିଏ। ବୁଢିଆଣୀ କାମୁଡ଼ାର କିଛି ଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା ରହିଥାଏ ଯେପରିକି କୁଞ୍ଚନ, ଦାଗ, ଚର୍ମର ଲାଲ , ଯେଉଁଥିରେ…

ବର୍ଷାଦିନ ଆରମ୍ଭ ହେବା ମାତ୍ରେ ଦେଖାଦିଏ ପତଳା ଝାଡା ସମସ୍ୟା, ଘରୋଇ ଉପାୟରେ ଏମିତି କରନ୍ତୁ ଦୂର

ବର୍ଷାଦିନ ଆରମ୍ଭ ହୋଇଗଲାଣି। ତେଣୁ ପ୍ରତିଦିନ ପେଟ ଜନିତ ସମସ୍ୟା ଆରମ୍ଭ ହୋଇଥାଏ। ବର୍ଷାଦିନରେ ବାହାର ଖାଦ୍ୟ ଖାଇଲେ ଏମିତି କିଛି ପେଟ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ହଠାତ୍‌ ପତଳା ଝାଡା ମଧ୍ୟ ହୋଇଥାଏ। ପେଟରେ ଯନ୍ତ୍ରଣା ହେବା ସହିତ ଶରୀର ମଧ୍ୟ ଦୁର୍ବଳ ହୋଇଯାଏ। ଏମିତି ସମୟରେ ଆପଣ…

ପିରିୟଡ୍ସରେ ହେଉଛି କି ଅଧିକ ବ୍ଲିଡିଂ, ଚିନ୍ତା କରନ୍ତୁନି…କାମରେ ଆସିବ ଏହି ୫ ଘରୋଇ ଉପଚାର

ପିରିୟଡ୍ସ, ମହିଳାମାନଙ୍କର ପ୍ରତ୍ୟେକ ମାସରେ ଆସୁଥିବା ଏକ ସ୍ୱାଭାବିକ ତଥା ପ୍ରାକୃତିକ ପ୍ରକ୍ରିୟା। କିନ୍ତୁ ସମସ୍ୟା ସେତେବେଳେ ବଢ଼ି ଯାଇଥାଏ, ଯେତେବେଳେ ପିରିୟଡ୍ସ ସମୟରେ ଅଧିକ ବ୍ଲିଡିଂ ହେବାକୁ ଲାଗିଥାଏ। ଏହି କାରଣରୁ ମହିଳାମାନଙ୍କୁ ନା କେବଳ ଅତ୍ୟଧିକ ଯନ୍ତ୍ରଣା ହୁଏ, ବରଂ ଅନେକ ବାର…

ପେଟ ଗରମ ହୋଇଯାଇଛି କି, ତେବେ ତୁରନ୍ତ ଆରାମ ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଏବେ ଗରମ ବଢ଼ି ବଢ଼ି ଚାଲିଛି । ଲୋକେ ଅସହ୍ୟ ଗୁଳୁଗୁଳି ଆଉ ଗରମରେ ଏକଦମ୍‌ ବ୍ୟସ୍ତ ହୋଇପଡୁଛନ୍ତି । ପୁଣି ତାସହିତ ପେଟ ଗରମ ସମସ୍ୟା । ଗରମ ଦିନରେ କିଛି ଲୋକଙ୍କର ପେଟ ଗରମ ସମସ୍ୟା ଦେଖାଯାଏ । ଯାହା ତାଙ୍କୁ ବହୁତ ଯନ୍ତ୍ରଣା ଦେଇଥାଏ । ଏମିତି ତ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ…

ଆପଣଙ୍କ କହୁଣୀ ଅଧିକ କଳା କି…ମାତ୍ର ୧୦ ମିନିଟ୍‌ରେ ଏହି କଳାପଣକୁ ଦୂର କରିବା ପାଇଁ ନିଶ୍ଚୟ କରନ୍ତୁ ୪ଟି ଉପାୟ

କହୁଣୀର କଳାପଣ ଯୋଗୁ ଆପଣ ଅନେକ ସ୍ଥାନରେ ଲଜ୍ଜା ଅନୁଭବ କରୁଛନ୍ତି କି? ଯଦି ଆପଣଙ୍କ ସହିତ ଏମିତି ଅନେକ ଥର ଘଟି ସାରିଛି, ତା’ ହେଲେ ଆଗକୁ ଆଉ ଟେନ୍ସନ ନିଅନ୍ତୁ ନାହିଁ। କାହିଁକି ନା, ଆମେ ଆପଣଙ୍କ ପାଇଁ ଏମିତି କିଛି ଘରୋଇ ଉପଚାର ନେଇକି ଆସିଛୁ, ଯାହା ଆପଣଙ୍କୁ ସାହାଯ୍ୟ କରି ପାରିବ। ଆପଣ…