Browsing Tag

home remedies

ସ୍ମୋକିଂର ଖରାପ ଅଭ୍ୟାସ ଛାଡ଼ିବାକୁ ଚାହୁଁଛନ୍ତି କି? ତ ଥରେ ଟ୍ରାଏ କରି ଦେଖନ୍ତୁ ଏହି ଉପାୟ, ନିଶ୍ଚୟ ମିଳିବ ଫାଇଦା

ଆଜିକାଲି ଚିନ୍ତାଗ୍ରସ୍ତ ଜୀବନଶୈଳୀ ଯୋଗୁ ଲୋକଙ୍କ ସ୍ମୋକିଂ ଅଭ୍ୟାସ ବଢ଼ିବାରେ ଲାଗିଛି। ଆମେ ସମସ୍ତେ ଜାଣିଛନ୍ତି କି, ସ୍ମୋକିଂ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ। ସ୍ମୋକିଂ ଅଭ୍ୟାସ ନା କେବଳ ଆପଣଙ୍କ ଶରୀରକୁ ଦୁର୍ବଳ କରି ଦେଇଥାଏ, ବରଂ ଧୀରେ ଧୀରେ ଆପଣଙ୍କ ମସ୍ତିଷ୍କକୁ ବି…

ୟୁରିନ୍ ଇନଫେକ୍ସନରୁ ଆଶ୍ବସ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର

ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ୟୁରିନ ଇନଫେକ୍ସନର ଶିକାର ହୋଇଥାନ୍ତି। ପ୍ରାୟ ୭୦ ପ୍ରତିଶତ ମହିଳାଙ୍କୁ ଠାରେ ନିଶ୍ଚୟ ୟୁରିନ ଇନଫେକ୍ସନ ସମସ୍ୟା ହୋଇଥାଏ। ୟୁରିନ ଇନଫେକ୍ସନର ମୁଖ୍ୟ କାରଣ ଅଧିକ ସମୟ ଯାଏଁ ପରିସ୍ରା ଅଟକାଇ ରଖିବା। ଅଧିକ ସମୟ ଯାଏଁ ପରିସ୍ରା ଅଟକାଇ ରଖିବା ଯୋଗୁଁ…

ୟୁରିନ୍‌ ଇନଫେକ୍ସନ ପାଇଁ ଚିନ୍ତାରେ କି, ତେବେ ଏହି ଘରୋଇ ଉପାୟରେ ପାଆନ୍ତୁ ଆରାମ୍‌

ସାଧାରଣତଃ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ଠାରେ ୟୁରିନ ଇନଫେକ୍ସନର ଭୟ ଅଧିକ ରହିଥାଏ। ପ୍ରାୟ ୭୦ ପ୍ରତିଶତ ମହିଳାଙ୍କ ଠାରେ ନିଶ୍ଚୟ ୟୁରିନ ଇନଫେକ୍ସନ ସମସ୍ୟା ହେଉଥିବା ଦେଖିବାକୁ ମିଳୁଛି। ତେବେ ଆପଣଙ୍କ ମନରେ ନିହାତି ଭାବେ ଏହି ପ୍ରଶ୍ନ ଆସୁଥିବ ଯେ ୟୁରିନ୍‌ ଇନଫେକସନ୍‌ ହେବାର କାରଣ…

ଏହି ସବୁ ଘରୋଇ ଉପଚାର ସାହାଯ୍ୟରେ ଦୂର ହୋଇଯାଏ ଦାନ୍ତର ପୀଡ଼ା

ଦାନ୍ତରେ ପୀଡ଼ା କୌଣସି ବ୍ୟକ୍ତିଙ୍କୁ ମଧ୍ୟ ହୋଇପାରେ ଏବଂ ଅନେକ ଲୋକ ଆଜିକାଲି ଦାନ୍ତ ପୀଡ଼ା ଜନିତ ସମସ୍ୟାରେ ଚିନ୍ତିତ ରହୁଛନ୍ତି । ଯଦି ଆପଣଙ୍କୁ ମଧ୍ୟ ହଠତ୍ ଦାନ୍ତରେ ପୀଡ଼ା ଅନୁଭୂତ ହୁଏ, ତେବେ ଆପଣ ନିମ୍ନରେ ଦିଆଯାଇଥିବା ଉପାୟକୁ ଆପଣାନ୍ତୁ । ଏହି ଉପାୟ ଗୁଡିକର ସାହାଯ୍ୟରେ ଆପଣଙ୍କୁ…

ପ୍ରତି ଦୁଇ ଦିନରେ ଖରାପ ହୋଇଯାଉଛି କି ଆପଣଙ୍କ ପେଟ? ଜାଣନ୍ତୁ ଏହାର କାରଣ ଓ ଘରୋଇ ଉପାୟ

ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ପ୍ରତି ଦୁଇ ଦିନରେ ଥରେ ପେଟ ଖରାପ ହେବା ସମସ୍ୟାକୁ ସାମ୍ନା କରିଥାଆନ୍ତି। ଏହାର ଦୁଇଟି ପ୍ରମୁଖ କାରଣ ହେଉଛି ଭୁଲ୍‌ ଖାଦ୍ୟପେୟ ଏବଂ ଦିନଚର୍ଯ୍ୟା। ଆଜି ଆସନ୍ତୁ ଜାଣିବା ବାରମ୍ବାର ପେଟ ଖରାପ ହେବାର କ’ଣ କାରଣ ହୋଇପାରେ ଏବଂ ଏହାକୁ କିପରି ଦୂର କରାଯାଇ…

ଘିମିରି ଯୋଗୁ ଦେହ କୁଣ୍ଡାଇ ହେଉଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ତୁରନ୍ତ ମିଳିବ ଆରାମ

ଖରାଦିନେ ଦେହରେ ଘିମିରି ହେବା ଏକ ସାଧାରଣ ସମସ୍ୟା। ମାତ୍ର ବେଳେବେଳେ ଘିମିରି କୁଣ୍ଡାଇ ହୋଇ ନାଲି ନାଲି ହୋଇ ଫଳିଯିବା ସହ ରକ୍ତ ବି ବାହାରେ। ଏହା ଯନ୍ତ୍ରଣାଦାୟକ ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା ଘରୋଇ ଉପାୟରେ ଘିମିରି ଦୂର କରିବେ କେମିତି... କିଛି କାକୁଡିକୁ ଖଣ୍ଡ ଖଣ୍ଡ କରି…

ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ, ଯାହା ଆପଣଙ୍କ ଆଖି ସମସ୍ୟାକୁ କରିବ ଦୂର

ଶରୀରର ପ୍ରତ୍ୟେକ ଅଙ୍ଗ ଖୁବ ମହତ୍ତ୍ୱ ପୂର୍ଣ୍ଣ ହୋଇଥାଏ । ସେହିପରି ଆଖି ମଧ୍ୟ ଶରୀରର ଏକ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଯାହା ବିନା ସବୁ କାମ ଅସମ୍ଭବ । କିନ୍ତୁ ନୀତିଦିନ କାମରେ ଆମେ ଆଖି ଉପରେ ଏତେ ଧ୍ୟାନ ଦେଇନଥାଉ । କଷ୍ଟ ହେଲାପରେ କେତେଜଣ ଚଷମା ବ୍ୟବହାର କରନ୍ତି ତ ଅନ୍ୟ…

କରୋନା କାଳରେ ଗଳା ଓ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏସବୁ ଘରୋଇ ଉପାୟ

କରୋନା ମହାମାରୀ ମଧ୍ୟରେ ସୁସ୍ଥ ରହିବା ପାଇଁ ସମସ୍ତେ ଉଦ୍ୟମ କରୁଛନ୍ତି। ଆଗକୁ ବର୍ଷା ଦିନ ଆସିବାକୁ ଯାଉଛି। ଋତୁ ବଦଳିଲେ ତଣ୍ଟି ଓ ଫୁସଫୁସ ସଂକ୍ରମଣର ଅଧିକ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଏବେଠୁ ହିଁ ସଜାଗ ରହିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ତଣ୍ଟି ଓ ଫୁସଫୁସକୁ ସଂକ୍ରମଣମୁକ୍ତ…

ଫଟା ଗୋଇଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ସହଜ ଘରୋଇ ଉପାୟ

ମହିଳା ହୁଅନ୍ତୁ ଅବା ପୁରୁଷ ସମସ୍ତେ ନିଜ ଚେହେରା ପ୍ରତି ଯଥେଷ୍ଟ ଧ୍ୟାନ ଦେଇଥାନ୍ତି । କିନ୍ତୁ ଏହାରି ମଧ୍ୟରେ ପାଦ ପ୍ରତି ଅଣଦେଖା ହୋଇଯାଏ । ପାଦ ତଥା ଗୋଇଠି ଫାଟିବା ସମସ୍ୟା ସମସ୍ତଙ୍କ ମଧ୍ୟରେ ଦେଖାଯାଏ । କିନ୍ତୁ ଏହାପ୍ରତି ଅବହେଳା ହେଉଥିବା କାରଣରୁ ଅନେକ ସମସ୍ୟା ଦେଖାଯାଏ । କାମ…

ଘରୁ ଏମିତି ଭଗାନ୍ତୁ ଅସରପା, ଏହି ୫ଟି ଉପାୟ ଆପଣଙ୍କୁ କରିବ ସାହାଯ୍ୟ

ପ୍ରାୟ ସମସ୍ତଙ୍କ ଘରେ ଅସରପା ଥାଆନ୍ତି। ଅନେକଙ୍କ ଘରେ ଅସରପାଗୁଡ଼ିକ ଏଣେତେଣେ ବୁଲି ପରିଷ୍କାର ସୃଷ୍ଟି କରନ୍ତି। ଖାଦ୍ୟ ପଦାର୍ଥ ଉପରେ ଚଢ଼ି ସେଗୁଡ଼ିକୁ ନଷ୍ଟ କରି ଦିଅନ୍ତି। ଏମାନଙ୍କ ଦ୍ୱାରା ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ଯଦି ଘରେ ଅସରପାକୁ ନେଇ ଆପଣ ଚିନ୍ତିତ, ତ ଆଜି ଆମେ ଆପଣଙ୍କୁ…

କରୋନା ପାଇଁ ଭାଇରାଲ ହେଉଥିବା ଘରୋଇ ଉପାୟର ଜାଣନ୍ତୁ ସତ୍ୟତା

କରୋନାର ୨ୟ ଲହର ସମସ୍ତଙ୍କୁ ଡରାଇ ରଖିଛି । ଏଥିରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅନେକ ମାତ୍ରାରେ ଜାଗୃତ ହୋଇପଡିଛି । ରୋଗୀଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି । ପ୍ରାୟ ଲୋକ ଏହାର ନିରାକରଣ ପାଇଁ ଅନେକ ଘରୋଇ ଉପାୟ ଆପଣାଉଛନ୍ତି । କିଛି ଉପାୟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ…

ଖରାଦିନେ କେଶମୂଳ ଝାଳଉଛି କି! ଆଦୌ ଟେନ୍‌ସନ୍‌ ନ ନେଇ ଆପଣାନ୍ତୁ ଏସବୁ ଘରୋଇ ଉପାୟ

ଖରାଦିନରେ ଗରମ ଓ ଝାଳ ଯୋଗୁ କେବଳ ଦେହ ନୁହେଁ, ଚୁଟି ମଧ୍ୟ ଚିପ୍‌ଚିପା ଲାଗେ। ଫଳରେ ଝଡ଼ିବାକୁ ଲାଗିଥାଏ। ଏଥିସହ ଝାଳ ଯୋଗୁ ଦୁର୍ଗନ୍ଧ ବି ହୁଏ। ଏଭଳି ସ୍ଥିତିରେ ଖରାଦିନେ କେଶର ବିଶେଷ ଯତ୍ନ ନେବା ଉଚିତ୍‌। କିନ୍ତୁ ବେଳେବେଳେ ମହିଳାମାନେ ବିଭିନ୍ନ କାମ କରିବା ପରେ ବି ଏହି ସମସ୍ୟାରୁ…