Browsing Tag

home remedies

ଖରାଦିନେ ଅଂଶୁଘାତରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏସବୁ ଘରୋଇ ଉପାୟ

ଖରାଦିନ ଆରମ୍ଭ ହୋଇସାରିଲାଣି। ଆଗାମୀ ୨-୩ ମାସ ଏବେ ପାରଦ ଉପରମୁହାଁ ରହିବ ଓ ଲୁ ବା ଅଂଶୁଘାତ ଆରମ୍ଭ ହୋଇଯିବ। ପ୍ରଚଣ୍ଡ ଖରା ଗରମ ଯୋଗୁ ଘରୁ ବାହାରିବା ବି ମୁସ୍କିଲ ହୋଇଯିବ। ଏଭଳି ସ୍ଥିତିରେ ଯଦି ସାବଧାନ ନ ରହିବେ ତେବେ ବେମାର ପଡ଼ିପାରନ୍ତି। ତେବେ ଆସନ୍ତୁ ଜାଣିବା କେତେକ ଘରୋଇ ଉପାୟ…

ନଡ଼ିଆ ତେଲ ଲଗାଇଲେ ଦୂର ହୋଇଯାଇଥାଏ ରୂପି, ଜାଣନ୍ତୁ ଏମିତି ହିଁ ୫ଟି ପ୍ରଭାବଶାଳୀ ଘରୋଇ ଉପାୟ

ମୁଣ୍ଡରେ ରୂପି ହେବା ଏକ ସାଧାରଣ ସମସ୍ୟା। କିନ୍ତୁ ଯଦି ଏହାକୁ ରୋକା ନ ଯାଏ, ତା’ହେଲେ ଏହା ଆପଣଙ୍କ କେଶ ସହିତ ସ୍କିନ୍‌କୁ ବି ବହୁତ କ୍ଷତି ପହଞ୍ଚାଇ ପାରେ। କେଶରେ ରୂପି ହେବା କାରଣରୁ ଚେହେରାରେ ବ୍ରଣ ସମସ୍ୟା ବି ବଢ଼ିଯାଇଥାଏ। ଆଜି ଆମେ ଆପଣଙ୍କୁ ରୂପି ହଟାଇବାର ୫ଟି ପ୍ରାକୃତିକ ଉପାୟ…

ଇନଷ୍ଟାଣ୍ଟ ଗ୍ଲୋ ପାଇଁ ଫଲୋ କରନ୍ତୁ ଏହି ଘରୋଇ ଉପାୟ

ଆଜିକାଲି ମୁହଁରେ ଦାଗ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହି ଦାଗ କେବଳ ମୁହଁର ସୁନ୍ଦରତାକୁ ଖରାପ କରିନଥାଏ ବରଂ ଚର୍ମକୁ ମଧ୍ୟ ଖରାପ କରିଦିଏ। ଏଥିରୁ ରକ୍ଷା ପାଇବା ପାଇଁ ପ୍ରାକୃତିକ ସହ ଘରୋଇ ଉପାୟ ଆପଣାନ୍ତୁ । ଯାହା ଆପଣଙ୍କୁ ଏଥିରୁ ରକ୍ଷା କରିବ। ସୁନ୍ଦର ତ୍ୱଚା ସମସ୍ତଙ୍କର…

ମୁହଁରୁ ବାହାରୁଥିବା ଦୁର୍ଗନ୍ଧ ପାଇଁ ଲଜ୍ଜିତ ହେଉଛନ୍ତି କି ? ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଅନେକଙ୍କ ମୁହଁରୁ ଦୁର୍ଗନ୍ଧ ବାହାରିଥାଏ। କଥା କହିବା ବେଳେ ଏହି ଦୁର୍ଗନ୍ଧ ବାହାରିବା ଦ୍ବାରା ସାମ୍ନା ଲୋକଟି କିଛି କହିପାରେ ନାହିଁ ସତ କିନ୍ତୁ ଏଥିପାଇଁ ଆପଣଙ୍କୁ ଅସହଜ ମନେ ହୁଏ। ଏହି ସାଧାରଣ ସମସ୍ଯା ଅନେକ ଅଲଗା ଅଲଗା କାରଣ ଯୋଗୁଁ ହୋଇଥାଏ। ମେଡିକାଲ ଭାଷାରେ ଏହାକୁ ହୋଲିଟୋସିସି…

ଏହିସବୁ କାରଣ ଯୋଗୁଁ ହୋଇଥାଏ କାନ ଯନ୍ତ୍ରଣା, ଜାଣନ୍ତୁ ଘରୋଇ ଉପଚାର

କାନରେ ଯନ୍ତ୍ରଣା ହେବା ଏକ ସାଧାରଣ ସମସ୍ୟା । ଏହି ଯନ୍ତ୍ରଣା ଉଭୟ କାନରେ ହୋଇପାରେ, ହେଲେ ଅଧିକାଂଶ ସମୟରେ ଏହା ଗୋଟିଏ କାନରେ ବି ହୋଇପାରେ । କାନର ଯନ୍ତ୍ରଣା କିଛି ସମୟ ବା ବେଶୀ ସମୟ ଧରି ଲାଗି ରହିପାରେ । ଏହି ଯନ୍ତ୍ରଣା କେତେବେଳେ ହାଲକା, ତ ଆଉ କେତେବେଳେ ଖୁବ୍ ଅଧିକ ହୋଇଥାଏ । କାନ…

ଧଳାସ୍ରାବ ସମସ୍ୟାକୁ ମୂଳରୁ ନାଶ କରିଥାଏ ଏହି ୮ଟି ଘରୋଇ ଉପଚାର, ପ୍ରତିଦିନ ପେଜରେ ସଫା କରନ୍ତୁ ପ୍ରାଇଭେଟ୍‌ ପାର୍ଟ

ମହିଳାଙ୍କଠାରେ ମାସିକ ଧର୍ମ ଭଳି ହ୍ଵାଇଟ୍‌ ଡିସ୍‌ଚାର୍ଜ ବା ଧଳାସ୍ରାବ ସମସ୍ୟା ବି ସାଧାରଣତଃ ଦେଖିବାକୁ ମିଳିଥାଏ। ଧଳା ପାଣି ମାସିକ ଧର୍ମ ପୂର୍ବରୁ ଅଥବା ପରେ ଆସିବା ସ୍ୱାଭାବିକ ଅଟେ, କିନ୍ତୁ ଅଧିକ ମାତ୍ରାରେ ଧଳା ପାଣି ଆସିବା ଏକ ରୋଗ ହୋଇପାରେ। ଏହାଦ୍ୱାରା ମହିଳାଙ୍କୁ ଦୁର୍ବଳ…

ବ୍ଲାକହେଡସ ଦୂର କରିବ ଡାଳଚିନି ପାଉଡର, ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ତ୍ବଚାରେ ହୋଇଥିବା ଛିତ୍ରରେ ଯେତେବେଳେ ମଇଳା ଏବଂ ତେଲ ଜମା ହୋଇଯାଏ, ସେତେବେଳେ ବ୍ଲାକ ହେଡସ୍ ସମସ୍ଯା ଦେଖିବାକୁ ମିଳିଥାଏ। ବ୍ଲାକହେଡସ ତ୍ବଚାର ସୁନ୍ଦରତାକୁ କମ୍ କରିଦେଇଥାଏ। ବ୍ଯୁଟି ପ୍ରଡକ୍ଟର ବ୍ଯବହାର କରି ନ୍ଯାଚୁରାଲ ଉପାୟରେ ଏହାକୁ ହଟାଇପାରିବେ। ତେବେ ଆସନ୍ତୁ ଜାଣିବା ବ୍ଲାକହେଡସର…

ପେଟ ଭାରି ଲାଗିବା ସମସ୍ୟାକୁ ନେଇ ଆପଣ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିକାଲି ସାଧାରଣତଃ ଅନେକ ପ୍ରକାର ରୋଗ ହେଉଥିବାର ଦେଖିବାକୁ ମିଳୁଛି। କେବେ କେବେ ବହୁତ ଜୋରରେ ଜ୍ୱର ତ କେବେ ଡାଇବେଟିଜ୍‌ ଭଳି ଅନ୍ୟ ସମସ୍ୟା। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏହି ସବୁ ରୋଗର ଆରମ୍ଭ ଆମ ପେଟରୁ ହିଁ ହୋଇଥାଏ। କାରଣ କୁହାଯାଇଥାଏ ଯଦି ପେଟ ସଫା ରହିନଥାଏ ତେବେ ଆପଣ…

ଯଦି ଆପଣଙ୍କୁ ବି ଆସୁଥାଏ ଆବଶ୍ୟକତାଠାରୁ ଅଧିକ ନିଦ, ତା’ହେଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ଯେଉଁ ଲୋକଙ୍କୁ ନିଦ ଆସି ନ ଥାଏ, ସେମାନଙ୍କୁ ବିଭିନ୍ନ ପ୍ରକାର ରୋଗ ଘେରି ହୋଇ ରହିଥାଏ। ଯେଉଁମାନଙ୍କୁ ଆବଶ୍ୟକତାଠାରୁ ଅଧିକ ନିଦ ଆସିଥାଏ, ସେମାନେ ବହୁତ ଦୁଃଖୀ ରହିଥାନ୍ତି। ଯେପରି ଅନିଦ୍ରା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଠିକ ସେହିପରି ଅଧିକ ଶୋଇବା ମଧ୍ୟ ଆହୁରି ଘାତକ ହୋଇପାରେ। ଆଜି…

ପେଟ ଖରାପ ହୋଇଗଲେ କିଛି ନ ଭାବି ଫଟାଫଟ ଆପଣାନ୍ତୁ ଏହି ୭ଟି ଘରୋଇ ଉପାୟ

ପେଟ ଖରାପ ହୋଇଗଲେ ହଠାତ ବୁଝା ପଡ଼େନି କି, ସେହି ସମୟରେ କିପରି ଏହି ସମସ୍ୟାରୁ ମୁକ୍ତି ପାଇହେବ। ସାଧାରଣତଃ ଯେଉଁ ଲୋକ ଘର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ସେମାନଙ୍କ ପେଟ ସବୁବେଳେ ଠିକ ରହିଥାଏ। କିନ୍ତୁ ଯଦି କେବେ ଆମ ପେଟ ଖରାପ ହୋଇଯାଏ ଏବଂ ଆମେ ମେଡିସିନ ଖାଇବାଠୁ ଦୂରେଇ ରହିବାକୁ…

ସାଇନସ୍ ସମସ୍ଯା ପାଇଁ ଚିନ୍ତିତ ଅଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର, ତୁରନ୍ତ ମିଳିବ ଆରାମ

ସାଇନସ୍ ନାକ ସମ୍ବନ୍ଧିତ ରୋଗ। ଯେଉଁ କାରଣରୁ ନିଶ୍ବାସ ନେବାରେ ସମସ୍ଯା ଦେଖାଯାଇଥାଏ। ଏଥିସହ ଶରୀରର ମାଂସପେଶୀରେ ମଧ୍ଯ ଯନ୍ତ୍ରଣା ଅନୁଭବ ହୋଇଥାଏ। ସାଇନସ୍ କୁ ସାଇନୋସାଇଟିସ୍ ମଧ୍ଯ କୁହାଯାଇଥାଏ। ଏହି ସମସ୍ଯା ବ୍ଯାକ୍ଟେିରିଆ,ଫଙ୍ଗଲ, ଇନଫେକ୍ସନ୍, ସଂକ୍ରମଣ, ନାକର ହାଡ ବଢିବା ଏବଂ ଆସ୍ଥମା…

ପାଦ ତଳେ ଜଳାପୋଡ଼ା ଅନୁଭବ କରୁଛନ୍ତି କି? ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

କେବେ କେବେ ହାତ ଏବଂ ପାଦର ତଳ ଭାଗରେ ଜଳାପୋଡ଼ା ଅନୁଭବ ହୋଇଥାଏ। ସାଧାରଣତଃ ଗରମ ଦିନେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ। ବେଳେ ବେଳେ ଅତ୍ୟଧିକ କାମ କରି ଦୁର୍ବଳ ଲାଗିବା କାରଣରୁ ପାଦ ତଳ ଜଳାପୋଡ଼ା ହୋଇଥାଏ। ଶରୀରରେ ପାଣିର ଅଭାବ କିମ୍ବା ରକ୍ତ ସଂଚାର ସଠିକ୍‌ ଭାବେ ନହେବା ଦ୍ୱାରା କିମ୍ବା…