Browsing Tag

home remedies

ତ୍ୱଚାରେ ସୁନ୍ଦରତା ବଢାଇବ ଏହି ଘରୋଇ ଉପାୟ, ନିଶ୍ଚିତ କରନ୍ତୁ ପ୍ରୟୋଗ

ବୟସ ବଢିବା ସଙ୍ଗେ ସଙ୍ଗେ ତ୍ୱଚାରେ ଦାଗ, ଭାଙ୍ଗ, କୁଞ୍ଚନ ସହିତ ବ୍ରଣ ଭଳି ଅନେକ ସମସ୍ୟା ଦେଖାଯାଇଥାଏ। ଏହା ସମସ୍ତ ମହିଳାଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ। ପ୍ରତ୍ୟେକ ମହିଳା ମୃତ୍ୟୁ ପର୍ଯ୍ୟନ୍ତ ସୁନ୍ଦର ତ୍ୱଚା ଚାହାନ୍ତି। ଏଥିପାଇଁ ସେମାନେ ଅନେକ ଉପାୟ ମଧ୍ୟ ଆପଣାନ୍ତି। କିଛି ଘରୋଇ…

ଥାଇରଏଡ୍‌ ସମସ୍ୟାରୁ ମୁକ୍ତି ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ଆଜିକାଲିର ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ଅନେକ ରୋଗ ହେଉଛି। ଏହିସବୁ ରୋଗ ମଧ୍ୟରେ ଥାଇରଏଡ ସମସ୍ୟା ଏକ ପ୍ରକାର। ଥାଇରଏଡ୍‌ ସମସ୍ୟା ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ। ଏମିତିରେ ଆଜି ଆମେ କିଛି ଘରୋଇ ଉପାୟ ବିଷୟରେ ଜଣାଇବୁ, ଯାହାକୁ ଆପଣାଇ ଥାଇରଏଡ ସମସ୍ୟାରୁ…

ଅଳସୁଆ ଲାଗୁଥିଲେ ଏସବୁ ଖାଦ୍ୟ ସେବନ କରନ୍ତୁ, ଫୁର୍ତ୍ତି ଲାଗିବ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ମଣିଷ କାମ କରି କରି ହାଲିଆ ହୋଇଯାଉଛି। ଶରୀରକୁ ଆଳସ୍ୟ ଘାରିବା ଦ୍ୱାରା ଅନ୍ୟ କୌଣସି କାମ କରିବାକୁ ଇଚ୍ଛା ହେଉନାହିଁ। ଆଳସ୍ୟ ଯୋଗୁ ଆମ କାମ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡୁଛି। ଆପଣ ବି ଯଦି କାମ କରି କରି ହାଲିଆ ହୋଇଯାଉଛନ୍ତି ତେବେ ଆସନ୍ତୁ ଜାଣିବା…

କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ୩୦ ମିନିଟ୍‌ରେ ମିଳିବ ଆରାମ

ବର୍ତ୍ତମାନ ଖରାପ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ଅଧିକାଂଶ ଲୋକ କୋଷ୍ଠକାଠିନ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ଏହି ସମସ୍ୟା ଥିଲେ ପେଟ ଠିକ୍‌ ଭାବେ ପରିଷ୍କାର ହୋଇନଥାଏ। ଫଳରେ ଦିନ ସାରା ଅସ୍ୱସ୍ତି ଲାଗେ। ଏହି ସମସ୍ୟାକୁ ଅଣଦେଖା କଲେ ପରେ ଅବସ୍ଥା ସାଂଘାତିକ ହେବା ସମ୍ଭାବନା ରହିଛି। ଡାକ୍ତରଙ୍କ…

ଆପଣଙ୍କ ଚେହେରାର ସବୁ ସମସ୍ୟା ଦୂର କରିବା ଏହି ଜିନିଷ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଗରମ ଦିନରେ ତ୍ୱଚାକୁ ଥଣ୍ଡା ରଖିବା ନିତାନ୍ତ ଜରୁରୀ। ଏମିତିରେ ଗରମ ଦିନରେ ଅନେକ ପ୍ରକାର ସ୍କିନ ସମସ୍ୟା ଦେଖାଦେଇଥାଏ। ଏସବୁ ସମସ୍ୟାରୁ ମୁକ୍ତି ଦେବ ଘରେ ଥିବା ଏହି ଗୋଟିଏ ଜିନିଷ। ତ୍ୱଚାର ସବୁ ସମସ୍ୟାର ରାମବାଣ ହେଉଛି ଚନ୍ଦନ। ଗରମ ଦିନରେ ଚନ୍ଦନର ଫେସପ୍ୟାକ୍‌ ତ୍ୱଚାର ଉଜ୍ୱଳତା ବଢାଇବାର…

ଡାଇପର ଯୋଗୁ ଛୁଆର ଦେହରେ ନାଲି ନାଲି ଫଳିଯାଉଥିଲେ ବ୍ୟବହାର କରନ୍ତୁ ଏହି ୫ଟି ଘରୋଇ ଜିନିଷ

ଡାଇପର ଯୋଗୁ ଶିଶୁଙ୍କ ଶରୀରର କୁଣ୍ଡାଇ ହେବା ଏକ ସାଧାରଣ କଥା। ଅଧିକ ସମୟ ଡାଇପର ପିନ୍ଧିବା ଦ୍ୱାରା ଶିଶୁଙ୍କ ମୂତ୍ରାଶୟ ଓ ପିଚାରେ ଛୋଟ ଛୋଟ ନାଲି ନାଲି ହୋଇ ଫଳିଯାଏ। ଏହାକୁ ଚର୍ମରୋଗ ବା ରାସେସ୍‌ ବୋଲି କୁହାଯାଏ। ଏହି ରାସେସ୍‌ ଯୋଗୁ ଝାଡ଼ା ଯିବା ବେଳେ କିମ୍ବା ପରିସ୍ରା କରିବା ପୋଡ଼ା…

ଝାଳ ଯୋଗୁ ମୁହଁ କଳା ପଡ଼ିଯାଇଥିଲେ ବ୍ୟବହାର କରନ୍ତୁ ଏହି ଫେସ୍‌ପ୍ୟାକ୍‌, ଫେରିଆସିବ ପୂର୍ବ ଚମକ

ଖରାଦିନେ ତ୍ୱଚାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ନଚେତ୍‌ ମୁହଁର ଚମକ ଚାଲିଯିବା ସମ୍ଭାବନା ରହିଛି। ଗ୍ରୀଷ୍ମଦିନେ ବାହାରକୁ ବାହାରିଲେ ସୂର୍ଯ୍ୟକିରଣ ଦେହରେ ପଡ଼ିଥାଏ। ଫଳରେ ଟ୍ୟାନ୍‌ ଦେଖାଯାଏ। ତ୍ୱଚାରେ ଟାନ୍‌ ଯେତେ ଶୀଘ୍ର ଆସେ ତାହା ଯିବାକୁ ମଧ୍ୟ ସେତିକି ଅଧିକ ସମୟ ଲାଗେ। ଏଣୁ…

ଏହି ଦେଶୀ ଉପାୟକୁ ଆପଣାଇ କେଶକୁ କରନ୍ତୁ ଲମ୍ବା, ଜାଣନ୍ତୁ ଏବଂ ଆପଣାନ୍ତୁ

ଲମ୍ବା କେଶ ସମସ୍ତ ଯୁବତୀଙ୍କର ପ୍ରଥମ ପସନ୍ଦ। ଏଥିପାଇଁ ଅଧିକାଂଶ ଯୁବତୀ ବଜାରରେ ମିଳୁଥିବା ବିୟୁଟି ପ୍ରଡକ୍ଟ ଉପରେ ନିର୍ଭର କରନ୍ତି। ଏଥିପାଇଁ ଅନେକ ପଇସା ମଧ୍ୟ ଖର୍ଚ୍ଚ କରନ୍ତି। କିନ୍ତୁ ଆପଣ କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରି ଲମ୍ବା କେଶ ମଧ୍ୟ ପାଇପାରିବେ। ଆସନ୍ତୁ ଜାଣିବା କିପରି…

ବିନା ପଇସା ଖର୍ଚ୍ଚ କରି ମୁହଁର ଅନେକ ସମସ୍ୟାରୁ ପାଆନ୍ତୁ ମୁକ୍ତି, ଆପଣାନ୍ତୁ ଜାଇଫଳ-ଜିରାର ଉପାୟ

ବୟସ ବଢିବା ସଙ୍ଗେ ସଙ୍ଗେ ତ୍ୱଚାରେ ଅନେକ ପ୍ରକାର ସମସ୍ୟା ଦେଖାଦିଏ। ତ୍ୱଚାରେ ପିଗମେଣ୍ଟସନ, ଭାଙ୍ଗ ଇତ୍ୟାଦି ସାଧାରଣ କଥା ହୋଇଥାଏ। ଏପରି ସ୍କିନର ମେଲାନିନ ସ୍ତର ବଢିବା ଯୋଗୁଁ ହୋଇଥାଏ। ଯାହା ଯୋଗୁଁ ଚେହେରାରେ ଡାର୍କ ବ୍ରାଉନ ରଙ୍ଗର ଦାଗ ଦେଖିବାକୁ ମିଳିଥାଏ। ଏପରି ସମସ୍ୟା ପୁରୁଷଙ୍କ…

ହାତ ଜଳିଗଲେ କେବେ ବି ଏହି କାମ କରନ୍ତୁ ନାହିଁ, ଉତୁରିଯାଇପାରେ ଚମଡ଼ା

ରୋଷେଇ କରିବା ବେଳେ ପ୍ରାୟତଃ ଅସାବଧାନତା ଯୋଗୁ ହାତ ପୋଡ଼ିଯାଏ। ଏଭଳି ସ୍ଥିତିରେ ତର ତର ହୋଇ କେହି ପାଣିରେ ହାତ ବୁଡ଼ାଏ ତ ଆଉ କେହି ବରଫ ଘଷେ। କିନ୍ତୁ ହାତ ପୋଡ଼ିଗଲେ ପ୍ରକୃତରେ କ’ଣ କରିବା ଉଚିତ ତାହା କେହି ଜାଣନ୍ତି ନାହିଁ। ଫଳରେ ଗୁଡ଼େ ୟାଡ଼ୁସିଆଡ଼ୁ ଜିନିଷ ବ୍ୟବହାର କରି ଲୋକମାନେ ହାତର…

ଲକଡାଉନରେ କ’ଣ ଆପଣଙ୍କର ହେଉଛି କି କୋଷ୍ଠକାଠିନ୍ୟ ସମସ୍ୟା, ଆପଣାନ୍ତୁ ୫ଟି ଘରୋଇ ଉପାୟ

ଲକଡାଉନ ସମୟରେ ଘରେ ଅନିୟମିତ ଏବଂ ଭୁଲ ଖାଦ୍ୟ ଯୋଗୁଁ ଶରୀରରେ କେତେକ ସମସ୍ୟା ଦେଖାଦିଏ। ଏହିସବୁ ସମସ୍ୟା ମଧ୍ୟରେ କୋଷ୍ଠକାଠିନ୍ୟ ସମସ୍ୟା ଅନ୍ୟତମ। ଆପଣଙ୍କର ଏହି ସମସ୍ୟା ଶରୀରରେ ଅନେକ ରୋଗର କାରଣ ପାଲଟିଥାଏ। ଏମିତିରେ ଯଦି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଛନ୍ତି ତେବେ କିଛି…

ଚେହେରା ସହ ବଢ଼ାନ୍ତୁ ବେକର ସୌନ୍ଦର୍ଯ୍ୟ, ଜାଣି ରଖନ୍ତୁ ଏହି ସବୁ ଟିପ୍ସ

ଚେହେରାର ସୌନ୍ଦର୍ଯ୍ୟ ବଢାଇବା ପାଇଁ ପ୍ରାୟତଃ ଝିଅ ମାନେ ସବୁ ସମୟରେ ଚେଷ୍ଟା କରିଥାନ୍ତି । ବିଭିନ୍ନ ପ୍ରକାରର ଘରୋଇ ପଦ୍ଧତି ହେଉ ଅବା କୌଣସି କେମିକାଲ ଟ୍ରିଟମେଣ୍ଟ ହେଉ । କିନ୍ତୁ କେବଳ ଚେହେରାର ରଙ୍ଗ ବୃଦ୍ଧି କରିବା କାଫି ନୁହେଁ । ଏହା ସହ ବେକର ସୌନ୍ଦର୍ଯ୍ୟ ବୃଦ୍ଧି ପ୍ରତି ଦୃଷ୍ଟି…