ବି ଟେକ,ଏମ ଟେକ, ବିବିଏ ପିଲା କରୁଛନ୍ତି ହୋମଗାର୍ଡ ପଦବୀ ପାଇଁ ଆବେଦନ
ସୁନ୍ଦରଗଡ଼: ହୋମଗାର୍ଡ଼ ପଦବୀ ଆବେଦନ ପାଇଁ ଯୁବପିଢ଼ିଙ୍କ ଲମ୍ବା ଲାଇନ୍ । ଆପଣ ଏ ଦୃଶ୍ୟ ଦେଖି ଭାବୁଥିବେ ଏଥିରେ ବଡ଼ କଥା କଣ? ଆବେଦନ କରିବା ପାଇଁ ତ ଆଶାୟୀ ପ୍ରାର୍ଥୀ ଲାଇନ୍ କରିଛନ୍ତି । କିନ୍ତୁ ଏଠି ଆଶ୍ଚର୍ଯ୍ୟ କଲା ଭଳି ତ କଥା ରହିଛି ଯହା ଆମେ ଆପଣଙ୍କୁ ଏହି ଖବର ମାଧ୍ୟମରେ ଜଣାଇବାକୁ…