ତ୍ୱଚା ଚମକାଇବ ଚନ୍ଦନ, ଏମିତି କରନ୍ତୁ ବ୍ୟବହାର
ପ୍ରାୟତଃ ଆମେ ବଜାରରୁ ବିଭିନ୍ନ ପ୍ରକାରର ଫେସ୍ କ୍ଲିଞ୍ଜର କିଣିଥାଉ ଯାହା କେବଳ ଆମ ଚେହେରାକୁ ସଫା କରେ ନାହିଁ ବରଂ ଚେହେରାରେ ଆସୁଥିବା ପ୍ରାକୃତିକ ତେଲକୁ ମଧ୍ୟ କମ୍ କରିଥାଏ । ବେଳେବେଳେ ଏହି କ୍ଲିଞ୍ଜର ଆମ ସ୍କିନ୍କୁ ଅତ୍ୟଧିକ ଶୁଷ୍କ କରିଦିଏ । ଯେପରି ଆପଣମାନେ ଏହି ସମସ୍ୟାର…