ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Hondaର ଦୁଇଟି ନୂଆ SUV, ଏଥିରେ ଇଲେକ୍ଟ୍ରିକ୍ ୫-ସିଟର ମଧ୍ୟ ସାମିଲ୍
ବର୍ତ୍ତମାନ ସମୟରେ Honda କାର୍ସ ଇଣ୍ଡିଆ ଏବେ ପୂର୍ଣ୍ଣ ପ୍ରସ୍ତୁତିରେ ଲାଗିଛି ଏବଂ ଖୁବ୍ ଶୀଘ୍ର ଭାରତୀୟ ବଜାରରେ ଦୁଇଟି ନୂତନ SUV ଉପସ୍ଥାପନ କରିବାକୁ ଯାଉଛି ।
ଏଥିମଧ୍ୟରୁ ଗୋଟିଏ ଫୁଲ୍ ଇଲେକ୍ଟ୍ରିକ୍ 5-ସିଟର ମିଡ-ସାଇଜ SUV ହେବ ଏବଂ ଅନ୍ୟଟି ଏକ ପ୍ରିମିୟମ୍ 7-ସିଟର ICE SUV ହେବ,…