Browsing Tag

honest officer

‘ମୁଁ ଦୁର୍ନୀତିଗ୍ରସ୍ତ ନୁହେଁ’ ଅଫିସ୍‌ରେ ଏମିତି ପୋଷ୍ଟର କାହିଁକି ମାରିଲେ ଏହି ଇଞ୍ଜିନିୟର?

ଆଜିକା ସମାଜରେ ସଚ୍ଚୋଟ ଲୋକ ମିଳିବା ବହୁତ କଷ୍ଟ। ବର୍ତ୍ତମାନ ଲୋକମାନେ କମ୍‌ ସମୟରେ ବିନା ପରିଶ୍ରମରେ ଟଙ୍କା ରୋଜଗାର କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। କାହାକୁ ଠକି ତ ଆଉ କାହାଠୁ ଜୋର୍‌ ଜବରଦସ୍ତ ଟଙ୍କା ଆଣି ଲୋକେ ନିଜ ସମ୍ପତ୍ତି ବୃଦ୍ଧି କରୁଥିବା ଦେଖିବାକୁ ମିଳୁଛି।…