Browsing Tag

honey bee attack

ସାପ୍ତାହିକ ହାଟରେ ମହୁମାଛି ଆକ୍ରମଣ, ୫୦ଆହତ

ନୂଆପଡା (କେନ୍ୟୁଜ):  ମହୁମାଛି ଆକ୍ରମଣରେ ୫୦ଆହତ। ସାପ୍ତାହିକ ହାଟରେ ମହୁମାଛି ଆକ୍ରମଣ। ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଦୋହେଲପଡା ଗାଁରେ ସାପ୍ତାହିକ ହାଟ ଚାଲିଥିବା ବେଳେ ମହୁମାଛି ଆକ୍ରମଣ କରିଥିଲା। ମହୁମାଛି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବାକୁ ଲୋକମାନେ ଯିଏ ଯୁଆଡ଼େ ପାରିଲେ ଦୌଡ଼ିଥିଲେ।…

ମହୁମାଛି ଆକ୍ରମଣରେ ୩୦ରୁ ଅଧିକ ଛାତ୍ରୀ ଓ ଜଣେ ଶିକ୍ଷକ ଆହତ

ଘଟଗାଁ (କେନ୍ୟୁଜ) : ପରୀକ୍ଷାର୍ଥୀଙ୍କୁ ମହୁମାଛି ଆକ୍ରମଣ । ୩୦ରୁ ଅଧିକ ଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ମହୁମାଛି ଆକ୍ରମଣ କରିଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ହାଇସ୍କୁଲକୁ ପରୀକ୍ଷା ଦେବାକୁ ଗଲାବେଳେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷା…

ଗାଈ ଚରାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ବାଘୁଆ ବିରୁଡି କଲା ଆକ୍ରମଣ, ୧୫ ଆହତ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାଞ୍ଚଡାଗୁଡା ଗ୍ରାମରେ ଅଘଟଣ । ଗାଈ ଚରାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ବିରୁଡି ଆକ୍ରମଣ ରେ ଗ୍ରାମର ପ୍ରାୟ ୧୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସଂନ୍ଧ୍ୟା ସମୟରେ ଜଙ୍ଗଲରୁ ଗାଈ ଚରାଇ ଫେରୁଥିବା ବେଳେ ଜଙ୍ଗଲୀ ବିରୁଡି ଆକ୍ରମଣ…

ଗଜପତି: ମହୁମାଛି ଆକ୍ରମଣରେ ଶିଶୁପୁତ୍ର ମୃତ, ପରିବାର ୭ ଆହତ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ପାଲଡା ଗ୍ରାମରେ ଜଙ୍ଗଲୀ ମହୁମାଛି ଆକ୍ରମଣ ରେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ଆହତ ହୋଇଥିବା ବେଳେ ଜଣେ ଶିଶୁର ମୃତ୍ୟୁ ଘଟିଛି ମୃତକ ସେହି ଗ୍ରାମର ରବିଶଙ୍କର ମଳିକ ଙ୍କ ୫ ବର୍ଷର ଶିଶୁ ପୁତ୍ର ଶିବରାମ ମଳିକ । ଆହତ ମାନେ ହେଲେ…

ମହୁ ମାଛି ଆକ୍ରମଣରେ ଗର୍ଭବତୀ ମହିଳା ମୃତ

ବଣାଇ (କେନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନାର ଧୂକା ମୁଣ୍ଡା ଗ୍ରାମର ମୁହୁମଛି ଆକ୍ରମଣରେ ମହିଳା ମୃତ। ମହିଳାଙ୍କ ନାମ ସୁମି ମୁଣ୍ଡା। ସେ ସାତ ମାସର ଗର୍ଭବତୀ ଥିଲେ। ମହିଳା ଜଣଙ୍କ ଗତ କାଲି ସନ୍ଧ୍ୟାରେ ଘର ନିକଟରେ ଥିବା ନାଳକୁ ବାସନ ମାଜିବା ପାଇଁ ଯାଇଥିବା ବେଳେ ପ୍ରାୟ ଦୁଇ…

ପାଣ୍ଡବ ବଖରା ଗୁମ୍ଫା ଦେଖିବା ପାଇଁ ଯାଉଥିବାବେଳେ ଅଘଟଣ: ମହୁମାଛି ଆକ୍ରମଣରେ ୩ ଆହତ, ଜଣେ ମୃତ

ବାଙ୍କୀ(କେନ୍ୟୁଜ୍‌): ମହୁମାଛି ଆକ୍ରମଣରେ ୩ ଆହତ, ଜଣେ ମୃତ। କଟକ ଜିଲ୍ଲା ବାଙ୍କୀ ପାଥପୁର ଗ୍ରାମ ନିକଟରେ ଥିବା ପାଣ୍ଡବ ବଖରା ଗୁମ୍ଫା ଦେଖିବା ପାଇଁ ଯାଇଥିବା ସମୟରେ ଅଘଟଣ । ସୂଚନା ମୁତାବକ, ଭୁବନେଶ୍ବର ପଟିଆ ଅଞ୍ଚଳରୁ ଚାରି ଜଣ ସାଙ୍ଗ ଏକ କାର୍ ଯୋଗେପାହାଡ଼ ଉପରକୁ ଚଢ଼ିବା ସମୟରେ ହଠାତ…

କଣ୍ଟାମାଳ ଉଳସିଙ୍ଗା ଅଙ୍ଗନୱାଡି କେନ୍ଦ୍ରରେ ଅଘଟଣ: ମହୁମାଛି ଆକ୍ରମଣରେ ୮ ଶିଶୁ ସମେତ ୨ଜଣ ଗୁରୁତର

କଣ୍ଟାମାଳ(କେନ୍ୟୁଜ୍) : କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତର ବଉଳସିଙ୍ଗା ଅଙ୍ଗନୱାଡି କେନ୍ଦ୍ରରେ ଅଘଟଣ। ମହୁମାଛି ଆକ୍ରମଣରେ ୮ ଶିଶୁ ସମେତ ଅଙ୍ଗନୱାଡି କର୍ମୀ ଓ ହେଲପର ଗୁରୁତର। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ଏବେ ଚିକିତ୍ସା…

ଭୁବନେଶ୍ବର: ନନ୍ଦନକାନନରେ ମହୁମାଛି ଆକ୍ରମଣ, ୧୫ ପର୍ଯ୍ୟଟକ ଆହତ

କେନ୍ୟୁଜ୍(ବ୍ୟୁରୋ): ମହୁମାଛି ଆକ୍ରମଣରେ ୧୫ ପର୍ଯ୍ୟଟକ ଆହତ । ଭୁବନେଶ୍ବର ନନ୍ଦନକାନନରେ ଘଟିଛି ଏହି ଘଟଣା। ନନ୍ଦନକାନନ ଭିତରେ  ଏକ ଗଛରେ ଥିବା ମହୁଫେଣାରୁ ହାଠାତ ମହୁମାଛିମାନେ ଆକ୍ରମଣାତ୍ମକ ଭାବେ ଉଡ଼ି ଆସିଲେ । ପରେ ନିକଟରେ ଥିବା ପର୍ଯ୍ୟଟକଙ୍କୁ ଅତର୍କିତ ଆକ୍ରମଣ କରିବାକୁ…

ଢେଙ୍କାନାଳ: ମହାଶିବରାତ୍ରୀରେ ଶିବ ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୩ ଭକ୍ତ ଗୁରୁତର

କେନ୍ୟୁଜ୍(ବ୍ୟୁରୋ): ମହାଶିବରାତ୍ରୀରେ ଶିବ ଦର୍ଶନ ବେଳେ ମହୁମାଛି ଆକ୍ରମଣ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକର ନିମେଇପୁର ଗାଁରେ ଅଘଟଣ ଘଟିଛି। ଶିବ ମନ୍ଦିର ପରିସରରେ ମହୁମାଛି ଆକ୍ରମଣରେ ତିନି ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପଙ୍କଜଲୋଚନ ଦାସ ଓ ତାଙ୍କ ପୁଅ ଓ ଝିଅ। ଦୁଇ ଜଣଙ୍କୁ…

ରାୟଗଡ଼ା : ଗଣେଶ ପୂଜା ପାଇଁ ଫୁଲ ତୋଳିବାକୁ ଯାଇ ମହୁମାଛି ଆକ୍ରମଣର ଶିକାର ହେଲେ ଛାତ୍ର, ଜଣେ ମୃତ ୫ ଗୁରୁତର

ରାୟଗଡ଼ା (କେନ୍ୟୁଜ୍) : ମହୁମାଛି ନେଲା ଜୀବନ । ଅକାଳରେ ଚାଲିଗଲା ଛାତ୍ରଙ୍କ ପ୍ରାଣ । ରାୟଗଡ଼ା ଜିଲ୍ଲା କାରୁବାଇ ଆଶ୍ରମ ସ୍କୁଲରେ ଏଭଳି ଭାବେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…