Browsing Tag

honey bees sitting all over man body

ବାଲେଶ୍ୱର : ଦେହ ସାରା ୧୦ ହଜାରରୁ ଅଧିକ ମହୁମାଛି ନେଇ ଘରକୁ ଫେରିଲେ ବ୍ଯକ୍ତି, ଯାହାକୁ ଦେଖିବାକୁ ଜମିଲା ଲୋକଙ୍କ ଭିଡ଼

ବାଲେଶ୍ୱର: ଏ ଫଟୋ ଦେଖି ଆପଣ ଭାବୁଥିବେ ବ୍ୟକ୍ତି ଜଣକର ବୋଧହୁଏ ଲମ୍ବା ଦାଢ଼ୀ ରହିଛି । ହେଲେ ଦାଢ଼ୀଗୁଡ଼ିକ ଚାଲୁଛନ୍ତି କାହିଁକି ? ନାଇ ଆଜ୍ଞା ଏସବୁ ଦାଢ଼ୀ ନୁହେଁ ମହୁମାଛି । ତାଙ୍କ ମୁହଁରେ ଏଭଳି ଭାବେ ସିଛନ୍ତି ଯେ ଲାଗୁଛି ଯେମିତି ଦାଢ଼ୀ ବଢ଼ି ଯାଇଛି । ତେବେ ଆଶ୍ଚର‌୍ୟ୍ୟର କଥା ହେଉଛି…